ଘରେ ରୋଗୀ ଦେଖିବା ମହଙ୍ଗା ପଡ଼ିଲା, ଡାକ୍ତର ଦମ୍ପତି ନିଲମ୍ବିତ

କାନପୁର: ସରକାରୀ ଚାକିରି କରି ଘରେ ରୋଗୀ ଦେଖିବା ଜଣେ ଡାକ୍ତର ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ପ୍ରାଇଭେଟ୍‌ରେ ରୋଗୀ ଦେଖିବା ଅଭିଯୋଗରେ କାନପୁର ମେଡିକାଲ କଲେଜ ପକ୍ଷରୁ ସମ୍ପୃକ୍ତ ଡାକ୍ତର ଦମ୍ପତିଙ୍କୁ ନିଲମ୍ବିତ କରାଯାଇଛି। ଏହି ବରିଷ୍ଠ ଡାକ୍ତର ପତି-ପତ୍ନୀ ହେଉଛନ୍ତି ଡ. ରାଗଭେନେନ୍ଦ୍ର  ଗୁପ୍ତା ଏବଂ ଡ. ସ୍ୱପ୍ନିନିଲ ଗୁପ୍ତା। ଆୟକର ବିଭାଗ ଚଢ଼ାଉ ପରେ ଉଭୟଙ୍କୁ ସରକାରୀ ଚାକିରିରୁ ନିଲମ୍ବିତ କରାଯାଇଛି। ସେମାନଙ୍କୁ ବାନ୍ଦା ମେଡିକାଲ କଲେଜକୁ ଟ୍ରାନ୍ସଫର କରାଯାଇଛି। ଡ. ଗୁପ୍ତା ନ୍ୟରୋ […]

doctor

doctor

Tapas Behera
  • Published: Thursday, 21 April 2022
  • Updated: 21 April 2022, 02:33 PM IST

Sports

Latest News

କାନପୁର: ସରକାରୀ ଚାକିରି କରି ଘରେ ରୋଗୀ ଦେଖିବା ଜଣେ ଡାକ୍ତର ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ପ୍ରାଇଭେଟ୍‌ରେ ରୋଗୀ ଦେଖିବା ଅଭିଯୋଗରେ କାନପୁର ମେଡିକାଲ କଲେଜ ପକ୍ଷରୁ ସମ୍ପୃକ୍ତ ଡାକ୍ତର ଦମ୍ପତିଙ୍କୁ ନିଲମ୍ବିତ କରାଯାଇଛି। ଏହି ବରିଷ୍ଠ ଡାକ୍ତର ପତି-ପତ୍ନୀ ହେଉଛନ୍ତି ଡ. ରାଗଭେନେନ୍ଦ୍ର  ଗୁପ୍ତା ଏବଂ ଡ. ସ୍ୱପ୍ନିନିଲ ଗୁପ୍ତା।

ଆୟକର ବିଭାଗ ଚଢ଼ାଉ ପରେ ଉଭୟଙ୍କୁ ସରକାରୀ ଚାକିରିରୁ ନିଲମ୍ବିତ କରାଯାଇଛି। ସେମାନଙ୍କୁ ବାନ୍ଦା ମେଡିକାଲ କଲେଜକୁ ଟ୍ରାନ୍ସଫର କରାଯାଇଛି। ଡ. ଗୁପ୍ତା ନ୍ୟରୋ ସର୍ଜନ ହୋଇଥିବା ବେଳେ ତାଙ୍କ ପତ୍ନୀ ଜିଏସଭିଏମ ମେଡିକାଲ କଲେଜରେ ପାଥଲୋଜି ବିଭାଗରେ ସହକାରୀ  ପ୍ରଫେସର ଅଛନ୍ତି।

କାନପୁର ମେଡିକାଲ କଲେଜ ପକ୍ଷରୁ ସମ୍ପୃକ୍ତ ଡାକ୍ତର ସ୍ୱାମୀ-ସ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସରକାରୀ ଚାକିରି କରିଥିବା ଡ.ସ୍ୱପ୍ନିଲ ଗୁପ୍ତାଙ୍କର ଏକ ଘରୋଇ ପାଥଲୋଜି ରହିଛି। ଯାହାର ନାଁ ହେଉଛି ହଲେଟ୍‌ ହସପିଟାଲ। ଆୟକର ବିଭାଗ ପକ୍ଷରୁ ରେଡ୍‌ ବେଳେ ୧.୩୦ କୋଟି ଟଙ୍କା ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story