ଜାତି ଭିତ୍ତିକ ଜନଗଣନା ପାଇଁ ମୋଦିଙ୍କୁ ଭେଟିବେ ୧୦ ରାଜନୀତିକ ଦଳର ନେତା

ନୂଆଦିଲ୍ଲୀ: ଦେଶରେ ଜାତି ଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଚାପ ସୃଷ୍ଟି କରିବେ ୧୦ଟି ରାଜନୀତିକ ଦଳର ନେତା। ବିହାର ମୁଖ୍ୟମନ୍ତ୍ରୀ ତଥା ବିଜେପିର ଘନିଷ୍ଠ ସହଯୋଗୀ ନୀତୀଶ କୁମାରଙ୍କ ନେତୃତ୍ୱରେ ୧୦ଟି ରାଜନୀତିକ ଦଳର ନେତା ସୋମବାର ମୋଦିଙ୍କୁ ଭେଟିବେ। ଦିନ ୧୧ଟାରେ ମୋଦିଙ୍କ ସରକାରୀ ବାସଭବନରେ ଏହି ବୈଠକ ହେବ। ଏହି ସମୟରେ ସେମାନେ ସମସ୍ତେ ଜାତି ଭିତ୍ତିକ ଜନଗଣନା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ କହିବେ। ନୀତୀଶ କୁମାରଙ୍କ ନେତୃତ୍ୱରେ ମୋଦିଙ୍କୁ […]

Nitish-Kumar

Nitish-Kumar

Hemant Lenka
  • Published: Saturday, 21 August 2021
  • Updated: 21 August 2021, 08:35 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଜାତି ଭିତ୍ତିକ ଜନଗଣନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଚାପ ସୃଷ୍ଟି କରିବେ ୧୦ଟି ରାଜନୀତିକ ଦଳର ନେତା। ବିହାର ମୁଖ୍ୟମନ୍ତ୍ରୀ ତଥା ବିଜେପିର ଘନିଷ୍ଠ ସହଯୋଗୀ ନୀତୀଶ କୁମାରଙ୍କ ନେତୃତ୍ୱରେ ୧୦ଟି ରାଜନୀତିକ ଦଳର ନେତା ସୋମବାର ମୋଦିଙ୍କୁ ଭେଟିବେ।

ଦିନ ୧୧ଟାରେ ମୋଦିଙ୍କ ସରକାରୀ ବାସଭବନରେ ଏହି ବୈଠକ ହେବ। ଏହି ସମୟରେ ସେମାନେ ସମସ୍ତେ ଜାତି ଭିତ୍ତିକ ଜନଗଣନା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ କହିବେ। ନୀତୀଶ କୁମାରଙ୍କ ନେତୃତ୍ୱରେ ମୋଦିଙ୍କୁ ଭେଟିବାକୁ ଥିବା ନେତାମାନଙ୍କ ମଧ୍ୟରେ ଆରଜେଡିର ତେଜସ୍ୱୀ ଯାଦବ ମଧ୍ୟ ରହିଛନ୍ତି।

ନୀତୀଶ କୁମାର କହିଛନ୍ତି, ୧୦ଟି ରାଜନୀତିକ ଦଳର ନେତାଙ୍କୁ ନେଇ ଗଠିତ ଗୋଟିଏ ପ୍ରତିନିଧି ମଣ୍ଡଳ ସୋମବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ସମସ୍ତେ ଜାତି ଭିତ୍ତିକ ଜନଗଣନା ପାଇଁ ଦାବି କରିବେ। ଦେଶର ଜାତିଭିତ୍ତିକ ଜନଗଣନା କରାଯାଉ ବୋଲି ଲୋକମାନେ ଇଚ୍ଛା ପ୍ରକାଶ କରିଛନ୍ତି। ମୋର ଆଶା ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ସକାରାତ୍ମକ ଆଲୋଚନା ହେବ ବୋଲି ସେ କହିଛନ୍ତି।

ମୋଦିଙ୍କୁ ଭେଟିବା ପୂର୍ବରୁ ନୀତୀଶ କୁମାର ଦୀର୍ଘ ଦିନ ହେଲାଣି ଜାତି ଭିତ୍ତିକ ଜନଗଣନା ପାଇଁ ଦାବି କରି ଆସୁଛନ୍ତି। ଲୋକସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜାତିଭିତ୍ତିକ ଜନଗଣନା କରାଯିବ ନାହିଁ ବୋଲି କହିବା ପରେ ନୀତୀଶ କୁମାର ଏହା ବିରୋଧରେ ସ୍ୱର ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story