ଦ୍ରୁତଗାମୀ ମର୍ସିଡିଜ୍‌ ଧକ୍କାରେ ୭ ଗାଡ଼ି ଚୂରମାର

ବେଙ୍ଗାଲୁରୁ: ଗୋଟିଏ ଦ୍ରୁତଗାମୀ ମର୍ସିଡିଜ କାର୍‌ ଏକାଧିକ ଗାଡ଼ି ଉପରେ ମାଡ଼ି ଯାଇ ସେଗୁଡ଼ିକୁ ଚୂରମାର କରି ଦେଇଛି। ଏଥିରେ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବେଙ୍ଗାଲୁରୁର ଇନ୍ଦିରା ନଗରରେ ଏପରି ଘଟଣା ଘଟିଛି। ମର୍ସିଡିଜ ଧକ୍କାରେ ମୋଟ ୭ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟାଇଥିବା ମର୍ସିଡିଜ୍‌ କାର୍‌ଟି ମଧ୍ୟ ଛିନଛତ୍ର ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମର୍ସିଡିଜ୍‌ କାର୍‌ ଚାଳକ ଜଣଙ୍କ ପ୍ରଥମେ ଗୋଟିଏ ବାଇକକୁ ଧକ୍କା […]

accident

accident

Hemant Lenka
  • Published: Tuesday, 07 December 2021
  • Updated: 07 December 2021, 09:23 PM IST

Sports

Latest News

ବେଙ୍ଗାଲୁରୁ: ଗୋଟିଏ ଦ୍ରୁତଗାମୀ ମର୍ସିଡିଜ କାର୍‌ ଏକାଧିକ ଗାଡ଼ି ଉପରେ ମାଡ଼ି ଯାଇ ସେଗୁଡ଼ିକୁ ଚୂରମାର କରି ଦେଇଛି। ଏଥିରେ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ବେଙ୍ଗାଲୁରୁର ଇନ୍ଦିରା ନଗରରେ ଏପରି ଘଟଣା ଘଟିଛି। ମର୍ସିଡିଜ ଧକ୍କାରେ ମୋଟ ୭ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟାଇଥିବା ମର୍ସିଡିଜ୍‌ କାର୍‌ଟି ମଧ୍ୟ ଛିନଛତ୍ର ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମର୍ସିଡିଜ୍‌ କାର୍‌ ଚାଳକ ଜଣଙ୍କ ପ୍ରଥମେ ଗୋଟିଏ ବାଇକକୁ ଧକ୍କା ଦେଇଥିଲେ। ଏହାପରେ ସେ ଖସି ଯିବାକୁ ଚେଷ୍ଟା କରିବା ବେଳେ ରାସ୍ତାରେ ପାର୍କ ହୋଇଥିବା ଗୋଟିଏ ମାରୁତି ଅଲ୍ଟୋକୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ କାର୍‌ରେ ଥିବା ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା। ଅଲ୍ଟୋ ଉପରେ ଚଢ଼ାଇ ଡ୍ରାଇଭର ଜଣଙ୍କ ମର୍ସିଡିଜ୍‌କୁ ଆଗକୁ ନେଇ ଯାଇଥିଲେ। ଏହି ସମୟରେ ଏକାଧିକ ଗାଡ଼ି ସହିତ ତାଙ୍କର ଧକ୍କା ହୋଇଥିଲା।

pghchargପୂରା ଘଟଣାରେ ୨ଟି କାର, ୨ଟି ଅଟୋ, ୨ଟି ଟେମ୍ପୋ ଓ ଦୁଇଟି ବାଇକ କ୍ଷତିଗ୍ରସ୍ତ ହୋଇଛି। ଏହା ମଧ୍ୟରେ ମର୍ସିଡିଜ୍‌ଟି ମଧ୍ୟ ରହିଛି। ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହାପରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କ ସମେତ ଆହତ ମାନଙ୍କୁ ହସ୍ପିଟାଲ ନେଇଥିଲା।

ଏବେ ମର୍ସିଡିଜ ଚାଳକ ଜଣଙ୍କ ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା, ତା’ର ତଦନ୍ତ ଏବେ ପୁଲିସ କରୁଛି।

1khtf35o

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story