ହଠାତ୍‌ କାହିଁକି ସଂସଦରେ ଶାହ ଓ ଅନ୍ୟ ୨ ମନ୍ତ୍ରୀଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହଠାତ୍‌ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ସଂସଦର କମ୍ପ୍ଲେକ୍ସରେ ଜରୁରୀ ବୈଠକ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଉଭୟ ଲୋକସଭା ଓ ରାଜ୍ୟସଭାରେ କ୍ରମାଗତ କୃଷି ଆଇନ ବିରୋଧରେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସେହିପରି ଚାଷୀ ଆନ୍ଦୋଳନ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି। ଏସବୁ ଭିତରେ ମୋଦି କାହିଁକି ବୈଠକ […]

ct

ct

Hemant Lenka
  • Published: Friday, 05 February 2021
  • Updated: 05 February 2021, 06:31 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହଠାତ୍‌ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ସଂସଦର କମ୍ପ୍ଲେକ୍ସରେ ଜରୁରୀ ବୈଠକ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଉଭୟ ଲୋକସଭା ଓ ରାଜ୍ୟସଭାରେ କ୍ରମାଗତ କୃଷି ଆଇନ ବିରୋଧରେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସେହିପରି ଚାଷୀ ଆନ୍ଦୋଳନ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି।

ଏସବୁ ଭିତରେ ମୋଦି କାହିଁକି ବୈଠକ ଡାକିଲେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୁହାଯାଉଛି ଯେ ଆଗାମୀ ଦିନରେ ସଂସଦ ଭିତରେ ଓ ବାହାରେ ବିଜେପି ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ, ସେ ବିଷୟରେ ମୋଦି ୩ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଚାଷୀଙ୍କୁ ବୁଝାଇବାକୁ କ’ଣ ସବୁ ପଦକ୍ଷେପ ନିଆଯିବ, ସେ ବିଷୟରେ ବି ମୋଦି ସମସ୍ତଙ୍କ ମତାମତା ନେଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଆଜି ସଂସଦରେ କୃଷି ଆଇନକୁ ନେଇ ଶାସକ ଓ କଂଗ୍ରେସ ସାଂସଦଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଛି। କଂଗ୍ରେସ ଗଣତନ୍ତ୍ର ଦିବସ ହିଂସାକାଣ୍ଡର ତଦନ୍ତ ସୁପ୍ରିମକୋର୍ଟଙ୍କ ନେତୃତ୍ୱାଧୀନ କମିଟି ଦ୍ୱାରା କରାଯାଉ ବୋଲି ଦାବି କରିଥିବା ବେଳେ ସରକାର କୃଷି ଆଇନକୁ ସମର୍ଥନ କରି ଯୁକ୍ତି ଉପସ୍ଥାପନ କରିଥିଲେ।

କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ତୁରନ୍ତ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ବର୍ତ୍ତମାନ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ସରକାରଙ୍କୁ ଦାୟୀ କରିଥିଲେ। ସେ କହିଛନ୍ତି ଯେ କରୋନା ମହାମାରୀ ପୂର୍ବରୁ ଦେଶର ଅର୍ଥନୀତି ତଳକୁ ଖସିଥିଲା। ଏହି ସ୍ଥିତି କରୋନା ମହାମାରୀ ଦେଶକୁ ଛୁଇଁବା ପରେ ଆହୁରି ଭୟଙ୍କର ହୋଇଥିଲା। ବିଶେଷ କରି ଲକଡାଉନ ଯୋଗୁ ଲକ୍ଷାଧିକ ଲୋକ ଚାକିରି ହରାଇଥିଲେ। ସରକାର ଏସବୁ ପାଇଁ ଦାୟୀ। ଗଣତନ୍ତ୍ର ଦିବସରେ ଯେଉଁଭଳି ପୁଲିସ୍‌ ଉପରେ ଆକ୍ରମଣ ହେଲା ଓ ଲାଲକିଲ୍ଲାରେ ଶିଖ ପତାକା ଉଡ଼ିଲା, ତା’କୁ ମଧ୍ୟ ଶ୍ରୀ ଶର୍ମା ନିନ୍ଦା କରିଛନ୍ତି।

କଂଗ୍ରେସର ସାଂସଦ ପ୍ରତାପ ସିଂହ ବାଜୱା ଜାନୁଆରୀ ୨୬ ହିଂସାକାଣ୍ଡ ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କା ଦ୍ୱାରା ନିଯୁକ୍ତ କମିଟି ଦ୍ୱାରା କରାଇବାକୁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story