ଗଣତନ୍ତ୍ର ଦିବସ ହିଂସା: ଶଶି ଥରୁର ଓ ସାମ୍ବାଦିକମାନଙ୍କ ଗିରଫଦାରୀ ଉପରେ ରୋକ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ବରିଷ୍ଠ କଂଗ୍ରେସ ନେତା ଶିଶ ଥରୁର, ସାମ୍ବାଦିକ ରାଜଦୀପ ସରଦେଶାଇ ଓ ଅନ୍ୟ ୫ ସାମ୍ବାଦିକଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏମାନେ ସମସ୍ତେ ଟ୍ରାକ୍ଟର ରାଲି ବେଳେ ସୋଶାଲ ମିଡିଆ ଓ ଗଣମାଧ୍ୟମରେ ଭୁଲ ତଥ୍ୟ ପ୍ରକାଶ କରି ହିଂସାକୁ ଉସକାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଏମାନଙ୍କ ନାଁରେ ଦେଶଦ୍ରୋହ ଭଳି ମାମଲା ମଧ୍ୟ ରୁଜୁ କରାଯାଇଛି। ସୁପ୍ରିମକୋର୍ଟର […]

SC

SC

Hemant Lenka
  • Published: Tuesday, 09 February 2021
  • Updated: 09 February 2021, 05:33 PM IST

Sports

Latest News

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ବରିଷ୍ଠ କଂଗ୍ରେସ ନେତା ଶିଶ ଥରୁର, ସାମ୍ବାଦିକ ରାଜଦୀପ ସରଦେଶାଇ ଓ ଅନ୍ୟ ୫ ସାମ୍ବାଦିକଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏମାନେ ସମସ୍ତେ ଟ୍ରାକ୍ଟର ରାଲି ବେଳେ ସୋଶାଲ ମିଡିଆ ଓ ଗଣମାଧ୍ୟମରେ ଭୁଲ ତଥ୍ୟ ପ୍ରକାଶ କରି ହିଂସାକୁ ଉସକାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଏମାନଙ୍କ ନାଁରେ ଦେଶଦ୍ରୋହ ଭଳି ମାମଲା ମଧ୍ୟ ରୁଜୁ କରାଯାଇଛି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଗିରଫଦାରୀ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷମାନଙ୍କୁ ଜବାବ ତଲବ କରିଛନ୍ତି। ନୋଟିସ୍‌ ଜାରି କରିବା ବେଳେ ଶଶି ଥରୁରଙ୍କ ଓକିଲ କପିଲ ଶିବଲ ପରବର୍ତ୍ତୀ ଶୁଣାଣି ଯାଏ ପୁଲିସ୍‌ କୌଣସି ଗିରଫଦାରୀ ନ କରିବା ଦରକାର ବୋଲି ନିବେଦନ କରିଥିଲେ।

ଏହାଶୁଣି ଖଣ୍ଡପୀଠ କହିଥିଲେ, “କିଛି ବି ହେବନି। କେଉଁଠି ବିପଦ ଅଛି? ଆମେ ଦୁଇ ସପ୍ତାହ ପରେ ଆପଣଙ୍କୁ ଶୁଣିବୁ। ସେ ଯାଏ କୌଣସି ଗିରଫଦାରୀ ହେବନି।”

ଗଣତନ୍ତ୍ର ଦିବସ ହିଂସାକାଣ୍ଡ ଘଟଣାରେ ଭୁଲ ତଥ୍ୟ ଉପସ୍ଥାପନ କରି ଚାଷୀଙ୍କୁ ଉସକାଇବା ଅଭିଯୋଗରେ ଥରୁର, ସରଦେଶାଇ ଓ ଅନ୍ୟ ସାମ୍ବାଦିକଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ ଜାନୁଆରୀ ୩୦ରେ ଏଫଆଇଆର ରୁଜୁ କରିଥିଲା। ଏହାପୂର୍ବରୁ ନୋଏଡା ପୁଲିସ୍ ମଧ୍ୟ ସେମାନଙ୍କ ବିରୋଧରେ ମାମଲା କରିଥିଲା। ମଧ୍ୟପ୍ରଦେଶରେ ମଧ୍ୟ ଏମାନଙ୍କ ବିରୋଧରେ ସମାନ ଧରଣର ଏଫଆଇଆର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story