ସଂସଦ ଅଧିବେଶନ ପୂର୍ବରୁ କେନ୍ଦ୍ର ବିରୋଧରେ କେସିଆରଙ୍କ ନୂଆ ଯୋଜନା

ହାଇଦ୍ରାବାଦ: ସଂସଦର ମୌସୁମୀ ଅଧିବେଶନରେ କ୍ଷମତାସୀନ ବିଜେପିକୁ ଘେରିବା ପୁଣିଥରେ ଉଦ୍ୟମ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ଏଥିପାଇଁ ସେ ତାଙ୍କ ଦଳର ଆଦର୍ଶ ସହ ମେଳ ଖାଉଥିବା ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକୁ କାଉଣ୍ଟର କରିବା ପାଇଁ ସମସ୍ତ ବିରୋଧୀ ଦଳ ଏକାଠି ହେବା ଦରକରର। ତେଣୁ ବିରୋଧୀଙ୍କୁ ଏକାଠି କରିବା ପାଇଁ କେସିଆର ଚାହୁଁଛନ୍ତି। ଆସନ୍ତା ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ […]

TRS

TRS

Hemant Lenka
  • Published: Saturday, 16 July 2022
  • Updated: 16 July 2022, 12:03 PM IST

Sports

Latest News

ହାଇଦ୍ରାବାଦ: ସଂସଦର ମୌସୁମୀ ଅଧିବେଶନରେ କ୍ଷମତାସୀନ ବିଜେପିକୁ ଘେରିବା ପୁଣିଥରେ ଉଦ୍ୟମ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ଏଥିପାଇଁ ସେ ତାଙ୍କ ଦଳର ଆଦର୍ଶ ସହ ମେଳ ଖାଉଥିବା ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ର ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକୁ କାଉଣ୍ଟର କରିବା ପାଇଁ ସମସ୍ତ ବିରୋଧୀ ଦଳ ଏକାଠି ହେବା ଦରକରର। ତେଣୁ ବିରୋଧୀଙ୍କୁ ଏକାଠି କରିବା ପାଇଁ କେସିଆର ଚାହୁଁଛନ୍ତି।

ଆସନ୍ତା ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ପୂର୍ବରୁ ହିଁ ବିରୋଧୀଙ୍କୁ ଏକାଠି କରିବାକୁ ଚାହୁଁଛନ୍ତି କେସିଆର। ଏଥିପାଇଁ ସେ ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ସେ ଏନଡିଏ ସରକାରର ଅଗଣତାନ୍ତ୍ରିକ ପଦକ୍ଷେପ ଗୁଡ଼ିକର ପର୍ଦ୍ଦାଫାସ ପାଇଁ ଦେଶବ୍ୟାପୀ ଜନ ଆନ୍ଦୋଳନ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି।

ଏମାନଙ୍କ ବ୍ୟତୀତ କେସିଆର ଫୋନ ଯୋଗେ ଆରଜେଡି ନେତା ତେଜସ୍ୱୀ ଯାଦବ, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଘନିଷ୍ଠ ସହଯୋଗୀଙ୍କ ସହ କଥା ହୋଇଛନ୍ତି। ଅଧିକାଂଶ ରାଜନୀତିକ ଦଳ କେସିଆରଙ୍କ ପ୍ରସ୍ତାବ ଉପରେ ସକାରାତ୍ମକ ଆଭିମୁଖ୍ୟ ଦେଖାଇଥିବା ଜଣାପଡ଼ିଛି।

କେସିଆରଙ୍କ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେ କିଛି ମୁଖ୍ୟମନ୍ତ୍ରୀଙ୍କ ସହ ଶୁକ୍ରବାର କଥା ହୋଇଛନ୍ତି। ଏଥିସହ ଅନେକ ଜାତୀୟ ନେତାଙ୍କ ସହ ମଧ୍ୟ ତାଙ୍କର କଥାବାର୍ତ୍ତା ହୋଇଛି। ସେ କେନ୍ଦ୍ର ସରକାର ଅଗଣତାନ୍ତ୍ରିକ ନୀତିରୁ ଦେଶକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଏହି ସୂତ୍ରରେ କୁହାଯାଇଛି।

କେସିଆରଙ୍କ ଟିଆରଏସ୍‌ ପୂର୍ବରୁ ଏକାଧିକ ପ୍ରସଙ୍ଗରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିଲା। ହେଲେ ଏବେ ନିଜେ କେସିଆର କେନ୍ଦ୍ର ସରକାରଙ୍କ ବିରୋଧରେ ମେଳି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story