ରାହୁଲ ଗାନ୍ଧିଙ୍କ ବିଦେଶ ଗସ୍ତ ଓ ପ୍ରଶାନ୍ତ କିଶୋରଙ୍କ ସନ୍ଦେହ

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ପୁଣି ସଜାଡ଼ିବା ପାଇଁ ଏହାର ନେତୃବୃନ୍ଦ ଆଦୌ ସିରିୟସ ନୁହନ୍ତି। ଦଳକୁ ସଜାଡ଼ିବାକୁ ପ୍ରୟାସ ଚାଲିଥିବା ବେଳେ ବରିଷ୍ଠ ନେତା ରାହୁଲ ଗାନ୍ଧି ହଠାତ୍ ବିଦେଶ ଚାଲି ଯିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ରାହୁଲଙ୍କ ବିଦେଶ ଗସ୍ତକୁ ନେଇ କଂଗ୍ରେସ ସଜାଡ଼ି ହେବାକୁ ଆଦୌ ସିରିୟସ ନୁହେଁ ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବି ସନ୍ଦେହ କରିଥିଲେ। ଖାସ୍‌ ଏହି କାରଣ ପାଇଁ ସେ କଂଗ୍ରେସରେ ମିଶିବା […]

Rahul

Rahul

Hemant Lenka
  • Published: Wednesday, 27 April 2022
  • Updated: 27 April 2022, 04:56 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ପୁଣି ସଜାଡ଼ିବା ପାଇଁ ଏହାର ନେତୃବୃନ୍ଦ ଆଦୌ ସିରିୟସ ନୁହନ୍ତି। ଦଳକୁ ସଜାଡ଼ିବାକୁ ପ୍ରୟାସ ଚାଲିଥିବା ବେଳେ ବରିଷ୍ଠ ନେତା ରାହୁଲ ଗାନ୍ଧି ହଠାତ୍ ବିଦେଶ ଚାଲି ଯିବା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ରାହୁଲଙ୍କ ବିଦେଶ ଗସ୍ତକୁ ନେଇ କଂଗ୍ରେସ ସଜାଡ଼ି ହେବାକୁ ଆଦୌ ସିରିୟସ ନୁହେଁ ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବି ସନ୍ଦେହ କରିଥିଲେ। ଖାସ୍‌ ଏହି କାରଣ ପାଇଁ ସେ କଂଗ୍ରେସରେ ମିଶିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିବା ଜଣାପଡ଼ିଛି।

ପ୍ରଶାନ୍ତ କିଶୋର କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାର ଦିନକ ପରେ ଦଳର ବରିଷ୍ଠ ନେତା ପବନ ଖେଡ଼ା ଆଜି କହିଛନ୍ତି ଯେ “ଆମ ଦ୍ୱାର ଓ ଝରକା ସବୁବେଳେ ସମସ୍ତଙ୍କ ପାଇଁ ଖୋଲା ରହିଛି। ଯିଏ ବି ଚାହିଁବେ, ଆମ ସହ ମିଶିପାରିବେ। ଆମେ ଗୋଟିଏ ଦଳ ଓ ଏବେ ଆମେ ଦଳରେ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ। ଆମେ ଦଳର କର୍ମୀ ଓ ନେତାଙ୍କ ଆଶାକୁ ସମ୍ମାନ ଜଣାଇ ଉପଯୁକ୍ତ ପରିବର୍ତ୍ତନ କରିବୁ।” ବାରମ୍ବାର ସଜାଡ଼ି ହେବା କଥା କହୁଥିବା କଂଗ୍ରେସ ବାସ୍ତବରେ ଆଦୌ ଏଥିପାଇଁ ସିରିୟସ ନୁହେଁ ବୋଲି ପ୍ରଶାନ୍ତ କିଶୋରଙ୍କ ଘଟଣା ପରେ ରାଜନୀତିକ ପଣ୍ଡିତମାନେ କହିବା ଆରମ୍ଭ କଲେଣି।

ପ୍ରଶାନ୍ତ କିଶୋର କଂଗ୍ରେସକୁ ପ୍ରତ୍ୟାଖ୍ୟାନା କରିବା ଘଟଣାକୁ ନେଇ ନାନା ପ୍ରକାରର ଅଟକଳ କରାଯାଉଛି। ତେବେ ପିକେଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଓ ଏହାର ନେତୃବୃନ୍ଦ ସେ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ଯେତିକି ଗୁରୁତ୍ୱ ଦେବା କଥା, ସେମିତି ଘଟି ନଥିଲା। ସେମାନେ ଯୋଜନାକୁ ସମର୍ଥନ କରିଥିଲେ ସତ, ହେଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ମୁଡରେ ନଥିବା ପ୍ରଶାନ୍ତ କିଶୋର ସନ୍ଦେହ କରିଥିଲେ।

