ଘଣ୍ଟାଏରୁ ଅଧିକ ସମୟ ପ୍ରଚାର କରିବାରୁ ରାଗିଗଲେ ନୁସରତ, ଦେଖନ୍ତୁ ଭିଡିଓ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଓ ଶାସକ ଟିଏମସି ମଧ୍ୟରେ ଜୋରଦାର ଟକ୍କର ଚାଲିଛି। ଘମାଘୋଟ ପ୍ରଚାର ସାଙ୍ଗକୁ ବାକ୍‌ଯୁଦ୍ଧ ମଧ୍ୟ ତୀବ୍ର ହେଉଛି। ଏସବୁ ଭିତରେ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଘଣ୍ଟାଏରୁ ଅଧିକ ସମୟ ପ୍ରଚାର କରିବାରୁ ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ କେମିତି ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି, ତା’ର ଦୃଶ୍ୟ ରହିଛି। ଏହି ଭିଡିଓକୁ ବିଜେପି ସୋଶାଲ ମିଡିଆରେ ପୋଷ୍ଟ କରି ଟିଏମସିକୁ କଟାକ୍ଷ […]

Nusrat-Jahan

Nusrat-Jahan

Hemant Lenka
  • Published: Monday, 29 March 2021
  • Updated: 29 March 2021, 08:30 AM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଓ ଶାସକ ଟିଏମସି ମଧ୍ୟରେ ଜୋରଦାର ଟକ୍କର ଚାଲିଛି। ଘମାଘୋଟ ପ୍ରଚାର ସାଙ୍ଗକୁ ବାକ୍‌ଯୁଦ୍ଧ ମଧ୍ୟ ତୀବ୍ର ହେଉଛି। ଏସବୁ ଭିତରେ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଘଣ୍ଟାଏରୁ ଅଧିକ ସମୟ ପ୍ରଚାର କରିବାରୁ ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାନ କେମିତି ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି, ତା’ର ଦୃଶ୍ୟ ରହିଛି। ଏହି ଭିଡିଓକୁ ବିଜେପି ସୋଶାଲ ମିଡିଆରେ ପୋଷ୍ଟ କରି ଟିଏମସିକୁ କଟାକ୍ଷ କରିଛି।

ଭିଡିଓ ଅନୁସାରେ, ନୁସରତ ଗୋଟିଏ ପ୍ରଚାର ଗାଡ଼ିରେ ଛିଡ଼ା ହୋଇଛନ୍ତି। ତାଙ୍କ ଚାରିପାଖରେ ଅନେକ ଲୋକ ରହିଛନ୍ତି। ସେ ଘଣ୍ଟାଏରୁ ଅଧିକ ସମୟ ଭିଡ଼ ଭିତରେ ପ୍ରଚାର କରିଥିବାରୁ ଆଉ ଆଗକୁ ଯିବେନାହିଁ ବୋଲି କହିଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ “ଦିଦି ଆଉ ଅଳ୍ପ ସମୟ। ମୁଖ୍ୟ ରାସ୍ତା ଯାଏ ପ୍ରଚାର କରନ୍ତୁ। ମୁଖ୍ୟ ରାସ୍ତା ମାତ୍ର ଅଧ କମି ରହିଛି।”

ତେବେ ନୁସରତ ଆଦୌ ଏକଥାକୁ ଶୁଣି ନଥିଲେ। ସେ କହିଥିଲେ ଯେ “ମୁଁ ଘଣ୍ଟାଏରୁ ଅଧିକ ସମୟ ହେଲା ପ୍ରଚାର କରୁଛି। ଏତେ ସମୟ ଯାଏ ପ୍ରଚାର ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବି କରେନି।” ତଥାପି ବ୍ୟକ୍ତି ଜଣଙ୍କ ତାଙ୍କୁ ଆଉ ଅଳ୍ପ ସମୟ ପ୍ରଚାର କରନ୍ତୁ ବୋଲି କହିଥିଲେ। ନୁସରତ କିଛି ନ ଶୁଣି ଗାଡ଼ିରୁ ଓହ୍ଲାଇ ଚାଲି ଯାଇଥିଲେ।

ବିଜେପି ବେଙ୍ଗଲ ପକ୍ଷରୁ ଏହି ୨୫ ସେକେଣ୍ଡର ଭିଡିଓକୁ ଟ୍ୱିଟ କରାଯାଇଛି। ଏଥିରେ ହ୍ୟାଶଟ୍ୟାଗ #MamataLosingNandigram ବ୍ୟବହାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story