କୋଟି କୋଟି ଟଙ୍କାର ଟିକସ ହେରଫେର, ହୀରା କମ୍ପାନୀର ୨୩ଟି ଠିକଣାରେ ରେଡ୍‌

ନୂଆଦିଲ୍ଲୀ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଘଟଣାରେ ଆୟକର ବିଭାଗ ପକ୍ଷରୁ ଗୁଜରାଟର ଗୋଟିଏ ହୀରା ତିଆରି ଓ ରାପ୍ତାନୀ କରୁଥିବା ସଂସ୍ଥାର ୨୩ଟି ସ୍ଥାନରେ ଏକକାଳୀନ ସ୍ଥାନରେ ରେଡ୍‌ କରିଛି। ସେପ୍ଟେମ୍ବର ୨୨ରୁ ୨୩ଟି ସ୍ଥାନରେ ରେଡ ଆରମ୍ଭ ହୋଇଛି। ହୀରା ବ୍ୟବସାୟ ସହ ରେଡ୍‌ର ସମ୍ମୁଖୀନ ହୋଇଥିବା କମ୍ପାନୀ ଟାଇଲ୍ସ ଉତ୍ପାଦନ ମଧ୍ୟ କରିଥାଏ। ସୁରତ, ନଭସାରି, ମୋରବି ଭଳି ସ୍ଥାନରେ ଏହି ଟାଇଲ୍ସ ବ୍ୟବସାୟ ଚାଲିଛି। ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା […]

Dimand

Dimand

Hemant Lenka
  • Published: Saturday, 25 September 2021
  • Updated: 25 September 2021, 04:05 PM IST

Sports

Latest News

ନୂଆଦିଲ୍ଲୀ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଘଟଣାରେ ଆୟକର ବିଭାଗ ପକ୍ଷରୁ ଗୁଜରାଟର ଗୋଟିଏ ହୀରା ତିଆରି ଓ ରାପ୍ତାନୀ କରୁଥିବା ସଂସ୍ଥାର ୨୩ଟି ସ୍ଥାନରେ ଏକକାଳୀନ ସ୍ଥାନରେ ରେଡ୍‌ କରିଛି। ସେପ୍ଟେମ୍ବର ୨୨ରୁ ୨୩ଟି ସ୍ଥାନରେ ରେଡ ଆରମ୍ଭ ହୋଇଛି। ହୀରା ବ୍ୟବସାୟ ସହ ରେଡ୍‌ର ସମ୍ମୁଖୀନ ହୋଇଥିବା କମ୍ପାନୀ ଟାଇଲ୍ସ ଉତ୍ପାଦନ ମଧ୍ୟ କରିଥାଏ।

ସୁରତ, ନଭସାରି, ମୋରବି ଭଳି ସ୍ଥାନରେ ଏହି ଟାଇଲ୍ସ ବ୍ୟବସାୟ ଚାଲିଛି। ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ରେଡ ଏବେ ବି ଜାରି ରହିଛି। ସିବିଡିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାଥମିକ ବିଶ୍ଲେଷଣରୁ ଜଣାପଡ଼ିଛି ଯେ ହିସାବ ବାହାରେ କମ୍ପାନୀ ହୀରା କିଣିଛି। ବିନା ହିସାବରେ ପ୍ରାୟ ୫୧୮ କୋଟି ଟଙ୍କାର ଛୋଟ ପଲିସଡ ହୀରା ନିର୍ଦ୍ଦିଷ୍ଟ କିଛି ସମୟ ସୀମା ମଧ୍ୟରେ ବିକ୍ରି କରିଛି।

ସେହିପରି କମ୍ପାନୀ ପକ୍ଷରୁ ୯୫ କୋଟିରୁ ଅଧିକ ଟଙ୍କାର ହୀରା ବିକ୍ରି କରାଯାଇଥିଲେ ମଧ୍ୟ ଏହାର ହସିବା ଦିଆଯାଇ ନାହିଁ। ଏହାକୁ ଲୁଚାଇ କମ୍ପାନୀ କୋଟି କୋଟି ଟଙ୍କାର ଟିକସ ଫାଙ୍କିଛି। ରେଡ୍‌ ବେଳେ କମ୍ପାନୀ ପାଖରୁ ହସିବା ବାହାରେ ଥିବା ୧.୯୫ କୋଟିର ନଗଦ ଟଙ୍କା ଓ ଅଳଙ୍କାର ଜବତ କରାଯାଇଛି।

ସେହିପରି ଗୁପ୍ତ ଭାବେ ରଖାଯାଇଥିବା ୧୦.୯୮ କୋଟି ଟଙ୍କାର ହୀରା ମଧ୍ୟ ମିଳିଛି। ଗ୍ରୁପ ସଦସ୍ୟଙ୍କ ମାଲିକାନାରେ ଥିବା ବିପୁଳ ପରିମାଣର ଲକରକୁ ମଧ୍ୟ ଚିହ୍ନଟ କରାଯାଇଛି। ଗତ ୨ ବର୍ଷ ମଧ୍ୟରେ କମ୍ପାନୀ ୧୮୯ କୋଟି ଟଙ୍କାର ହୀରା କିଣିଥିବା ବେଳେ ୧୦୪୦ କୋଟି ଟଙ୍କାର ହୀରା ବିକ୍ରି କରିଛି। ଏହାର ହସିବା କିନ୍ତୁ କମ୍ପାନୀ ଦେଇନାହିଁ।

କେବଳ ହୀରା ନୁହେଁ, ରିୟଲି ଷ୍ଟେଟ ବ୍ୟବସାୟୀ ମଧ୍ୟ ଗ୍ରୁପର ସଦସ୍ୟମାନେ କରନ୍ତି। ଏହି ବ୍ୟବସାୟ ସହ ଜଡ଼ିତ ୮୦ କୋଟି ଟଙ୍କା ବେଆଇନ ଭାବେ ଠୁଳ କରାଯାଇଥିବା ଜଣାପଡ଼ିଛି। ଏବେ ବି ରେଡ୍‌ ଚାଲିଥିବାରୁ ସିବିଡିଟି ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story