ପ୍ରବଳ ପିଟିଲେ, ଶେଷରେ କଲେଜ ଛାତ୍ରଙ୍କ ଉପରେ ପରିସ୍ରା କଲେ ସହପାଠୀ

ଗୋଣ୍ଡା: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ବିଚଳିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ବ୍ୟକ୍ତିଗତ ବିବାଦ ଯୋଗୁ କିଛି କଲେଜ ଛାତ୍ର ମିଳିତ ଭାବେ ସେମାନଙ୍କର ଜଣେ ସହପାଠୀଙ୍କୁ ପ୍ରବଳ ପିଟିଛନ୍ତି। ତାଙ୍କୁ ମାଡ଼ ମାରି ତଳେ ପକାଇବା ପରେ ସେମାନେ ତାଙ୍କ ଉପରେ ପରିସ୍ରା ମଧ୍ୟ କରିଦେଇଛନ୍ତି। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସି ଏଫଆଇଆର ରୁଜୁ କରିଛି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ […]

attack

attack

Hemant Lenka
  • Published: Thursday, 17 November 2022
  • Updated: 17 November 2022, 03:18 PM IST

Sports

Latest News

ଗୋଣ୍ଡା: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ବିଚଳିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ବ୍ୟକ୍ତିଗତ ବିବାଦ ଯୋଗୁ କିଛି କଲେଜ ଛାତ୍ର ମିଳିତ ଭାବେ ସେମାନଙ୍କର ଜଣେ ସହପାଠୀଙ୍କୁ ପ୍ରବଳ ପିଟିଛନ୍ତି। ତାଙ୍କୁ ମାଡ଼ ମାରି ତଳେ ପକାଇବା ପରେ ସେମାନେ ତାଙ୍କ ଉପରେ ପରିସ୍ରା ମଧ୍ୟ କରିଦେଇଛନ୍ତି। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଆକ୍ସନ ମୋଡକୁ ଆସି ଏଫଆଇଆର ରୁଜୁ କରିଛି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।

ଗୋଣ୍ଡାର ଅତିରିକ୍ତ ଏସ୍‌ପି ଶିବରାଜ ପ୍ରଜାପତି କହିଛନ୍ତି, ଅକ୍ଟୋବର ୩୧ ତାରିଖରେ ୱାଜିରଗଞ୍ଜ ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଏପରି ଘଟଣା ଘଟିଥିଲା। ଭିଡିଓରେ ମାଡ଼ ଖାଉଥିବା ଛାତ୍ର ଶିବ ସିଂହଙ୍କ ଅଭିଯୋଗକ୍ରମେ ଆମେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛୁ।

ଉଭୟ ପୀଡ଼ିତ ଓ ଅଭିଯୁକ୍ତମାନେ ସହପାଠୀ। ସମସ୍ତେ ଦ୍ୱାଦଶ ଶ୍ରେଶୀରେ ପଢ଼ନ୍ତି। ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୁଲିସ୍‌ ଟିମ ଗଠନ କରାଯାଇଛି। ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସେ କହିଛନ୍ତି।

ସାମ୍ନାକୁ ଆସିଥିବା ଭଡିଓରେ ଶିବ ସିଂହଙ୍କୁ ଗୋଟିଏ ଜଙ୍ଗଲିଆ ଅଞ୍ଚଳରେ ତାଙ୍କର କିଛି ସହପାଠୀ ଘେରି ଯାଇଥିଲେ। ଏହାପରେ ସେମାନେ ତାଙ୍କୁ ମିଳିତ ଭାବେ ଆକ୍ରମଣ କରିବା ସହ ବିଧା ଓ ଗୋଇଠା ମାରି ତଳେ ପକାଇ ଦେଇଥିଲେ। ସେ ଅଙ୍କିତ ବୋଲି ଗୋଟିଏ ପିଲାକୁ ହତ୍ୟା କରିବାକୁ ଯୋଜନା କରୁଥିଲେ ଓ ଏଥିପାଇଁ ବନ୍ଧୁକ ମଧ୍ୟ ଆଣିଥିଲେ ବୋଲି ସ୍ୱୀକାର କରିବାକୁ ଆକ୍ରମଣମାନେ ଶିବ ସିଂହଙ୍କୁ କହୁଥିବା ଶୁଣିବାକୁ ମିଳୁଛି।

ସେହିପରି ଆକ୍ରମଣକାରୀମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ। ସେ ତଳେ ପଡ଼ିଥିବା ବେଳେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଶିବ ସିଂହଙ୍କ ଉପରେ ପରିସ୍ରା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story