ଛୋଟ ପିଲାଙ୍କ ଉପରେ ଟିକାର ପରୀକ୍ଷା ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ: ଛୋଟ ପିଲାମାନଙ୍କ ଉପରେ ଆମେରିକୀୟ କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକା ନୋଭାଭାକ୍ସର ପରୀକ୍ଷଣ ପାଇଁ ପଞ୍ଜିକରଣ କରିବାକୁ ଅନୁମତି ମିଳିଛି। ଟିକାର ପରୀକ୍ଷା ପାଇଁ ପଞ୍ଜିକରଣ ଆରମ୍ଭ କରିବାକୁ ଆଜି ଭାରତ ସରକାର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ସେରମ ୭ରୁ ୧୧ ବର୍ଷ ବୟସ୍କ ପିଲାଙ୍କ ପଞ୍ଜିକରଣ ଆରମ୍ଭ କରିବ। ଏହାପରେ ପରୀକ୍ଷା ପାଇଁ ଅନୁମତି ଦିଆଯିବ। Central Drugs Standard Control Organisationର ବିଶେଷଜ୍ଞ ପ୍ୟାନେଲ କହିଛି, […]

Covid

Covid

Hemant Lenka
  • Published: Tuesday, 28 September 2021
  • Updated: 28 September 2021, 06:01 PM IST

ନୂଆଦିଲ୍ଲୀ: ଛୋଟ ପିଲାମାନଙ୍କ ଉପରେ ଆମେରିକୀୟ କମ୍ପାନୀ ପ୍ରସ୍ତୁତ କରିଥିବା କରୋନା ଟିକା ନୋଭାଭାକ୍ସର ପରୀକ୍ଷଣ ପାଇଁ ପଞ୍ଜିକରଣ କରିବାକୁ ଅନୁମତି ମିଳିଛି। ଟିକାର ପରୀକ୍ଷା ପାଇଁ ପଞ୍ଜିକରଣ ଆରମ୍ଭ କରିବାକୁ ଆଜି ଭାରତ ସରକାର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି।

ସେରମ ୭ରୁ ୧୧ ବର୍ଷ ବୟସ୍କ ପିଲାଙ୍କ ପଞ୍ଜିକରଣ ଆରମ୍ଭ କରିବ। ଏହାପରେ ପରୀକ୍ଷା ପାଇଁ ଅନୁମତି ଦିଆଯିବ। Central Drugs Standard Control Organisationର ବିଶେଷଜ୍ଞ ପ୍ୟାନେଲ କହିଛି, ସବୁ ବିଷୟକୁ ଯାଞ୍ଚ କରିବା ପରେ କମିଟି ୭ରୁ ୧୧ ବର୍ଷ ପିଲାଙ୍କ ପଞ୍ଜିକରଣ ପ୍ରୋଟକଲ ଅନୁସାରେ କରିବାକୁ ପ୍ରସ୍ତାବ ଦେଉଛି। ପଞ୍ଜିକରଣ ପରେ ଟିକାର ପରୀକ୍ଷଣ ଆରମ୍ଭ ହେବ। ଏହାପରେ ରେଜଲ୍ଟକୁ ବିଚାର କରି ବ୍ୟବହାର ପାଇଁ ଅନୁମତି ଦିଆଯିବ।

ଏବେ ସେରମ ଇନଷ୍ଟିଚ୍ୟୁଟ ନୋଭାଭାକ୍ସର ଆଉ ଏକ ଘରୋଇ ଭର୍ସନ ଟିକା କୋଭୋଭାକ୍ସର ପରୀକ୍ଷଣ ୧୨ରୁ ୧୭ ବର୍ଷ ବୟସ୍କ ବର୍ଗର ପିଲାମାନଙ୍କ ଉପରେ କରୁଛି। ଟ୍ରାଏଲରୁ ୧୦୦% ସଫଳ ରେଜଲ୍ଟ ମିଳିଥିବା କୁହାଯାଉଛି। ବର୍ତ୍ତମାନ ନୋଭାଭାକ୍ସର ପରୀକ୍ଷଣ ପାଇଁ ପଞ୍ଜିକରଣ କରିବାକୁ ଅନୁମତି ମିଳିଛି। ହେଲେ ଭାରତର ସ୍ୱାସ୍ଥ୍ୟ ଏଜେନ୍ସି ନୋଭାଭାକ୍ସର ଜରୁରୀକାଳୀନ ବ୍ୟବହାରକୁ ଏଯାଏ ଅନୁମତି ଦେଇନି।

ଚଳିତ ମାସରେ ସେରମର ସିଇଓ ଅଦର ପୁନାୱାଲା କହିଥିଲେ ଯେ ଆସନ୍ତାବର୍ଷ ଜାନୁଆରୀ କିମ୍ବା ଫେବୃଆରୀରେ କୋଭୋଭାକ୍ସକୁ ନେଇ ଭଲ ଖବର ଆସିବ। କୋଭାଭାକ୍ସକୁ ଅନୁମତି ମିଳିବା ପରେ ଦେଶରେ ୧୮ ବର୍ଷରୁ କମ ବୟସ୍କଙ୍କୁ କରୋନା ବିରୋଧରେ ଡୋଜ୍ ଦିଆଯିବ। ବର୍ତ୍ତମାନ ସୁଦ୍ଧା ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ବିଶ୍ୱର ପ୍ରଥମ ଡିଏନ ଭିତ୍ତିକ ଟିକାକୁ ୧୨ ଓ ତା’ରୁ ଅଧିକ ବୟସ୍କଙ୍କ ଉପରେ ବ୍ୟବହାର କରିବାକୁ ଅନୁମତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story