ନିର୍ବାଚନ ପୂର୍ବରୁ ଦଳ ଉପରେ ଅସନ୍ତୋଷ ଝାଡ଼ିଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଦଳ ଉପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଦଳ ଭିତରେ ତାଙ୍କ ହାତକୁ ବାନ୍ଧି ଦିଆଯାଇଛି ଓ ଭଗବାନ ତାଙ୍କର ମାର୍ଗଦର୍ଶକ ସାଜନ୍ତୁ ବୋଲି ଶ୍ରୀ ରାୱତ ଟ୍ୱିଟ କରିଛନ୍ତି। ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ହରିଶ ରାୱତ କଂଗ୍ରେସର ନେତୃତ୍ୱକୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଏହା ଆଶ୍ଚର୍ଯ୍ୟ […]

Harish-Rawat

Harish-Rawat

Hemant Lenka
  • Published: Wednesday, 22 December 2021
  • Updated: 22 December 2021, 03:41 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଦଳ ଉପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଦଳ ଭିତରେ ତାଙ୍କ ହାତକୁ ବାନ୍ଧି ଦିଆଯାଇଛି ଓ ଭଗବାନ ତାଙ୍କର ମାର୍ଗଦର୍ଶକ ସାଜନ୍ତୁ ବୋଲି ଶ୍ରୀ ରାୱତ ଟ୍ୱିଟ କରିଛନ୍ତି। ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ହରିଶ ରାୱତ କଂଗ୍ରେସର ନେତୃତ୍ୱକୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଏହା ଆଶ୍ଚର୍ଯ୍ୟ ଜନକ ନୁହେଁ? ଆମକୁ ନିର୍ବାଚନର ସମୁଦ୍ରରେ ପହଁରିବାକୁ ପଡ଼ିବ। କିନ୍ତୁ ସଂଗଠନ ମୋତେ ସହଯୋଗୀ ଓ ସମର୍ଥନ କରିବା ବଦଳରେ ମୋ ପଛରେ ପଡ଼ିଛି କିମ୍ବା ନକାରାମତ୍କ ଭୂମିକା ନିର୍ବାହ କରୁଛି। ଯେଉଁ ସମୁଦ୍ରରେ ପହଁରିବାକୁ ହେବ, ସେଠାରେ ଅନେକଗୁଡ଼ିଏ କୁମ୍ଭୀର ଛଡ଼ା ଯାଇଛି। ଯେଉଁମାନଙ୍କ ନିର୍ଦ୍ଦେଶରେ ପହଁରିବାର ଅଛି, ସେମାନଙ୍କ ଅନୁଗାମୀମାନେ ମୋ ହାତ-ଗୋଡ଼ ବାନ୍ଧି ଦେଇଛନ୍ତି। ମନରେ ଅନେକ ଥର ବିଚାର ଆସୁଛି ଯେ ହରିଶ ରାୱତ ବହୁତ ହୋଇଗଲା, ବହୁତ ପହଁରିଗଲ, ଏବେ ବିଶ୍ରାମର ସମୟ।”

ଆଉ ଏକ ଟ୍ୱିଟରେ ଶ୍ରୀ ରାୱତ ଲେଖିଛନ୍ତି, “ମୁଁ ଦୁର୍ବଳ ନୁହେଁ କିମ୍ବା ଚ୍ୟାଲେଞ୍ଜକୁ ଗ୍ରହଣ କରିପାରିବି ନାହିଁ ବୋଲି ପୁଣି ମନର ଛୋଟିଆ କୋଣରେ ଗୋଟିଏ ଶବ୍ଦ ଶୁଣାଯାଉଛି। ବହୁତ ବଡ଼ ଦ୍ୱନ୍ଦ୍ୱରେ ରହିଛି। ଆଶା ନୂଆବର୍ଷ ଉଚିତ ରାସ୍ତା ଦେଖାଇବ। ମୋର ବିଶ୍ୱାସ ଭଗବାନ କେଦାରନାଥଜୀ ମୋତେ ଉଚିତ ମାର୍ଗ ପ୍ରଦର୍ଶନ କରିବେ।”

ହରିଶ ରାୱତଙ୍କ ଏହି ଟ୍ୱିଟରୁ ସେ କଂଗ୍ରେସ ଉପରେ ଅସନ୍ତୋଷ ଅଛନ୍ତି ଓ ନିଜର ଭବିଷ୍ୟତକୁ ନେଇ ଚିନ୍ତା କରୁଛନ୍ତି ବୋଲି ସ୍ପଷ୍ଟ ହୋଇଛି। କଂଗ୍ରେସରେ ଦେଖାଯାଇଥିବା ଅନେକ ସଙ୍କଟମୟ ପରିସ୍ଥିତିରେ ହରିଶ ରାୱତ ସଙ୍କଟମୋଚକ ଭାବେ କାର୍ଯ୍ୟ କରିବାର ନଜିର ରହିଛି।

ନିକଟରେ ପଞ୍ଜାବ କଂଗ୍ରେସରେ ଦେଖାଯାଇଥିବା କଳିରେ ସେ ହିଁ ମଧ୍ୟସ୍ଥି ସାଜି ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏବେ ସେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଂଗଠନର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story