ମମତାଙ୍କ ଟାର୍ଗେଟରେ ମୋଦି: ଖୁବଶୀଘ୍ର ଭାରତର ନାଁ ବଦଳାଇ ନିଜ ନାଁ ଦେଇଦେବେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଷ୍ଟାଡିୟମ, କୋଭିଡ୍‌ ଟିକା ଓ କଲେଜର ନାଁ ମୋଦି ନିଜ ନାଁରେ କରିଛନ୍ତି। ଖୁବଶୀଘ୍ର ସେ ଭାରତର ନାଁ ବଦଳାଇ ନିଜ ନାଁ ଦେଇଦେବେ ବୋଲି ଆଜି ମମତା କହିଛନ୍ତି। ଆଜି ବିଶ୍ୱ ମହିଳା ଦିବସରେ ମମତା କୋଲକାତାରେ ପଦଯାତ୍ରା କରିଥିଲେ। ଏହାପରେ ସେ ଗୋଟିଏ ସମାବେଶକୁ ଉଦବୋଧନ ଦେଇ କହିଛନ୍ତି, “ସେ(ମୋଦି) ନିଜ ଫୋଟକୁ କରୋନା […]

Mamata

Mamata

Hemant Lenka
  • Published: Monday, 08 March 2021
  • Updated: 08 March 2021, 09:25 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଷ୍ଟାଡିୟମ, କୋଭିଡ୍‌ ଟିକା ଓ କଲେଜର ନାଁ ମୋଦି ନିଜ ନାଁରେ କରିଛନ୍ତି। ଖୁବଶୀଘ୍ର ସେ ଭାରତର ନାଁ ବଦଳାଇ ନିଜ ନାଁ ଦେଇଦେବେ ବୋଲି ଆଜି ମମତା କହିଛନ୍ତି।

ଆଜି ବିଶ୍ୱ ମହିଳା ଦିବସରେ ମମତା କୋଲକାତାରେ ପଦଯାତ୍ରା କରିଥିଲେ। ଏହାପରେ ସେ ଗୋଟିଏ ସମାବେଶକୁ ଉଦବୋଧନ ଦେଇ କହିଛନ୍ତି, “ସେ(ମୋଦି) ନିଜ ଫୋଟକୁ କରୋନା ଟିକାରେ ଲଗାଉଛନ୍ତି। ଏହା କୋଭିଡ ଟିକା ନୁହେଁ ବରଂ ମୋଦି ଟିକା। ସେ କଲେଜ, ଷ୍ଟାଡିୟମ ଓ ଟିକାକୁ ନିଜ ନାଁକୁ ବଦଳାଇ ଦେଇଛନ୍ତି। ଖୁବଶୀଘ୍ର ସେ ଭାରତର ନାଁକୁ ମଧ୍ୟ ନିଜ ନାଁକୁ ବଦଳାଇ ଦେବେ।”

ମମତା ଦେଶରେ ବଢ଼ୁଥିବା ବର୍ଦ୍ଧିତ ତୈଳ ଓ ଗ୍ୟାସ ଦରକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ସରକାର ଲୋକଙ୍କୁ ମଗଣାରେ ରାସନ ଦେଉଥିବା ବେଳେ “ମୋଦି ବାବୁ’ ଏଲପିଜି ସିଲିଣ୍ଡର ୯୦୦ ଟଙ୍କାରେ ଦେଉଥିବା ମମତା କହିଛନ୍ତି।

ସେ କହିଛନ୍ତି, “ଏଲପିଜି ସିଲିଣ୍ଡରର ଦାମ ୯୦୦ ଟଙ୍କା ହୋଇଥିବା ବେଳେ ଚାଉଳ ମାଗଣା। ଚାଉଳର ଦାମ ବଦଳୁ ନାହିଁ। କିନ୍ତୁ ଗ୍ୟାସ ଦର ଦୈନିକ ବୃଦ୍ଧି ପାଉଛି। ଯଦି ମୋଦି ପ୍ରକୃତରେ କିଛି କରିବାକୁ ଚାହୁଁଛନ୍ତି, ତା’ହେଲେ ସେ ମାଗଣାରେ ଲୋକଙ୍କୁ ଏଲପିଜି ଦେବେ ବୋଲି କୁହନ୍ତୁ। ମୁଁ ଆଜି ସମସ୍ତ ମହିଳାଙ୍କୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଉଛି। ଏହା ହେଉଛି ମଦର ଟେରେସାଙ୍କ ମାଟି। ମହିଳାମାନେ ଆମର ଗର୍ବ।

ଆମେ ଆଜିର ଦିନକୁ ନାରୀ ମୁକ୍ତି ଦିବସ ଭାବେ ପାଳନ କରୁଛୁ। ଆମେ କେବେ ହେଲେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସହିପାରିବୁନି। ସେମାନେ(ବିଜେପି) କହୁଛନ୍ତି ବେଙ୍ଗଲରେ ଝିଅମାନେ ସୁରକ୍ଷିତ ନୁହନ୍ତି। କିନ୍ତୁ ପ୍ରତିଦିନ ୧୯୪୪ ହତ୍ୟା ଗୁଜରାଟରେ ଘଟୁଛି। ଗୁଜରାଟ ଓ ଉତ୍ତର ପ୍ରଦେଶ ଦୁଷ୍କର୍ମ ମାମଲାରେ ନଂ ୧। ଏହା ସରକାରୀ ତଥ୍ୟ। ମୁଁ ମନରୁ କିଛି ବି କହୁନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story