ଆଜି ବିଦ୍ରୋହୀ ନେତାଙ୍କୁ ଭେଟି ପାରନ୍ତି ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ତଥା ଜି-୨୩ ଗ୍ରୁପ୍‌ର ନେତା ଗୁଲାମ ନବୀ ଆଜାଦ୍‌ଙ୍କୁ ଆଜି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଭେଟି ପାରନ୍ତି। ଜି-୨୩ ଗୋଷ୍ଠୀର ବୈଠକର ଦିନକ ପରେ ଏହି ଭେଟଘାଟ ହେବା ନେଇ ଚର୍ଚ୍ଚା ହେଉଛି।  କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ। ଗାନ୍ଧି ପରିବାରର ଅନୁଗତ ଥିବା ବିଭିନ୍ନ ନେତା ମାନେ ଦୀର୍ଘ ଦିନ ଧରି ବିଭିନ୍ନ ପଦପଦବୀରେ ରହିଛନ୍ତି। ହେଲେ ସେମାନଙ୍କ ଦ୍ୱାରା କଂଗ୍ରେସରେ କୌଣସି […]

sonia

sonia

Tapas Behera
  • Published: Friday, 18 March 2022
  • Updated: 18 March 2022, 11:19 AM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ତଥା ଜି-୨୩ ଗ୍ରୁପ୍‌ର ନେତା ଗୁଲାମ ନବୀ ଆଜାଦ୍‌ଙ୍କୁ ଆଜି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ଭେଟି ପାରନ୍ତି। ଜି-୨୩ ଗୋଷ୍ଠୀର ବୈଠକର ଦିନକ ପରେ ଏହି ଭେଟଘାଟ ହେବା ନେଇ ଚର୍ଚ୍ଚା ହେଉଛି।  କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ। ଗାନ୍ଧି ପରିବାରର ଅନୁଗତ ଥିବା ବିଭିନ୍ନ ନେତା ମାନେ ଦୀର୍ଘ ଦିନ ଧରି ବିଭିନ୍ନ ପଦପଦବୀରେ ରହିଛନ୍ତି।

ହେଲେ ସେମାନଙ୍କ ଦ୍ୱାରା କଂଗ୍ରେସରେ କୌଣସି ଉନ୍ନତି ହେଉ ନାହିଁ। ବରଂ ସେମାନଙ୍କ ଅପାରଗତା ଓ ଅବହେଳା ପାଇଁ ଦଳ ଗୋଟି ପରେ ଗୋଟିଏ ନିର୍ବାଚନରେ ପରାଜୟର ସମ୍ମୁଖୀନ ହେଉଛି ବୋଲି ଜି-୨୩ ଗୋଷ୍ଠୀର ବୈଠକରେ ଆଲୋଚନା ହୋଇଥିଲା ଏହି ସୁବିଧା ସୁଯୋଗ ଧରି ବସିଥିବା ଅନୁଗତମାନଙ୍କୁ ହଟାଇ ଦଳର ସାଙ୍ଗଠନିକ ପରିର୍ବତ୍ତନ ପାଇଁ ଆଲୋଚନା ହୋଇଥିଲା। ଅନ୍ୟପଟେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ସୋନିଆ ଗାନ୍ଧି, ପୁଅ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କ ଗାନ୍ଧିଙ୍କ ଇସ୍ତଫା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛି।

୨୦୨୦ରେ ଜି-୨୩ ଗୋଷ୍ଠୀ ପକ୍ଷରୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏକ ଚିଠି ଲେଖାଯାଇଥିଲା। ସେଥିରେ ଦଳର ସାଙ୍ଗଠନିକ ନେତୃତ୍ୱର ଆମୂଳଚଳ ପରିବର୍ତ୍ତନ ସହ ଗାନ୍ଧି ପରିବାର ଦାୟିତ୍ୱରୁ ମୁକ୍ତ ହେବାକୁ ପ୍ରସ୍ତାବ ଦେଇଥିଲା। ଗତ ବୁଧବାର ଜି-୨୩ ଗୋଷ୍ଠୀ ପକ୍ଷରୁ ହୋଇଥିବା ବୈଠକରେ କଂଗ୍ରେସକୁ ମଜବୁତ କରିବା ପାଇଁ ଆଳୋଚନା ହୋଇଛି।  ବୈଠକରେ ଦଳକୁ ସମ୍ମୀଳିତ ଏବଂ ସାମୁହିକ ନେତୃତ୍ୱ ପାଇଁ ଆଲୋଚନା ହୋଇଥିଲା। କଂଗ୍ରେସର ପତନ ନୁହେଁ ବରଂ ଉତ୍‌ଥାନ୍‌ ପାଇଁ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story