୧୦ରୁ ୨୦ ଯାଏ ୭ ସହରରେ ଲାଗୁ ହେବ ‘କରୋନା କର୍ଫ୍ୟୁ’

ବେଙ୍ଗାଲୁରୁ: ମହାମାରୀ କରୋନା ଭାଇରସ ଏବେ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି। କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ନାଇଟ କର୍ଫ୍ୟୁ ଲଗାଇବା ଆରମ୍ଭ କରିଛନ୍ତି। ଏହି ତାଲିକାରେ ଆଜି କର୍ଣ୍ଣାଟକା ସାମିଲ ହୋଇଛି। କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ରାଜ୍ୟ ସରକାର ବେଙ୍ଗାଲୁରୁ ସମେତ ୭ଟି ସହରରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି। ତେବେ ଏହି ନାଇଟ କର୍ଫ୍ୟୁର ନାଁକୁ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ପ୍ରଧାନମନ୍ତ୍ରୀ […]

curfew

curfew

Hemant Lenka
  • Published: Thursday, 08 April 2021
  • Updated: 08 April 2021, 09:57 PM IST

Sports

Latest News

ବେଙ୍ଗାଲୁରୁ: ମହାମାରୀ କରୋନା ଭାଇରସ ଏବେ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି। କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ନାଇଟ କର୍ଫ୍ୟୁ ଲଗାଇବା ଆରମ୍ଭ କରିଛନ୍ତି। ଏହି ତାଲିକାରେ ଆଜି କର୍ଣ୍ଣାଟକା ସାମିଲ ହୋଇଛି। କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ରାଜ୍ୟ ସରକାର ବେଙ୍ଗାଲୁରୁ ସମେତ ୭ଟି ସହରରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି। ତେବେ ଏହି ନାଇଟ କର୍ଫ୍ୟୁର ନାଁକୁ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକ୍ରମେ କରୋନା କର୍ଫ୍ୟୁ କରି ଦେଇଛନ୍ତି।

ସେ କହିଛନ୍ତି,  ଆସନ୍ତା ୧୦ରୁ ୨୦ ତାରିଖ ଯାଏ ବେଙ୍ଗାଲୁରୁ, ମହୀଶୂର, ମାଙ୍ଗାଲୁରୁ, କାଲୁବର୍ଗି, ବିଦାର, ଟୁମାକୁର ଓ ମନିପାଲରେ କରୋନା କର୍ଫ୍ୟୁ ଲାଗୁ ହେବ। ରାତି ୧୦ ଟାରୁ ଭୋର ୫ ଟାଏ ଏହା ବଳବତ୍ତର ରହିବ। ଏହି ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ ମଧ୍ୟ ନାଇଟ କର୍ଫ୍ୟୁ ହିଁ କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବାର ଏକ ଭଲ ଉପାୟ ବୋଲି କହିଛନ୍ତି। ସେ ରାଜ୍ୟ ସରକାରମାନଙ୍କୁ ରାତି ୯ଟାରୁ ଭୋର ଯାଏ ନାଇଟ କର୍ଫ୍ୟୁ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ତେବେ ନାଇଟ୍‌ କର୍ଫ୍ୟୁର ନାଁକୁ ବଦଳାଇ କରୋନା କର୍ଫ୍ୟୁ କରିବାକୁ ମୋଦି ଅନୁରୋଧ କରିଥିଲେ। ଏହି ବୈଠକରୁ ବାହାରିବା ପରେ ବିଏସ୍‌ ୟେଦ୍ଦ୍ୟୁରପ୍ପା କରୋନା କର୍ଫ୍ୟୁ ଲାଗୁ ସମ୍ପର୍କରେ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story