କଂଗ୍ରେସର ‘ଲଡକୀ ହୁଁ, ଲଢ୍‌ ସକ୍‌ତୀ ହୁଁ’ ବେଳେ ଦଳାଚକଟା ସ୍ଥିତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଉଥିବା ‘ଲଡକୀ ହୁଁ, ଲଢ୍‌ ସକ୍‌ତୀ ହୁଁ’ କାର୍ଯ୍ୟକ୍ରମରେ ଆଜି ଦଳାଚକଟା ସ୍ଥିତି ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ଅଧୀନରେ କଂଗ୍ରେସ ପକ୍ଷରୁ ସ୍କୁଲର ଝିଅମାନଙ୍କୁ ନେଇ ମାରାଥନ କରାଯାଉଛି। ଏହିକ୍ରମରେ ଆଜି ବରେଲୀରେ ମାରାଥନ ଆୟୋଜନ କରାଯାଇଥିଲା। ଏଥିରେ ଶହଶହ ଝିଅ ସାମିଲ ହୋଇଥିଲେ। ତେବେ ଏହି ସମୟରେ କରୋନା କଟକଣାର ଧଜିଆ ଉଡ଼ିଥିଲା। ସେହିପରି କିଛି ଝିଅ ତଳେ ପଡ଼ି ଯିବାରୁ ଦଳାଚକଟା […]

congress

congress

Hemant Lenka
  • Published: Tuesday, 04 January 2022
  • Updated: 04 January 2022, 01:40 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଉଥିବା ‘ଲଡକୀ ହୁଁ, ଲଢ୍‌ ସକ୍‌ତୀ ହୁଁ’ କାର୍ଯ୍ୟକ୍ରମରେ ଆଜି ଦଳାଚକଟା ସ୍ଥିତି ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ ଅଧୀନରେ କଂଗ୍ରେସ ପକ୍ଷରୁ ସ୍କୁଲର ଝିଅମାନଙ୍କୁ ନେଇ ମାରାଥନ କରାଯାଉଛି। ଏହିକ୍ରମରେ ଆଜି ବରେଲୀରେ ମାରାଥନ ଆୟୋଜନ କରାଯାଇଥିଲା।

ଏଥିରେ ଶହଶହ ଝିଅ ସାମିଲ ହୋଇଥିଲେ। ତେବେ ଏହି ସମୟରେ କରୋନା କଟକଣାର ଧଜିଆ ଉଡ଼ିଥିଲା। ସେହିପରି କିଛି ଝିଅ ତଳେ ପଡ଼ି ଯିବାରୁ ଦଳାଚକଟା ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସାମ୍ନାକୁ ଆସିଛି। ତେବେ ଏହି ଘଟଣାରେ କେହି ବି ଆହତ ହୋଇ ନାହାନ୍ତି।

ଅଘଟଣ ଘଟିବା ପୂର୍ବରୁ କଂଗ୍ରେସ ନେତାମାନେ ସ୍ଥିତି ସମ୍ଭାଳି ନେଇଛନ୍ତି। ଭିଡିଓ ଅନୁଯାୟୀ, ପ୍ରବଳ ଭିଡ଼ି ଭିତରେ କିଛି ଝିଅ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ସେମାନଙ୍କ ପଛରୁ ଆସିଥିବା ଅନ୍ୟ ଝିଅମାନଙ୍କ ଆଗକୁ ବଢ଼ିବା ପାଇଁ ଠେଲାପେଲା କରିଥିଲେ। ଫଳରେ ସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ତଳେ ପଡ଼ିଥିବା ପିଲାମାନଙ୍କୁ କଂଗ୍ରେସ ନେତାମାନେ ଠିକଣା ସମୟରେ ଉଠାଇ ନେବାରୁ କୌଣସି ବଡ଼ ଅଘଟଣ ଘଟିନି। କେବେଳ ୩ ଜଣ ପିଲା ସାମାନ୍ୟ ଆଘାତ ପାଇଥିବାରୁ ସେମାନଙ୍କୁ ହସ୍ପିଟାଲ ପଠାଯାଇଛି। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ ସଂକ୍ରମଣ ବଢ଼ୁଥିବା ବେଳେ ମାରାଥନରେ ଶତାଧିକ ଝିଅ ସାମିଲ ଥିଲେ। ସେହିପରି କେହି ମାସ୍କ ପିନ୍ଧି ନଥିଲେ।

କଂଗ୍ରେସ ନେତା ତଥା ବରେଲୀର ପୂର୍ବତନ ମେୟର ସୁପ୍ରିୟା ଅରୁଣ କହିଛନ୍ତି, “କୌଣସି ବ୍ୟସ୍ତ ହେବା ଭଳି ଅଘଟଣ ଘଟିନି। ହଜାର ହଜାର ଲୋକ ବୈଷ୍ଣୋଦେବୀ ଯାଉଛନ୍ତି। ତା’ ବିରୋଧରେ କାହିଁକି କିଏ ମୁହଁ ଖୋଲୁ ନାହାନ୍ତି? ସେଠାରେ ମଧ୍ୟ ଦଳାଚକଟା ହୋଇଥିଲା। କଂଗ୍ରେସର ମାରାଥନରେ ସ୍କୁଲ ଝିଅମାନେ ସାମିଲ ହୋଇଛନ୍ତି। ଏହାକୁ ନେଇ ପ୍ରସଙ୍ଗ କରିବାର ଆବଶ୍ୟକ ନାହିଁ। ଯଦି ବି କେହି କୌଣସି କାରଣରୁ ଆଘାତ ପାଇଛନ୍ତି, ତା’ହେଲେ ସେମାନଙ୍କୁ ମୁଁ କଂଗ୍ରେସ ପକ୍ଷରୁ କ୍ଷମା ମାଗି ନେଉଛି।”

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ୟୁପିରେ ପ୍ରଚାର ବେଳେ  ‘ଲଡକୀ ହୁଁ, ଲଢ୍‌ ସକ୍‌ତୀ ହୁଁ’ ନାରା ଆରମ୍ଭ କରିଥିଲେ। ଏହି ନାରାକୁ ଆଧାର କରି କଂଗ୍ରେସ ୟୁପିରେ ସ୍କୁଲ ପିଲାମାନଙ୍କୁ ନେଇ ମାରାଥନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story