ଘରୋଇ ହସ୍ପିଟାଲକୁ ଟିକା ସପ୍ଲାଏ ନିଷ୍ପତ୍ତି ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: ବାଦ ବିବାଦ ପରେ ପଞ୍ଜାବ ସରକାର ଘରୋଇ ହସ୍ପିଟାଲକୁ ଟିକା ସପ୍ଲାଏ କରିବାକୁ ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି। ୧୮ରୁ ୪୪ ବର୍ଷର ଲୋକଙ୍କ ଟିକାକରଣ ପାଇଁ ପଞ୍ଜାବ ସରରକାର ୱାନ ଟାଇମ ଲିଃ କୋଭିଡ୍‌ ଟିକା ଘରୋଇ ହସ୍ପିଟାଲକୁ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ଠିକ୍ ଭାବେ ଲୋକମାନେ ଗ୍ରହଣ କରୁ ନଥିବାରୁ ସରକାର ନିଷ୍ପତ୍ତି ପ୍ରତ୍ୟାହାର କରିଥିବା କଥା କହିଛନ୍ତି। କୋଭିଡ ଟିକାକରଣର ଇନଚାର୍ଜ ବିକାଶ ଗର୍ଗ ଏଥିପାଇଁ ଏକ […]

vaccine

vaccine

Hemant Lenka
  • Published: Friday, 04 June 2021
  • Updated: 04 June 2021, 08:26 PM IST

Sports

Latest News

ନୂଆଦିଲ୍ଲୀ: ବାଦ ବିବାଦ ପରେ ପଞ୍ଜାବ ସରକାର ଘରୋଇ ହସ୍ପିଟାଲକୁ ଟିକା ସପ୍ଲାଏ କରିବାକୁ ନେଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି। ୧୮ରୁ ୪୪ ବର୍ଷର ଲୋକଙ୍କ ଟିକାକରଣ ପାଇଁ ପଞ୍ଜାବ ସରରକାର ୱାନ ଟାଇମ ଲିଃ କୋଭିଡ୍‌ ଟିକା ଘରୋଇ ହସ୍ପିଟାଲକୁ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ଠିକ୍ ଭାବେ ଲୋକମାନେ ଗ୍ରହଣ କରୁ ନଥିବାରୁ ସରକାର ନିଷ୍ପତ୍ତି ପ୍ରତ୍ୟାହାର କରିଥିବା କଥା କହିଛନ୍ତି।

କୋଭିଡ ଟିକାକରଣର ଇନଚାର୍ଜ ବିକାଶ ଗର୍ଗ ଏଥିପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୂର୍ବ ନିଷ୍ପତ୍ତି ପ୍ରତ୍ୟାହାର ସହ ସରକାର ସମସ୍ତ ଘରୋଇ ହସ୍ପିଟାଲଗୁଡ଼ିକୁ ସେମାନଙ୍କ ପାଖରେ ଥିବା କରୋନା ଟିକାର ଡୋଜଗୁଡ଼ିକ ତୁରନ୍ତ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସେମାନେ ସରକାରଙ୍କ ଠାରୁ ଟିକା ନେଇ ଏଯାଏ ବ୍ୟବହାର କରିଥିବା ଡୋଜ୍‌ ଗୁଡ଼ିକ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ପାଖକୁ କମ୍ପାନୀରୁ ସିଧାସଳଖ ଟିକା ମିଳିଲେ ଫେରାଇବେ। ଟିକା ପାଇଁ ଘରୋଇ ହସ୍ପିଟାଲଗୁଡ଼ିକ ଦେଇଥିବା ଫଣ୍ଡକୁ ମଧ୍ୟ ସରକାର ଫେରାଇ ଦେବେ ବୋଲି ସେ କହିଛନ୍ତି।

ଘରୋଇ ହସ୍ପିଟାଲଗୁଡ଼ିକୁ ଟିକା ଦେଇ ସରକାର ଆର୍ଥିକ ଲାଭବାନ ହେଉଥିବା ଅଭିଯୋଗ ହୋଇଥିଲା। ଟିକା ବିକ୍ରି କରି ସରକାର ୨,୬୪,୦୦,୦୦୦ ଟଙ୍କା ଲାଭ ପାଇଥିବା କୁହାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story