ବିଏମସିକୁ କୋଟିପତି କରିଛି ମହାମାରୀ କରୋନା, ଆଦାୟ ହୋଇଛି ୩୦ କୋଟି ଫାଇନ୍‌

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ଭିତରେ କୋଟିପତି ହୋଇଯାଇଛି ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି)। କରୋନାରୁ ରକ୍ଷା ପାଇଁ ମୁମ୍ବାଇ ସମେତ ଏକାଧିକ ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏବେ କରୋନା ସଂକ୍ରମଣ ବଢ଼ୁଥିବାରୁ ନିୟମକୁ ଆହୁରି କଡ଼ା କଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଏହି ନିୟମକୁ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ କରାଯାଉଛି। ବିଏମସି କେବଳ ମଙ୍ଗଳବାର ମାସ୍କ ପିନ୍ଧି ନଥିବା ୧୪,୬୦୦ ଜଣ ଅମାନିଆଙ୍କ ଠାରୁ ୨୯ […]

BMC

BMC

Hemant Lenka
  • Published: Wednesday, 24 February 2021
  • Updated: 24 February 2021, 12:57 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ଭିତରେ କୋଟିପତି ହୋଇଯାଇଛି ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି)। କରୋନାରୁ ରକ୍ଷା ପାଇଁ ମୁମ୍ବାଇ ସମେତ ଏକାଧିକ ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏବେ କରୋନା ସଂକ୍ରମଣ ବଢ଼ୁଥିବାରୁ ନିୟମକୁ ଆହୁରି କଡ଼ା କଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ଏହି ନିୟମକୁ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ କରାଯାଉଛି। ବିଏମସି କେବଳ ମଙ୍ଗଳବାର ମାସ୍କ ପିନ୍ଧି ନଥିବା ୧୪,୬୦୦ ଜଣ ଅମାନିଆଙ୍କ ଠାରୁ ୨୯ ଲକ୍ଷ ଟଙ୍କା ଫାଇନ ଆଦାୟ କରିଛି। ସେହିପରି ୨୦୨୦ ମାର୍ଚ୍ଚରୁ ଆଜି ମଧ୍ୟରେ ମାସ୍କ ନିୟମ ଉଲ୍ଲଙ୍ଘନ କରିଥିବା ଲୋକଙ୍କ ଠାରୁ ବିଏମସ୍‌ଟି ମୋଟ ୩୦ କୋଟି ୫୦ ଲକ୍ଷ ଟଙ୍କାର ଫାଇନ ଆକାରରେ ଆଦାୟ କରିଛି। ୧୫ ଲକ୍ଷରୁ ଅଧିକ ଲୋକଙ୍କ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି।

ବିଏମସିରୁ ମିଳିଥିବା ତଥ୍ୟ ଅନୁଯାୟୀ, ଫେବୃଆରୀ ୨୩ରେ ମାସ୍କ ନିୟମ ଉଲ୍ଲଙ୍ଘନ କରିଥିବା ୨୨,୯୭୬ ଜଣଙ୍କ ଉପରେ ଜୋରିମାନା ଲାଗୁ କରାଯାଇଥିଲା। ସେମାନଙ୍କ ଠାରୁ ୪୫.୯୫ ଲକ୍ଷ ଟଙ୍କା ଆଦାୟ କରାଯାଇଛି। ସେହିପରି ସପ୍ତାହନ୍ତରେ ବିଏମସି ପ୍ରାୟ ୬୦ ଲକ୍ଷ ଟଙ୍କା ଜୋରିମାନା ଆକାରରେ ପାଇଛି।

ବିଏମସି କମିଶନର ଆଇଏସ୍‌ ଚହଲ କହିଥିଲେ ଯେ ମୁମ୍ବାଇରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯେଉଁ ବ୍ୟକ୍ତି ଏହାକୁ ଉଲ୍ଲଙ୍ଘନ କରିବେ, ତାଙ୍କ ଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟ କରାଯିବ।

ସେହିପରି ଅମାନିଆଙ୍କୁ ଜଗିବା ପାଇଁ ମାର୍ଶଲଙ୍କ ସଂଖ୍ୟା ଦୁଇ ଗୁଣ କରାଯିବ ଓ ଦୈନିକ ମାସ୍କ ପିନ୍ଧି ନଥିବା ୨୫ ହଜାର ଲୋକଙ୍କୁ ଠାବ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଠାରୁ ବିଏମସି ପକ୍ଷରୁ ବିଭିନ୍ନ ପୁଲିସ୍‌ ଅଧିକାରୀ, କେନ୍ଦ୍ରୀୟ ଓ ୱେଷ୍ଟର୍ଣ୍ଣ ରେଳବାଇ ଅମାନିଆଙ୍କ ଠାରୁ ଆଦାୟ କରୁଥିବା ଫାଇନର ତଥ୍ୟ ସାର୍ବଜନୀନ କରିବା ଆରମ୍ଭ କରାଯାଇଛି। ଏଯାଏ କେନ୍ଦ୍ରୀୟ ଓ ୱେଷ୍ଟର୍ଣ୍ଣ ରେଳବାଇ ବିଭିନ୍ନ ଲୋକଙ୍କ ଠାରୁ ୯୧,୮୦୦ ଟଙ୍କା ଫାଇନ ଆଦାୟ କରିଛି।

ବିଏମସି କହିଛି, ପ୍ରତିଦିନ ନିୟମ ଭାଙ୍ଗୁଥିବା ପ୍ରାୟ ୧୩ ହଜାର ଲୋକଙ୍କୁ ଚିହ୍ନଟ କରାଯାଉଛି ଓ ସେମାନଙ୍କ ଠାରୁ ୨୫ ହଜାର ଟଙ୍କା ଆଦାୟ କରାଯାଉଛି। ସେହିପରି ଯେଉଁ ଅମାନିଆଙ୍କ ପାଖରେ ଫାଇନ ଦେବାକୁ ଟଙ୍କା ନାହିଁ, ସେମାନଙ୍କୁ ବିଏମସି ସାମାଜିକ କାମ ଯଥା ରାସ୍ତା ଓଳାଇବା ଭଳି ଦଣ୍ଡ ଦେଉଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଅମରାବତୀରେ ଲକଡାଉନ ଆରମ୍ଭ ହୋଇଛି। ଆସନ୍ତା ୮ ଦିନ ଯାଏ ପୂରା ରାଜ୍ୟ ଉପରେ ସରକାର ନଜର ରଖିବେ। ଯଦି ସ୍ଥିତି ବିଗିଡ଼ିବ ତା’ହେଲେ ପୁଣିଥରେ ଏଠାରେ ଲକଡାଉନ ଲାଗୁ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଖୋଲା ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story