ପାନ୍‌ ସହ ଆଧାର ଲିଙ୍କ କରିନାହାନ୍ତି କି? ଭୋଗିବାକୁ ହେବ ଏହି ସବୁ ସମସ୍ୟା

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ସୁଦ୍ଧା ଯଦି ଆପଣ ପାନ୍‌ କାର୍ଡ ସହ ଆଧାର ଲିଙ୍କ କରିବେ ନାହିଁ, ତା’ହେଲେ ଏହା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଏଥିପାଇଁ ଆପଣଙ୍କୁ କେବଳ ୧ହଜାର ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ ନାହିଁ, ବରଂ ଆପଣଙ୍କ ପାନ୍‌ କାର୍ଡ ମଧ୍ୟ ଅବୈଧ ହୋଇଯିବ। ଫାଇନାନ୍ସ ବିଲ୍‌ ୨୦୨୧ରେ ସଂଶୋଧନ କରାଯାଇ ଏ ସମ୍ପର୍କରେ ଏକ ସେକସନ୍‌ ଯୋଡ଼ା ଯାଇଛି। ମଙ୍ଗଳବାର ଏହି ବିଲ୍‌ ଲୋକସଭାରେ ପାରିତ ହୋଇଛି। ବିଲ୍‌ […]

Pan-Card

Pan-Card

Hemant Lenka
  • Published: Thursday, 25 March 2021
  • Updated: 25 March 2021, 01:27 PM IST

Sports

Latest News

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ସୁଦ୍ଧା ଯଦି ଆପଣ ପାନ୍‌ କାର୍ଡ ସହ ଆଧାର ଲିଙ୍କ କରିବେ ନାହିଁ, ତା’ହେଲେ ଏହା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଏଥିପାଇଁ ଆପଣଙ୍କୁ କେବଳ ୧ହଜାର ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ ନାହିଁ, ବରଂ ଆପଣଙ୍କ ପାନ୍‌ କାର୍ଡ ମଧ୍ୟ ଅବୈଧ ହୋଇଯିବ।

ଫାଇନାନ୍ସ ବିଲ୍‌ ୨୦୨୧ରେ ସଂଶୋଧନ କରାଯାଇ ଏ ସମ୍ପର୍କରେ ଏକ ସେକସନ୍‌ ଯୋଡ଼ା ଯାଇଛି। ମଙ୍ଗଳବାର ଏହି ବିଲ୍‌ ଲୋକସଭାରେ ପାରିତ ହୋଇଛି। ବିଲ୍‌ ପାସ୍‌ କରିବା ବେଳେ ଅର୍ଥ ବିଲ୍‌ ୨୦୨୧ରେ ସରକାର ନୂଆ ସେକସନ ଭାବେ ୨୩୪ଏଚ୍‌କୁ ଯୋଡ଼ିଛନ୍ତି।

ଆୟକର ଟିକସ ଆଇନ୍‌ ୧୯୬୧ରେ ଏହାକୁ ସାମିଲ କରାଯାଇଛି। ଯେଉଁମାନେ ମାର୍ଚ୍ଚ ୩୧ ସୁଦ୍ଧା ପାନ୍‌ ସହ ଆଧାରକୁ ଲିଙ୍କ କରି ନଥିବେ, ସେମାନଙ୍କ ଉପରେ ଜୋରିମାନା ଲାଗୁ କରିବାକୁ ଏଥିରେ ପ୍ରାବଧାନ ରହିଛି। ଜୋରିମାନା ଅର୍ଥ ୧୦୦୦ ଟଙ୍କାରୁ କମ ହୋଇପାରେ। କିନ୍ତୁ ତା’ଠାରୁ ଅଧିକ ହେବ ନାହିଁ।

ସରକାର କେତେ ଟଙ୍କାର ଜୋରିମାନା ଲାଗୁ କରିବେ, ସେ ବିଷୟରେ ଖୁବଶୀଘ୍ର ଘୋଷଣା କରାଯିବ। ଫାଇନ ବ୍ୟତୀତ ଆପଣ ଯଦି ପାନ କାର୍ଡ ସହ ଆଧାର ଲିଙ୍କ କରି ନଥିବେ, ତା’ହେଲେ ଆପଣଙ୍କୁ ଆର୍ଥିକ କାରବାର ବେଳେ ସମସ୍ୟା ଭୋଗିବାକୁ ପଡ଼ିବ। କାରଣ ଆଧାର ଲିଙ୍କ ନ ହୋଇଥିଲେ ପାନ୍‌ କାର୍ଡ ଅବୈଧ ହୋଇଯିବ।

ଏଭଳି ସ୍ଥିତିରେ ଯେଉଁ ଆର୍ଥିକ କାରବାର ପାଇଁ ପାନ୍‌ ବାଧ୍ୟତାମୂଳକ ଥିବ ସେତେବେଳେ ଆପଣ ସମସ୍ୟାରେ ପଡ଼ିବେ। ବୈଧ ପାନ୍‌ ବିନା ଆପଣ ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ ନାହିଁ। ତେଣୁ ଆପଣଙ୍କୁ ଅଧିକ ଜୋରିମାନା ଦେବାକୁ ପଡ଼ିବ।

ସରକାର ପାନ୍‌ ସହ ଆଧାର ଲିଙ୍କ କରିବା ପାଇଁ ବାରମ୍ବାର ତାରିଖ ବଢ଼ାଇ ଚାଲିଛନ୍ତି। ଏବେ ଆଧାର ଓ ପାନ୍‌ ଲିଙ୍କର ଶେଷ ତାରିଖ ମାର୍ଚ୍ଚ ୩୧ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story