ଦେଶରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୫୪ ଲକ୍ଷ ଟପିଲା

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ତ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ଜୋରସୋର୍‌ରେ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଭାରତରେ ଟିକା ଦିଆଯାଉଛି। ଏହିକ୍ରମରେ ଆଜି ସୁଦ୍ଧା ଦେଶରେ ୫୪ ଲକ୍ଷରୁ ଅଧିକ ଲୋକ ଟିକା ନେଇ ସାରିଲେଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଯେ ଆଜି ସୁଦ୍ଧା ମୋଟ ୫୪,୧୬,୮୪୯ ଜଣ ହିତାଧିକାରୀଙ୍କୁ କରୋନା ଟିକା ଦିଆଯାଇଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୬,୭୩,୫୪୨, ଏହା ପଛକୁ […]

v

v

Hemant Lenka
  • Published: Saturday, 06 February 2021
  • Updated: 06 February 2021, 03:51 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ତ ଟିକାକରଣ କାର୍ଯ୍ୟକ୍ରମ ଭାରତରେ ଜୋରସୋର୍‌ରେ ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଭାରତରେ ଟିକା ଦିଆଯାଉଛି। ଏହିକ୍ରମରେ ଆଜି ସୁଦ୍ଧା ଦେଶରେ ୫୪ ଲକ୍ଷରୁ ଅଧିକ ଲୋକ ଟିକା ନେଇ ସାରିଲେଣି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମନ୍ତ୍ରଣାଳୟ କହିଛି ଯେ ଆଜି ସୁଦ୍ଧା ମୋଟ ୫୪,୧୬,୮୪୯ ଜଣ ହିତାଧିକାରୀଙ୍କୁ କରୋନା ଟିକା ଦିଆଯାଇଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୬,୭୩,୫୪୨, ଏହା ପଛକୁ ମହାରାଷ୍ଟ୍ରରେ ୪,୩୪,୯୪୩ ଜଣ, ରାଜସ୍ଥାନରେ ୪, ୧୪,୪୨୨ ଓ କର୍ଣ୍ଣାଟକାରେ ୩, ୬୦, ୫୯୨ ଜଣ ଲୋକ ଟିକା ନେଇଛନ୍ତି। ବିଶ୍ୱରେ ଭାରତ କରୋନା ଟିକାକରଣ କରିବାରେ ରେକର୍ଡ ସୃଷ୍ଟି କରିଛି। ମାତ୍ର ୨୧ ଦିନ ଭିତରେ ୫୦ ଲକ୍ଷ ଲୋକଙ୍କର ଟିକାକରଣ କରି ଭାରତ ଏହି କୀର୍ତ୍ତିମାନ ସ୍ଥାପନ କରିଛି।

ଗତ ୨୪ ଘଣ୍ଟାରେ ୪,୫୭,୪୦୪ ଜଣ ଲୋକଙ୍କୁ ୧୦,୫୦୨ଟି ସେସନରେ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧,୦୬,୩୦୩ଟି ସେସନ ହୋଇଛି।

ଅନ୍ୟପକ୍ଷରେ ଦେଶରେ ଏଯାଏ ୨୦ କୋଟି ନମୁନାର କରୋନେ ଟେଷ୍ଟ କରାଯାଇଛି। ଦେଶରେ ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ର, କେରଳ, ଗୁଜରାଟ, ତାମିଲନାଡୁ, ଛତିଶଗଡ଼ ଓ କର୍ଣ୍ଣାଟକାରୁ ୮୩.୩% ରୋଗୀ ରହିଛନ୍ତି। ଦେଶରେ ମୋଟ ୧,୦୮,୧୪,୩୦୪ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧,୫୪,୯୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ଦେଶରେ କରୋନା ୯୫ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story