ଗାଙ୍ଗୁଲି ହସ୍ପିଟାଲରୁ ଆସିବା ପରେ ଝିଅ ସାନାଙ୍କୁ ଆକ୍ରାନ୍ତ କଲା କରୋନା

କୋଲକାତା: ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲିଙ୍କ ପିଛା ଛାଡ଼ୁନି କରୋନା। କିଛି ଦିନ ତଳେ ଦାଦା ନିଜେ କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲେ। କିଛି ଦିନର ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି। ହେଲେ ସେ ଘରକୁ ଆସିବା ପରେ ତାଙ୍କ ଝିଅ ସାନାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସାନା କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର କୌଣସି କରୋନା ଲକ୍ଷଣ ଦେଖାଯାଇନି। ଏହି କାରଣରୁ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ନିଜ […]

Ganguly

Ganguly

Hemant Lenka
  • Published: Wednesday, 05 January 2022
  • Updated: 05 January 2022, 01:08 PM IST

କୋଲକାତା: ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲିଙ୍କ ପିଛା ଛାଡ଼ୁନି କରୋନା। କିଛି ଦିନ ତଳେ ଦାଦା ନିଜେ କରୋନାର ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲେ। କିଛି ଦିନର ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି। ହେଲେ ସେ ଘରକୁ ଆସିବା ପରେ ତାଙ୍କ ଝିଅ ସାନାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ସାନା କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର କୌଣସି କରୋନା ଲକ୍ଷଣ ଦେଖାଯାଇନି। ଏହି କାରଣରୁ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ନିଜ ଘରେ ଆଇସୋଲେସନରେ ରହିଛନ୍ତି। ଦାଦାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଥିଲା। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି।

ଡିସେମ୍ବର ଶେଷ ଭାଗରେ ଦାଦାଙ୍କ କରୋନା ଲକ୍ଷଣ ଦେଖାଯାଇଥିଲା। ଏହି କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେ କାଳେ କରୋନାର ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବେ, ସେଥିପାଇଁ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା। ହେଲେ ଦାଦା ଓମିକ୍ରନରେ ଆକ୍ରାନ୍ତ ହୋଇ ନଥିବା ସ୍ପଷ୍ଟ ହେବା ପରେ ଘରକୁ ଫେରିଥିଲେ।

ହସ୍ପିଟାଲରେ ଥିବା ବେଳେ ତାଙ୍କୁ Monoclonal Antibody Cocktail ଦିଆଯାଇଥିଲା। ଡିସଚାର୍ଜ ପୂର୍ବରୁ ତାଙ୍କ ଅମ୍ଳଜାନ ସ୍ତର ୯୯% ରହିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ନିଶ୍ଚିତ ହେବା ପରେ ତାଙ୍କୁ ଘରକୁ ପଠା ଯାଇଥିଲା। ସେ ଘରେ ରହିଥିବା ବେଳେ ତାଙ୍କ ଝିଅ ଓ ପତ୍ନୀଙ୍କ କରୋନା ଟେଷ୍ଟ କରାଯାଇଥିଲା। ଏହି ସମୟରେ ଝିଅ ସାନା ହିଁ କେବଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

କେବଳ ଦାଦା କିମ୍ବା ତାଙ୍କ ଝିଅ ସାନା ନୁହନ୍ତି, ତାଙ୍କ ବଡ଼ ଭାଇ ସ୍ନେହାଶିଷ ମଧ୍ୟ ଚଳିତ ବର୍ଷ ଆରମ୍ଭରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ୨୦୨୧ରେ ଦାଦା ଦୁଇ ଥର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ସେ ଘରେ ବ୍ୟାୟାମ କରୁଥିବା ବେଳେ ହୃଦଘାତର ସମ୍ମୁଖୀନ ହୋଇଥିଲେ।

ଏଥିପାଇଁ ତାଙ୍କୁ ବେଶ କିଛି ଦିନ ହସ୍ପିଟାଲରେ ରହିବାକୁ ପଡ଼ିଥିଲା। ଏହି ସମୟରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏହାର ୨୦ ଦିନ ପରେ ଗାଙ୍ଗୁଲି ପୁଣି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ତାଙ୍କର ହସ୍ପିଟାଲରେ ଦ୍ୱିତୀୟ ରାଉଣ୍ଡ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ମାର୍ଚ୍ଚ ମାସରୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story