ରାହୁଲ ଗାନ୍ଧିଙ୍କ ବିଦେଶ ଗସ୍ତ ହିଁ ପିକେଙ୍କୁ ଅଧିକ ସନ୍ଦେହରେ ପକାଇଥିଲା। ଗୋଟିଏ ପଟେ ଦଳକୁ ସଜାଡ଼ିବା ପାଇଁ ବଡ଼ ବଡ଼ ନିଷ୍ପତ୍ତି ନେବାକୁ ବିଚାରବିମର୍ଶ ଚାଲିଥିବା ବେଳେ ରାହୁଲ ଗାନ୍ଧି ହଠାତ୍‌ ବିଦେଶ ଚାଲି ଯାଇଥିଲେ। କଂଗ୍ରେସ ସମ୍ପର୍କରେ ନିଷ୍ପତ୍ତି ନେଉଥିବା ଗୋଷ୍ଠୀରେ ରାହୁଲ ଅନ୍ୟତମ ସଦସ୍ୟ। ହେଲେ ଦଳର ପୁର୍ନଗଠନ ଓ ପିକେଙ୍କ ମିଶ୍ରଣ ଚର୍ଚ୍ଚାରୁ ସେ ନିଜକୁ ଜାଣିଶୁଣି ଦୂରେଇ ରଖିବା ତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ହୋଇଛି।

ଦଳକୁ ସଜାଡ଼ିବା ପାଇଁ ସେ ଚାହିଁଥିଲେ ତାଙ୍କ ବିଦେଶ ଗସ୍ତରେ ପରିବର୍ତ୍ତନ ଆଣି ପାରିଥାଆନ୍ତେ। କିନ୍ତୁ ସେ ସେମିତି କିଛି ନ କରି କାର୍ଯ୍ୟକ୍ରମ ଅନୁସାରେ ବିଦେଶ ଚାଲି ଯାଇଛନ୍ତି। ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା କଂଗ୍ରେସକୁ ସଜାଡ଼ିବାକୁ ପ୍ରସ୍ତାସ କରୁଥିବା ବେଳେ ରାହୁଲଙ୍କ ଏପରି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହାବାଦ କିଛି ବରିଷ୍ଠ ନେତା ମଧ୍ୟ ପିକେଙ୍କ ପ୍ରସ୍ତାବ ଓ କଂଗ୍ରେସରେ ତାଙ୍କର ଏଣ୍ଟ୍ରୀକୁ ଆଦୌ ସହଜରେ ଗ୍ରହଣ କରିପାରି ନଥିଲେ। ପିକେଙ୍କ ସଂସ୍କାର ବଳରେ କିଛି ବରିଷ୍ଠ ନେତା ନିଜର ପଦପଦବୀ ହରାଇବେ ବୋଲି ଆଶଙ୍କା କରିଥିଲେ। ତେଣୁ ସେମାନେ ମଧ୍ୟ ଭିତରେ ଭିତରେ ପ୍ରଶାନ୍ତ କିଶୋରଙ୍କ ଯୋଗଦାନକୁ ବିରୋଧ କରୁଥିଲେ।

ଅବଶ୍ୟ ସୋନିଆ ଗାନ୍ଧି ମୂଳରୁ ପ୍ରଶାନ୍ତ କିଶୋରଙ୍କ ପ୍ରସ୍ତାବରେ ରାଜି ଥିଲେ। କିନ୍ତୁ ରାହୁଲ ଗାନ୍ଧି ଓ ଅନ୍ୟନେତାମାନଙ୍କ ଆଭିମୁଖ୍ୟ ପ୍ରଶାନ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାନ୍ତ କିଶୋର ବିଧିବଦ୍ଧ ଭାବେ କଂଗ୍ରେସର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି।

ଅନ୍ୟପକ୍ଷରେ ଆଜି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଟ୍ୱିଟ କରି ପିକେଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି। ସେ କହିଛନ୍ତି, ପରାମର୍ଶ ମିଳୁ କି ପରାମର୍ଶ ନ ମିଳୁ, କଂଗ୍ରେସ ତା’ର ଘର ନିଜେ ସଜାଡ଼ିବ। ଆସନ୍ତା ମାସରେ ହେବାକୁ ଥିବା ଚିନ୍ତନ ଶିବିରରେ ନୂଆ କଂଗ୍ରେସ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story