ସେମାନେ ମୋ ପିଲାଙ୍କ ଇନଷ୍ଟା ଆକାଉଣ୍ଟ ହ୍ୟାକ କରୁଛନ୍ତି: ପ୍ରିୟଙ୍କା

ଲକ୍ଷ୍ନୌ: କେନ୍ଦ୍ର ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସରକାର ତାଙ୍କ ପିଲାମାନଙ୍କ ସୋଶାଲ ମିଡିଆ ଉପରେ ଗୁଇନ୍ଦାଗିରି କରୁଥିବା ସେ କହିଛନ୍ତି। ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ନେତାଙ୍କ ଘରେ ରେଡ୍‌ ହେବା ଓ ବେଆଇନ ଫୋନ ସର୍ଭେଲାନ୍ସ ସମ୍ପର୍କରେ ସାମ୍ବାଦିକମାନେ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରିଥିଲେ। ଏହା ଉପରେ ସେ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା କହିଛନ୍ତି, “ସେମାନେ(କେନ୍ଦ୍ର ସରକାର) ମୋ ପିଲାମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ କରିବାକୁ ପଛାଉନାହାନ୍ତି। […]

Priyanka

Priyanka

Hemant Lenka
  • Published: Tuesday, 21 December 2021
  • Updated: 21 December 2021, 05:34 PM IST

Sports

Latest News

ଲକ୍ଷ୍ନୌ: କେନ୍ଦ୍ର ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା। ସରକାର ତାଙ୍କ ପିଲାମାନଙ୍କ ସୋଶାଲ ମିଡିଆ ଉପରେ ଗୁଇନ୍ଦାଗିରି କରୁଥିବା ସେ କହିଛନ୍ତି। ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ନେତାଙ୍କ ଘରେ ରେଡ୍‌ ହେବା ଓ ବେଆଇନ ଫୋନ ସର୍ଭେଲାନ୍ସ ସମ୍ପର୍କରେ ସାମ୍ବାଦିକମାନେ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରିଥିଲେ।

ଏହା ଉପରେ ସେ ପ୍ରତିକ୍ରିୟା ଦେଇ ପ୍ରିୟଙ୍କା କହିଛନ୍ତି, “ସେମାନେ(କେନ୍ଦ୍ର ସରକାର) ମୋ ପିଲାମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ କରିବାକୁ ପଛାଉନାହାନ୍ତି। କେବଳ ଫୋନ ଟ୍ୟାପିଂରେ ସେମାନେ ସୀମିତ ନାହାନ୍ତି। କ’ଣ ସେମାନଙ୍କ ପାଖରେ ଆଉ କିଛି କାମ ନାହିଁ?”

ମିରାୟା ଭଦ୍ରା(୧୮) ଓ ରିହାନ ଭଦ୍ରା(୨୦) ହେଉଛନ୍ତି ପ୍ରିୟଙ୍କାର ୨ ପିଲା। ସେମାନେ ବହୁତ କମ ସମୟରେ ସର୍ବସମ୍ମୁଖକୁ ଆସନ୍ତି। ରାଜନୀତି ଠାରୁ ସେମାନଙ୍କୁ ପ୍ରିୟଙ୍କା ଦୂରେଇ ରଖିଛନ୍ତି। ବର୍ତ୍ତମାନ ପ୍ରିୟଙ୍କା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି।

ଅନେକ ପ୍ରସଙ୍ଗରେ ସେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ମୋଦି ଆଜି ଉତ୍ତର ପ୍ରଦେଶରେ ମହିଳାଙ୍କ ପାଇଁ କ୍ୟାଶ ସ୍କିମ ଯୋଜନା ଆରମ୍ଭ କରିଛନ୍ତି। ଏହାକୁ ପ୍ରିୟଙ୍କା ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ମୁଁ ଉତ୍ତର ପ୍ରଦେଶର ମହିଳାମାନଙ୍କୁ କ’ଣ କହିବି? ସେମାନେ କେବଳ ନିଜର କ୍ଷମତା ବ୍ୟବହାର କରନ୍ତୁ। ଏବେ ପ୍ରଧାନମନ୍ତ୍ରୀ ନିଜେ ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି।

କ’ଣ ପାଇଁ ସେମାନେ ୫ ବର୍ଷ ହେଲା ଏହି କ୍ୟାଶ ସ୍କିମ ଘୋଷଣା କରୁ ନଥିଲେ? ନିର୍ବାଚନ ପୂର୍ବରୁ କାହିଁକି ଘୋଷଣା ହେଲା? ମହିଳାମାନେ ଆମର “ଲଡ୍‌କୀ ହୁଁ, ଲଢ୍‌ ସକତୀ ହୁଁ’ ସ୍କୋଗାନ ଶୁଣି ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି। ସେମାନେ ନିର୍ବାଚନ ବେଳେ ନିଜର ଶକ୍ତି ପ୍ରଦର୍ଶନ କରିବେ।”

ସୂଚନାଯୋଗ୍ୟ, ଆସନ୍ତାବର୍ଷ ପ୍ରଥମ ଭାଗରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏଠାରେ କ୍ଷମତା ବଜାୟୀ ରଖିବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏହାକୁ କାଉଣ୍ଟର କରିବା ପାଇଁ ପ୍ରୟାସ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story