ଚାପ ପରେ ପ୍ରତ୍ୟାହାର ହେଲା ସାଂସଦଙ୍କ ନିଲମ୍ବନ ଆଦେଶ

ନୂଆଦିଲ୍ଲୀ: କଂଗ୍ରେସ ୪ ଲୋକସଭା ସାଂସଦଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି ବାଚସ୍ପତି ଓମ ବିର୍ଲା। ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ବିରୋଧୀ ଦଳଗୁଡ଼ିକ ଦୀର୍ଘ ୫୦ ଘଣ୍ଟା କାଳ ସଂସଦ ବାହାରେ ଆନ୍ଦୋଳନ କରିଥିଲେ। ଶେଷରେ ଆଜି ବାଚସ୍ପତି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି। ଲୋକସଭାରେ ନାରାବାଜୀ ଓ ହଟ୍ଟଗୋଳ ଯୋଗୁ ବାଚସ୍ପତି କଂଗ୍ରେସର ୪ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ଆଜି ଆଦେଶ ପ୍ରତ୍ୟାହାର କରିଥିଲେ ମଧ୍ୟ ବାଚସ୍ପତି ବିର୍ଲା […]

Om-birla

Om-birla

Hemant Lenka
  • Published: Monday, 01 August 2022
  • Updated: 01 August 2022, 03:38 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ୪ ଲୋକସଭା ସାଂସଦଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି ବାଚସ୍ପତି ଓମ ବିର୍ଲା। ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ବିରୋଧୀ ଦଳଗୁଡ଼ିକ ଦୀର୍ଘ ୫୦ ଘଣ୍ଟା କାଳ ସଂସଦ ବାହାରେ ଆନ୍ଦୋଳନ କରିଥିଲେ। ଶେଷରେ ଆଜି ବାଚସ୍ପତି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି।

ଲୋକସଭାରେ ନାରାବାଜୀ ଓ ହଟ୍ଟଗୋଳ ଯୋଗୁ ବାଚସ୍ପତି କଂଗ୍ରେସର ୪ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ଆଜି ଆଦେଶ ପ୍ରତ୍ୟାହାର କରିଥିଲେ ମଧ୍ୟ ବାଚସ୍ପତି ବିର୍ଲା ବିରୋଧୀ ସାଂସଦମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି କେହି ଗୃହରେ ପ୍ଲାକାର୍ଡ ଦେଖାଇବେ ତା’ହେଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଏଥିସହ ବିରୋଧୀଙ୍କ ଦାବି ଅନୁସାରେ ଆଜି ଲୋକସଭାରେ ଦରଦାମ ଓ ବେକାରୀ ସମସ୍ୟା ଉପରେ ବିତର୍କ ମଧ୍ୟ ଆରମ୍ଭ ହୋଇଛି। ପୂର୍ବରୁ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଆଦୌ ରାଜି ହେଉ ନଥିଲେ। ହେଲେ ଆଜି ସରକାର ବିତର୍କ ପାଇଁ ରାଜି ହୋଇଛନ୍ତି।

ଦରଦାମ ଦାମ ବୃଦ୍ଧି ଓ ଜିଏସ୍‌ଟି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କଂଗ୍ରେସ ଠାରୁ ଆରମ୍ଭ କରି ବିରୋଧୀ ଦଳଗୁଡ଼ିକର ସଦସ୍ୟମାନେ ଲୋକସଭାରେ ଦାବି କରିଥିଲେ। ଏହି ସମୟରେ କଂଗ୍ରେସର ୪ ସାଂସଦ ଏମ ଟାଗୋର, ରମାୟା ହରିଦାସ, ଜ୍ୟୋତିମଣି ଓ ଟିଏନ ପ୍ରତାପନ ପ୍ଲାକାର୍ଡ ଦେଖାଇ ନାରାବାଜୀ କରିଥିଲେ।

ଏଥିପାଇଁ ୪ କଂଗ୍ରେସ ସାଂସଦଙ୍କୁ ଜୁଲାଇ ୨୫ରେ ବାଚସ୍ପତି ଲୋକସଭାରୁ ନିଲମ୍ବିତ କରିଥିଲେ। ଏହାକୁ ନେଇ ବେଶ ତମ୍ଭିତୋଫାନ ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା। ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ଆଜି ବାଚସ୍ପତି ଓମ ବିର୍ଲା ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ସରକାରଙ୍କ ପକ୍ଷରୁ ୪ ସାଂସଦଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଗୋଟିଏ ପ୍ରସ୍ତାବ ଆସିଥିଲା। ଏହାକୁ ବାଚସ୍ପତି ମଞ୍ଜୁରୀ ଦେଇଛନ୍ତି।

ବାଚସ୍ପତି ବିର୍ଲା କହିଛନ୍ତି, “ଗୃହରେ ଘଟିଥିବା ଘଟଣାରେ ସମସ୍ତେ ଆଘାତ ପାଇଛନ୍ତି। ମୁଁ ମଧ୍ୟ ମର୍ମାହତ। ଦେଶ ମଧ୍ୟ ଅନେକ କ୍ଷତି ସହିଛି। ସଂସଦ ହେଉଛି ଦେଶର ସବୁଠାରୁ ବଡ଼ ଗଣତାନ୍ତ୍ରିକ ପ୍ରତିଷ୍ଠାନ। ଆମେ ସମସ୍ତେ ସଂସଦର ପରମ୍ପରା ପାଇଁ ଗର୍ବିତ। ଆମେ ସମସ୍ତେ ମିଳିତ ଭାବେ ଏହାକୁ ରକ୍ଷା କରିବା ଦରକାର। ପ୍ରସଙ୍ଗକୁ ନେଇ ରାଜି କିମ୍ବା ଅରାଜି ରହିପାରେ। କିନ୍ତୁ ଆମକୁ ଗୃହର ମାର୍ଯ୍ୟାଦା ଅକ୍ଷୁଣ୍ଣ ରଖିବାକୁ ପଡ଼ିବ। ସବୁ ଦଳର ସଦସ୍ୟ ଗୃହ ଚାଲୁ ବୋଲି ଚାହୁଁଛନ୍ତି। ଯଦି ଗୃହ କାର୍ଯ୍ୟ ଚାଲିବ ମୁଁ ସମସ୍ତଙ୍କୁ ପର୍ଯ୍ୟାପ୍ତ ସମୟ ଦେବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story