ଟିଏମସି ସାଂସଦ ଡେରେକ ଓ’ବ୍ରାଏନ୍‌ ରାଜ୍ୟସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ପୁଣିଥରେ ରାଜ୍ୟସଭାରୁ ଜଣେ ବିରୋଧୀ ଦଳର ସାଂସଦ ନିଲମ୍ବିତ ହୋଇଛନ୍ତି। ହଟ୍ଟଗୋଳ କରୁଥିବାରୁ ରାଜ୍ୟସଭାରୁ ଆଜି ଟିଏମସିର ବରିଷ୍ଠ ସାଂସଦ ଡେରେକ ଓବ୍ରାଏନଙ୍କୁ ନିଲମ୍ବିତ କରାଯାଇଛି। ସେ ଶୀତ ଅଧିବେଶନ ଶେଷ ହେବା ଯାଏ ଗୃହକୁ ଆସିପାରିବେ ନାହିଁ। ଆଜି ନିର୍ବାଚନ ସଂଶୋଧନ ଆଇନକୁ କେନ୍ଦ୍ର ସରକାର ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ଏହାକୁ ବିରୋଧୀ ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ଡେରେକ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲେ। ବିଲ୍‌ ସହ ସେ ରାଜ୍ୟସଭାରୁ […]

TMC1

TMC1

Hemant Lenka
  • Published: Tuesday, 21 December 2021
  • Updated: 21 December 2021, 06:46 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ରାଜ୍ୟସଭାରୁ ଜଣେ ବିରୋଧୀ ଦଳର ସାଂସଦ ନିଲମ୍ବିତ ହୋଇଛନ୍ତି। ହଟ୍ଟଗୋଳ କରୁଥିବାରୁ ରାଜ୍ୟସଭାରୁ ଆଜି ଟିଏମସିର ବରିଷ୍ଠ ସାଂସଦ ଡେରେକ ଓବ୍ରାଏନଙ୍କୁ ନିଲମ୍ବିତ କରାଯାଇଛି। ସେ ଶୀତ ଅଧିବେଶନ ଶେଷ ହେବା ଯାଏ ଗୃହକୁ ଆସିପାରିବେ ନାହିଁ।

ଆଜି ନିର୍ବାଚନ ସଂଶୋଧନ ଆଇନକୁ କେନ୍ଦ୍ର ସରକାର ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ଏହାକୁ ବିରୋଧୀ ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ଡେରେକ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲେ। ବିଲ୍‌ ସହ ସେ ରାଜ୍ୟସଭାରୁ ପୂର୍ବରୁ ନିଲମ୍ବିତ ହୋଇଥିବା ୧୨ ସାଂସଦଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ।

ଏହାକୁ ଗୃହକୁ ପରିଚାଳନା କରୁଥିବା ରାଜ୍ୟସଭା ଉପାଧ୍ୟକ୍ଷ ଶୁଣି ନଥିଲେ। ଏହି କାରଣରୁ ସେ ରାଜ୍ୟସଭାର ରୁଲ ବୁକ୍‌କୁ ଉପାଧ୍ୟକ୍ଷଙ୍କ ଚେୟାର ଉପରକୁ ଫୋପାଡ଼ି ଥିବା ଅଭିଯୋଗ ହୋଇଛି। ରୁଲ ବୁକ୍‌ ଫିଙ୍ଗିବା ପରେ ସେ ଗୃହର ବାହାରକୁ ଚାଲି ଯାଇଥିଲେ। କିନ୍ତୁ ଏଭଳି ଆଚରଣ ପାଇଁ ଗୃହର ଉପାଧ୍ୟକ୍ଷ ତାଙ୍କୁ ଶୀତ ଅଧିବେଶନରୁ ସଂପୂର୍ଣ୍ଣ ଭାବେ ନିଲମ୍ବିତ କରିଛନ୍ତି।

ଏ ସମ୍ପର୍କରେ ଟ୍ୱିଟ କରି ଡେରେକ କହିଛନ୍ତି, “ଗତଥର ସରକାର କୃଷି ଆଇନକୁ ଜୋରଜବରଦସ୍ତ ଲାଗୁ କରୁଥିବା ବେଳେ ମୋତେ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଆମେ ସମସ୍ତେ ଜାଣିଛେ, ତା’ ପରେ କ’ଣ ହୋଇଥିଲା। ବିଜେପି ସଂସଦର ପରିହାସ କରିବା ସହ ନିର୍ବାଚନ ଆଇନ ସଂଶୋଧନ ବିଲ୍‌ ୨୦୨୧କୁ ଆଜି ଜୋରଜବରଦସ୍ତ ଲାଗୁ କରିବାକୁ ଚେଷ୍ଟା କରିଛି। ଏହାକୁ ବିରୋଧ କରିବାରୁ ଆଜି ମୋତେ ନିଲମ୍ବିତ କରାଯାଇଛି। ମୋର ଆଶା ଏହି ବିଲ୍‌ ମଧ୍ୟ ଖୁବଶୀଘ୍ର ପ୍ରତ୍ୟାହାର ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story