ବେଲ୍ଟରେ ପିଟିପିଟି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

କୋଟା: ରାଜସ୍ଥାନର ଝାଲୱାରଠାରେ ଭୟଙ୍କର ଘଟଣା ଘଟିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀକୁ ଚମଡ଼ା ବେଲ୍ଟରେ ପିଟିପିଟି ହତ୍ୟା କରିଛି। ପୁଲିସ୍‌ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ପୁଲିସ୍‌ କହିଛି ଯେ ରାକେଶ ମୀନା ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ବିମଳାବାଇଙ୍କୁ ଶନିବାର ରାତିରେ ମଦ ପିଇ ପ୍ରବଳ ପିଟିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଝାଲାୱାର ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ […]

DeadBody

DeadBody

Hemant Lenka
  • Published: Monday, 01 March 2021
  • Updated: 01 March 2021, 06:54 PM IST

କୋଟା: ରାଜସ୍ଥାନର ଝାଲୱାରଠାରେ ଭୟଙ୍କର ଘଟଣା ଘଟିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀକୁ ଚମଡ଼ା ବେଲ୍ଟରେ ପିଟିପିଟି ହତ୍ୟା କରିଛି। ପୁଲିସ୍‌ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ପୁଲିସ୍‌ କହିଛି ଯେ ରାକେଶ ମୀନା ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ବିମଳାବାଇଙ୍କୁ ଶନିବାର ରାତିରେ ମଦ ପିଇ ପ୍ରବଳ ପିଟିଥିଲେ।

ତାଙ୍କୁ ଗୁରୁତର ଅବସ୍ଥାରେ ଝାଲାୱାର ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି। ରବିବାର ତାଙ୍କର ମୃତ୍ୟୁ ଘଟିଛି। ବିମଳାବାଇଙ୍କ ପରିବାର ଲୋକ ପୁଲିସ୍‌ରେ ରାକେଶ ବିରୋଧରେ ହତ୍ୟା ମାମଲାର ରୁଜୁ କରିଛନ୍ତି। ଏହାକୁ ଭିତ୍ତି କରି ପୁଲିସ ରବିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଛି।

ଶନିବାର ରାତିରେ ରାକେଶ ମଦ ପିଇ ଘରକୁ ଆସିଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ କଥା ହାତାହାତି ଆଡ଼କୁ ଯାଇଥିଲା। ପୂର୍ବରୁ ମଧ୍ୟ ରାକେଶ ଅନେକ ସମୟରେ ବମଳାଙ୍କୁ ମାଡ଼ ମାରିବା ପଡ଼ୋଶୀ ଦେଖିଛନ୍ତି। କିନ୍ତୁ ଶନିବାର ସ୍ଥିତି ପୂରା ସଙ୍ଗୀନ ହୋଇଯାଇଥିଲା।

ଯୁକ୍ତିତର୍କକୁ କେନ୍ଦ୍ର କରି ରାକେଶ ପ୍ରଥମେ ବେଲ୍ଟରେ ବିମଳାଙ୍କୁ ପିଟିବା ଆରମ୍ଭ କରିଥିଲେ। ଏହାପାରେ ତାଙ୍କୁ ବେଲ୍ଟରେ ବାନ୍ଧି ଘୋଷାଡ଼ି ଦେଇଥିଲେ। ସେ ତଳେ ପଡ଼ି ଯିବାରୁ ଚେତାଶୂନ୍ୟ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story