ରାଜନୀତିକ ସଙ୍କଟ ମଧ୍ୟରେ ଉପରାଜ୍ୟପାଳ ପଦରୁ ବିଦା ହେଲେ କିରଣ ବେଦୀ

ନୂଆଦିଲ୍ଲୀ: ଗୋଟିଏ ପଟେ ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାରରେ ସଙ୍କଟ ଦେଖାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ପୁଡୁଚେରୀ ଉପରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା କରୁଥିବା କିରଣ ବେଦୀଙ୍କୁ ଆଜି ପଦରୁ ହଠାତ୍‌ ବିଦା କରିଦିଆଯାଇଛି। ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ତେଲେଙ୍ଗାନାର ରାଜ୍ୟପାଳ ଟି ସୌନ୍ଦରାରାଜନ ଏବେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରକ୍ତ ଦାୟିତ୍ୱ ନିର୍ବାହ କରିବେ। ନୂଆ ଉପରାଜ୍ୟପାଳ ନିଯୁକ୍ତି […]

kiran-bedi

kiran-bedi

Hemant Lenka
  • Published: Tuesday, 16 February 2021
  • Updated: 16 February 2021, 09:31 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ପୁଡୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାରରେ ସଙ୍କଟ ଦେଖାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ପୁଡୁଚେରୀ ଉପରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା କରୁଥିବା କିରଣ ବେଦୀଙ୍କୁ ଆଜି ପଦରୁ ହଠାତ୍‌ ବିଦା କରିଦିଆଯାଇଛି।

ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ତେଲେଙ୍ଗାନାର ରାଜ୍ୟପାଳ ଟି ସୌନ୍ଦରାରାଜନ ଏବେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରକ୍ତ ଦାୟିତ୍ୱ ନିର୍ବାହ କରିବେ। ନୂଆ ଉପରାଜ୍ୟପାଳ ନିଯୁକ୍ତି ହେବା ଯାଏ ସେ ଉଭୟ ତେଲେଙ୍ଗାନା ଓ ପୁଡୁଚେରୀ ପାଇଁ ସେ କାର୍ଯ୍ୟ କରିବେ। ତାଙ୍କୁ କାର୍ଯ୍ୟଭାର ହସ୍ତାନ୍ତର କରିବାକୁ ବିଜ୍ଞପ୍ତିରେ କିରଣ ବେଦୀଙ୍କୁ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶ ଦିଆଯାଇଛି।

ପୁଡୁଚେରୀରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଏକାଧିକ କଂଗ୍ରେସ ବିଧାୟକ ଦଳ ଛାଡ଼ିବାରୁ କ୍ଷମତାସୀନ ନାରାୟଣସାମୀ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ଏବେ କରିଣ ବେଦୀଙ୍କୁ ଉପରାଜ୍ୟପାଳ ପଦରୁ ହଟା ଯିବା ପରେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story