ପିକଚର ଅଭି ବାକି ହୈ, ଆର୍ଯ୍ୟନଙ୍କ ବେଲ୍‌ ପରେ କାହିଁକି ଏମିତି କଲେ ମନ୍ତ୍ରୀ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଆଜି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୀର୍ଘ ୨୬ ଦିନ କାଳ ସେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ପୁଲିସ୍‌ ହେପାଜତରେ ରହିବା ପରେ ଜାମିନ ପାଇଛନ୍ତି। ଆର୍ଯ୍ୟନଙ୍କୁ କୋର୍ଟ ଜାମିନ ଦେବା ପରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଏନିସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି। ସେ ହିନ୍ଦୀରେ ଟ୍ୱିଟ କରି କହିଛନ୍ତି, “ପିକଚର ଅଭି ବାକି ହୈ।” ମନ୍ତ୍ରୀ ନବାବ […]

sameer

sameer

Hemant Lenka
  • Published: Thursday, 28 October 2021
  • Updated: 28 October 2021, 09:18 PM IST

Sports

Latest News

ମୁମ୍ବାଇ: ବମ୍ବେ ହାଇକୋର୍ଟ ଆଜି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୀର୍ଘ ୨୬ ଦିନ କାଳ ସେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ପୁଲିସ୍‌ ହେପାଜତରେ ରହିବା ପରେ ଜାମିନ ପାଇଛନ୍ତି। ଆର୍ଯ୍ୟନଙ୍କୁ କୋର୍ଟ ଜାମିନ ଦେବା ପରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଏନିସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି।

ସେ ହିନ୍ଦୀରେ ଟ୍ୱିଟ କରି କହିଛନ୍ତି, “ପିକଚର ଅଭି ବାକି ହୈ।” ମନ୍ତ୍ରୀ ନବାବ ମଲିକ ଆରମ୍ଭରୁ ମୁମ୍ବାଇ କ୍ରୁଜ୍‌ରେ ଏନସିବି କରିଥିବା ରେଡ୍‌କୁ ଫେକ କହୀ ଆସିଛନ୍ତି। ଏଥିସହ ସମୀର ବେଆଇନ ଭାବେ ଲୋକଙ୍କ ଫୋନ ଟ୍ୟାପିଂ କରିବା ସହ ନକଲି ଦସ୍ତାବିଜ ଜରିଆରେ ଚାକିରି ପାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି।

ଗୁରୁବାର ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ବାର୍ତ୍ତାରେ ନବାବ ମଲିକ କହିଛନ୍ତି, “ଯେଉଁ ଅଫିସର(ୱାଙ୍ଖଡେ) ଆର୍ଯ୍ୟନ ଖାନ ଓ ଅନ୍ୟମାନଙ୍କୁ ଗିରଫ କରିଥିଲେ ଏବେ ସେ ମୁମ୍ବାଇ ପୁଲିସ୍‌ର ଗିରଫଦାରୀରୁ ରକ୍ଷା ପାଇବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସେ ଗତ ସପ୍ତାହରେ ସୁରକ୍ଷା ପାଇଁ ମୁମ୍ବାଇ ପୁଲିସ୍‌ ମୁଖ୍ୟଙ୍କୁ ଚିଠି ଲେଖିଥିଲେ। ସେ ନିଶ୍ଚିତ ଭାବେ ବଡ଼ଧରଣର ଭୁଲ କରିଛନ୍ତି। ସେଥିପାଇଁ ତାଙ୍କୁ କାର୍ଯ୍ୟାନୁଷ୍ଠାନର ଭୟ ଘାରିଛି। ମୁମ୍ବାଇ ପୁଲିସ୍‌ ବମ୍ବେ ହାଇକୋର୍ଟଙ୍କୁ ଜଣାଇଛି ଯେ ଯଦି ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତା’ହେଲେ ୭୨ ଘଣ୍ଟା ପୂର୍ବରୁ ନୋଟିସ ଦେବେ।

ମୁଁ ଏବେ ବି କହୁଛି ଯେ ମୁମ୍ବାଇ ଡ୍ରଗ୍ସ କେସ୍‌ ଫେକ। ଛୋଟ ପିଲାମାନଙ୍କୁ ଜାଣିଶୁଣି କେସ୍‌ରେ ଫସା ଯାଇଛି। ଯଦି ଏହା ବମ୍ବେ ହାଇକୋର୍ଟଙ୍କ ପାଖକୁ ଆସିବ, ତା’ହେଲେ ଖାରଜ ହୋଇଯିବ।”

ସୂଚନାଯୋଗ୍ୟ, ସମୀର ୱାଙ୍ଖଡେଙ୍କ ବିରୋଧରେ ଆର୍ଯ୍ୟନଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କାର ଡିଲ୍‌ ଅଭିଯୋଗ ରହିଛି। ଏହାର ତଦନ୍ତ ଏନସିବିର ସ୍ୱତନ୍ତ୍ର ଟିମ୍‌ କରୁଛି। ଏସବୁ ଭିତରେ ନବାବ ମଲିକ ମଧ୍ୟ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି।

ଏଥିପାଇଁ ସମୀର ଆଜି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ଏଥିସହ ତାଙ୍କୁ ମୁମ୍ବାଇ ପୁଲିସ୍‌ ଗିରଫ କରିବାର ୩ ଦିନ ପୂର୍ବରୁ ନୋଟିସ କରିବ ବୋଲି ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story