ନୂପୁର ଶର୍ମାଙ୍କୁ ମାରିବା ପାଇଁ ସୀମା ଡେଇଁଥିବା ପାକିସ୍ତାନୀ ଗିରଫ

ଜୟପୁର: ଅନ୍ତର୍ଜାତୀୟ ସୀମାକୁ ବେଆଇନ ଭାବେ ଅତିକ୍ରମ କରି ଭାରତରେ ପ୍ରବେଶ କରିଥିବା ଜଣେ ପାକିସ୍ତାନ ନାଗରିକ ଧରା ପଡ଼ିଛି। ଏହି ପାକିସ୍ତାନୀ ଜଣକ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ବୟାନ ଦେଇଥିବା ନିଲମ୍ବିତ ବିଜେପି ନେତା ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ସୀମା ଡେଇଁଥିଲା। ତେବେ ସେ ତା’ ଯୋଜନାରେ ସଫଳ ହେବା ପୂର୍ବରୁ ପୁଲିସ୍‌ ତା’କୁ ରାଜସ୍ଥାନର ଶ୍ରୀ ଗଙ୍ଗା ନଗର ଜିଲ୍ଲାରୁ ଗିରଫ କରିଛି। ଗିରଫ ପରେ ପାକିସ୍ତାନ ନାଗରିକକୁ ଗୁଇନ୍ଦା ବିଭାଗ […]

Nupur

Nupur

Hemant Lenka
  • Published: Tuesday, 19 July 2022
  • Updated: 19 July 2022, 06:22 PM IST

Sports

Latest News

ଜୟପୁର: ଅନ୍ତର୍ଜାତୀୟ ସୀମାକୁ ବେଆଇନ ଭାବେ ଅତିକ୍ରମ କରି ଭାରତରେ ପ୍ରବେଶ କରିଥିବା ଜଣେ ପାକିସ୍ତାନ ନାଗରିକ ଧରା ପଡ଼ିଛି। ଏହି ପାକିସ୍ତାନୀ ଜଣକ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ବୟାନ ଦେଇଥିବା ନିଲମ୍ବିତ ବିଜେପି ନେତା ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ସୀମା ଡେଇଁଥିଲା। ତେବେ ସେ ତା’ ଯୋଜନାରେ ସଫଳ ହେବା ପୂର୍ବରୁ ପୁଲିସ୍‌ ତା’କୁ ରାଜସ୍ଥାନର ଶ୍ରୀ ଗଙ୍ଗା ନଗର ଜିଲ୍ଲାରୁ ଗିରଫ କରିଛି। ଗିରଫ ପରେ ପାକିସ୍ତାନ ନାଗରିକକୁ ଗୁଇନ୍ଦା ବିଭାଗ ଓ ଅନ୍ୟ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ପଚରାଉଚରା କରୁଛନ୍ତି।

ବିଏସ୍‌ଏଫର ଜଣେ ବରିଷ୍ଠ ଅଧିକାରୀ କହିଛି ଯେ ସୀମା ଡେଇଁଥିବା ପାକିସ୍ତାନ ନାଗରିକକୁ ଜୁଲାଇ ୧୬ ତାରିଖ ଦିନ ୧୧ଟା ବେଳେ ହିନ୍ଦୁମାଲକୋଟ ବର୍ଡର ଆଉଟପୋଷ୍ଟ ନିକଟରୁ ଧରାଯାଇଥିଲା। ସେ ଆଉଟ ପୋଷ୍ଟ ନିକଟରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବେଳେ ପ୍ୟାଟ୍ରୋଲିଂ ପାର୍ଟିର ନଜରରେ ପଡ଼ିଥିଲା। ଏହାପରେ ତା’କୁ ତୁରନ୍ତ କାବୁ କରାଯାଇଥିଲା। ତା’ ପାଖରୁ ୧୧ ଇଞ୍ଚର ଗୋଟିଏ ଛୁରୀ, କିଛି ଧାର୍ମିକ ବହି, ପୋଷାକ, ଖାଦ୍ୟ ଓ ବାଲି ଜବତ କରାଯାଇଛି। ଏଗୁଡ଼ିକୁ ସେ ଗୋଟିଏ ବ୍ୟାଗରେ ରଖିଥିଲା। ତା’ ନାଁ ରିଜୱାନ ଅଶରଫ ହୋଇଥିବା ବେଳେ ତା’ ଘର ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମଣ୍ଡି ବାହାଦୁଦ୍ଦିନ ସହରରେ ବୋଲି ସେ କହିଛି।

ଜେରା ବେଳେ ରିଜୱାନ କହିଛି ଯେ ପ୍ରଫେଟ ମହମ୍ମଦଙ୍କ ଅପମାନ କରିଥିବା ନୂପୁର ଶର୍ମାଙ୍କୁ ସେ ହତ୍ୟା କରିବାକୁ ଏଠାକୁ ଆସିଛି। ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ ସେ ପ୍ରଥମେ ଆଜମେର ଦର୍ଘା ଯିବାକୁ ଲକ୍ଷ୍ୟ ରଖିଥିଲା। ବିଏସ୍‌ଏଫ ପକ୍ଷରୁ ରିଜୱାନକୁ କାବୁ କରାଯିବା ପରେ ସ୍ଥାନୀୟ ପୁଲିସ୍‌କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ତା’କୁ ବିଧିବଦ୍ଧ ଭାବେ ଗିରଡ଼ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରି ୮ ଦିନିଆ ରିମାଣ୍ଡରେ ନେଇଛି। ରିମାଣ୍ଡ ବେଳେ ପୁଲିସ୍‌ ବ୍ୟତୀତ ତାକୁ ଆଇବି, ର ଓ ଅନ୍ୟ ଗୁଇନ୍ଦା ଅଧିକାରୀମାନେ ମିଳିତ ଭାବେ ଜେରା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story