ତାଲିବାନକୁ ଡାକିବାକୁ ଜିଦ କଲା ପାକିସ୍ତାନ, ବାତିଲ ହେଲା ସାର୍କ ବୈଠକ

ନୂଆଦିଲ୍ଲୀ: ପାକିସ୍ତାନର ତାଲିବାନ ପ୍ରୀତି ପୁଣିଥରେ ସାମ୍ନାକୁ ଆସିଛି। ଆଗାମୀ ସାର୍କ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ପ୍ରତିନିଧିଙ୍କୁ ଡାକିବା ପାଇଁ ପାକିସ୍ତାନ ଜିଦ୍‌ କରିଛି। ଏହାକୁ ଅନ୍ୟ ସାର୍କ ଦେଶ ଗୁଡ଼ିକ ବିରୋଧ କରିବା ସହ ସାର୍କ ଶିଖର ସମ୍ମିଳନୀକୁ ବାତିଲ ମଧ୍ୟ କରିଦେଇଛନ୍ତି। ୨୦୨୦ରେ ସାର୍କ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଭିଡିଓ କନଫରେନ୍ସଂରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ସେପ୍ଟେମ୍ବର ୨୫ରେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ପରସ୍ପରକୁ ଭେଟି […]

SAARC

SAARC

Hemant Lenka
  • Published: Wednesday, 22 September 2021
  • Updated: 22 September 2021, 07:44 AM IST

ନୂଆଦିଲ୍ଲୀ: ପାକିସ୍ତାନର ତାଲିବାନ ପ୍ରୀତି ପୁଣିଥରେ ସାମ୍ନାକୁ ଆସିଛି। ଆଗାମୀ ସାର୍କ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ପ୍ରତିନିଧିଙ୍କୁ ଡାକିବା ପାଇଁ ପାକିସ୍ତାନ ଜିଦ୍‌ କରିଛି। ଏହାକୁ ଅନ୍ୟ ସାର୍କ ଦେଶ ଗୁଡ଼ିକ ବିରୋଧ କରିବା ସହ ସାର୍କ ଶିଖର ସମ୍ମିଳନୀକୁ ବାତିଲ ମଧ୍ୟ କରିଦେଇଛନ୍ତି।

୨୦୨୦ରେ ସାର୍କ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଭିଡିଓ କନଫରେନ୍ସଂରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ସେପ୍ଟେମ୍ବର ୨୫ରେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ପରସ୍ପରକୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର ଥିଲା। ଆମେରିକାର ନ୍ୟୁୟର୍କରେ ଜାତିସଂଘର ୭୬ତମ ସାଧାରଣ ଆସେମ୍ୱ୍ଲି ସମୟରେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ବୈଠକ କରିବାକୁ ଯୋଜନା କରିଥିଲେ। ଏବେ ପାକିସ୍ତାନର ତାଲିବାନ ପ୍ରୀତି ପାଇଁ ବୈଠକକୁ ବାତିଲ କରାଯାଇଛି।

ନେପାଳ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ବର୍ତ୍ତମାନ ସ୍ଥିତିରେ ସାର୍କ ବୈଠକ ବାତିଲ କରାଯାଇଥିବା କୁହାଯାଇଛି। ଏ ସମ୍ପର୍କରେ ମନ୍ତ୍ରଣାଳୟ ଗୋଟିଏ ବିବୃତି ମଧ୍ୟ ଜାରି କରିଛି। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ତାଲିବାନ ପ୍ରତିନିଧିଙ୍କ ଯୋଗଦାନ ସମ୍ପର୍କରେ ଯେଉଁ ପ୍ରସ୍ତାବ ଦେଇଥିଲା, ତା’କୁ ଅଧିକାଂଶ ସାର୍କ ରାଷ୍ଟ୍ର ବିରୋଧ କରିଥିଲେ।

ସେହିପରି ଆଫଗାନର ପୂର୍ବ ଅଶରଫ ଘନି ସରକାରର କୌଣସି ସଦସ୍ୟ ଯେମିତି ସାର୍କ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ନଦେବେ, ସେକଥା ମଧ୍ୟ ନିଶ୍ଚିତ କରିବାକୁ ପାକିସ୍ତାନ ଦାବି କରିଥିଲା। ହେଲେ ଏହି ଦାବିରେ ସାର୍କ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହମତି ହୋଇ ପାରି ନଥିଲା। ଏହି କାରଣରୁ ସାର୍କ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକକୁ ବାତିଲ କରାଯାଇଛି।

ସୂଚନାଯୋଗ୍ୟ, ଆଫଗାନିସ୍ତାନ ବ୍ୟତୀତ ସାର୍କରେ ଭାରତ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ, ଶ୍ରୀଲଙ୍କା ଓ ପାକିସ୍ତାନ ରହିଛନ୍ତି। ସାର୍କ ରାଷ୍ଟ୍ରଗୁଡ଼ିକର ମୁଖ୍ୟାଳୟ ନେପାଳରେ ରହିଛି। ଚାଇନା, ୟୁରୋପୀୟ ୟୁନିୟନ, ଇରାନ, ରିପବ୍ଲିକ ଅଫ କୋରିଆ, ଅଷ୍ଟ୍ରେଲିଆ, ଜାପାନ, ମରିସସ, ମିଆଁମାର ଓ ଆମେରିକା ସାର୍କ ରାଷ୍ଟ୍ରଗୁଡ଼ିକର ନୀରକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story