ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ କରୋନା

ନୂଆଦିଲ୍ଲୀ: ମହାମାରୀ ସମୟରେ ଅକ୍ସିଜେନ ଠାରୁ ଆରମ୍ଭ କରି ଟିକାକରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଶୁଣାଣି କରୁଥିବା ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ତାଙ୍କ ସହ ସୁପ୍ରିମକୋର୍ଟର ଜଣେ କର୍ମଚାରୀ ମଧ୍ୟ କରୋନାରେ ‌ଆକ୍ରାନ୍ତ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ଼ ସୁସ୍ଥ ଅଛନ୍ତି। କିନ୍ତୁ ଏବେ ସେ ନେତୃତ୍ୱ ନେଉଥିବା ଖଣ୍ଡପୀଠର ଶୁଣାଣି କିଛି ଦିନ […]

Justice-DY-Chandrachud

Justice-DY-Chandrachud

Hemant Lenka
  • Published: Wednesday, 12 May 2021
  • Updated: 12 May 2021, 07:05 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ ସମୟରେ ଅକ୍ସିଜେନ ଠାରୁ ଆରମ୍ଭ କରି ଟିକାକରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଶୁଣାଣି କରୁଥିବା ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ତାଙ୍କ ସହ ସୁପ୍ରିମକୋର୍ଟର ଜଣେ କର୍ମଚାରୀ ମଧ୍ୟ କରୋନାରେ ‌ଆକ୍ରାନ୍ତ ହୋଇଛନ୍ତି।

କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଜଷ୍ଟିସ ଚନ୍ଦ୍ରଚୂଡ଼ ସୁସ୍ଥ ଅଛନ୍ତି। କିନ୍ତୁ ଏବେ ସେ ନେତୃତ୍ୱ ନେଉଥିବା ଖଣ୍ଡପୀଠର ଶୁଣାଣି କିଛି ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଦେଶରେ ସୃଷ୍ଟି ହୋଇଥିବା କରୋନା ସମସ୍ୟାର ଶୁଣାଣି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କରୁଥିଲେ। ଆସନ୍ତାକାଲି ଏହାର ଶୁଣାଣି ହେବାର ଥିଲା। ହେଲେ ଆଜି ଜଷ୍ଟିସ ଚନ୍ଦ୍ରଚୂଡ଼ କରୋନାରେ ସଂକ୍ରମିତ ହୋଇଥିବାରୁ ଆସନ୍ତାକାଲିର ଶୁଣାଣିକୁ ପରବର୍ତ୍ତୀ ତାରିଖକୁ ଘୁଞ୍ଚାଇ ଦିଆଯିବ।

ବାର୍‌ ଆଣ୍ଡ ବେଞ୍ଚରେ ପ୍ରକାଶିତ ଖବର ଅନୁଯାୟୀ, କରୋନା ସଙ୍କଟ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ଜଷ୍ଟିସ ଚନ୍ଦ୍ରଚୂଡ଼ ସୋମବାର ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁ ଏହାର ଶୁଣାଣି ଗୁରୁବାରକୁ ଘୁଞ୍ଚିଥିଲା। କରୋନା ବ୍ୟାପୀବା ଯୋଗୁ ବିଚାରପତିମାନେ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି କରୁଛନ୍ତି। ଏହା ସତ୍ତ୍ୱେ ଜଷ୍ଟିସ ଚନ୍ଦ୍ରଚୂଡ଼ ଓ ତାଙ୍କର ଜଣେ କର୍ମଚାରୀ କେମିତି କରୋନାରେ ଆକ୍ରାନ୍ତ ହେଲେ, ତାହା ସମସ୍ତଙ୍କ ଚିନ୍ତା ବଢ଼ାଇଛି।

ସୂଚନାଯୋଗ୍ୟ, କରୋନା ସଙ୍କଟ ସମ୍ପର୍କିତ ମାମଲାର ଶୁଣାଣି କରିବା ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ତପୀଠ ଶନିବାର ୧୨ ଜଣିଆ ଟାସ୍କ ଫୋର୍ସ ଗଠନ କରିଥିଲେ। ଏହି ଟାସ୍କ ଫୋର୍ସ ଦେଶରେ ଅକ୍ସିଜେନ ଓ ଜରୁରୀ ମେଡିସିନ ଯୋଗାଣ ଉପରେ ନଜର ରଖିବ। ଏ ବାବଦରେ ଆସନ୍ତାକାଲି ବିସ୍ତୃତ ଶୁଣାଣି ହେବାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story