ଆଫଗାନ ସଙ୍କଟକୁ ନେଇ ମୋଦି-ମର୍କେଲ ଆଲୋଚନା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲବାନ ସଙ୍କଟ ଦିନକୁ ଦିନ ବଢ଼ୁଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତାଲିବାନ ପକ୍ଷରୁ ଅଗଷ୍ଟ ୩୧ ସୁଦ୍ଧା ଏୟାରଲିଫ୍ଟ କାମ ଶେଷ କରିବା ସହ ବିଦେଶୀ ରାଷ୍ଟ୍ରର ଯବାନମାନଙ୍କୁ ଆଫଗାନ ଛାଡ଼ିବାକୁ କୁହାଯାଇଛି। ଏସବୁ ଭିତରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀର ଚାନସେଲର ଆଞ୍ଜେଲୋ ମର୍କେଲଙ୍କ ସହ ଫୋନରେ କଥା ହୋଇଛନ୍ତି। ଆଫଗାନିସ୍ତାନ ସ୍ଥିତି ସର୍ମ୍ପକରେ ଉଭୟ ବିସ୍ତୃତ […]

modi

modi

Hemant Lenka
  • Published: Monday, 23 August 2021
  • Updated: 23 August 2021, 09:31 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲବାନ ସଙ୍କଟ ଦିନକୁ ଦିନ ବଢ଼ୁଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତାଲିବାନ ପକ୍ଷରୁ ଅଗଷ୍ଟ ୩୧ ସୁଦ୍ଧା ଏୟାରଲିଫ୍ଟ କାମ ଶେଷ କରିବା ସହ ବିଦେଶୀ ରାଷ୍ଟ୍ରର ଯବାନମାନଙ୍କୁ ଆଫଗାନ ଛାଡ଼ିବାକୁ କୁହାଯାଇଛି।

ଏସବୁ ଭିତରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀର ଚାନସେଲର ଆଞ୍ଜେଲୋ ମର୍କେଲଙ୍କ ସହ ଫୋନରେ କଥା ହୋଇଛନ୍ତି। ଆଫଗାନିସ୍ତାନ ସ୍ଥିତି ସର୍ମ୍ପକରେ ଉଭୟ ବିସ୍ତୃତ ଭାବେ କଥା ହେବା ସହ ଏୟାରଲିଫ୍ଟକୁ କେମିତି ଜୋରଦାର କରାଯିବ, ତା’ ଉପରେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଏହି ଫୋନ ଆଲୋଚନା ସମ୍ପର୍କରେ ମୋଦି ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ସନ୍ଧ୍ୟାରେ ଚାନସେଲର ମର୍କେଲଙ୍କ ସହ କଥା ହୋଇଛି। ଦ୍ୱିପାକ୍ଷିକ ଆଲୋଚନା ସହ ଆଞ୍ଚଳିକ ପ୍ରସଙ୍ଗ ଗୁଡ଼ିକ ବିଷୟରେ ଆଲୋଚନା ହୋଇଛି। ବିଶେଷ କରି ଆଫଗାନିସ୍ତାନରେ ବର୍ତ୍ତମାନ ଘଟୁଥିବା ଘଟଣା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ କଥାବାର୍ତ୍ତା ହୋଇଛି। ଭାରତ ଓ ଜର୍ମାନୀ ମଧ୍ୟରେ ଥିବା ସୁସମ୍ପର୍କକୁ ଆହୁରି ମଜଭୂତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story