ବିଜେପି ଟିକେଟ ଦେଲାନି, ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ପାରିକରଙ୍କ ପୁଅ

ପାଣାଜୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ବିଧାନସଭା ନିର୍ବାଚନ ଲଢ଼ିବେ। ବିଜେପି ତାଙ୍କୁ ସ୍ୱର୍ଗତ ପାରିକରଙ୍କ ଗଡ଼ ଭାବେ ପରିଚିତ ପାଣାଜୀ ବା ପାଣାଜୀମରୁ ଟିକେଟ ଦେବ ବୋଲି ଉତ୍ପଳ ଆଶା କରିଥିଲେ। ହେଲେ ବିଜେପିରୁ ନିରାଶ ହେବା ପରେ ଏବେ ସେ ସ୍ୱାଧୀନ ଭାବେ ଏହି ଆସନରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି। ଉତ୍ପଳଙ୍କ ଏପରି ନିଷ୍ପତ୍ତି ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଛି। […]

parikar

parikar

Hemant Lenka
  • Published: Friday, 21 January 2022
  • Updated: 21 January 2022, 07:28 PM IST

Sports

Latest News

ପାଣାଜୀ: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ବିଧାନସଭା ନିର୍ବାଚନ ଲଢ଼ିବେ। ବିଜେପି ତାଙ୍କୁ ସ୍ୱର୍ଗତ ପାରିକରଙ୍କ ଗଡ଼ ଭାବେ ପରିଚିତ ପାଣାଜୀ ବା ପାଣାଜୀମରୁ ଟିକେଟ ଦେବ ବୋଲି ଉତ୍ପଳ ଆଶା କରିଥିଲେ। ହେଲେ ବିଜେପିରୁ ନିରାଶ ହେବା ପରେ ଏବେ ସେ ସ୍ୱାଧୀନ ଭାବେ ଏହି ଆସନରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି। ଉତ୍ପଳଙ୍କ ଏପରି ନିଷ୍ପତ୍ତି ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରିଛି।

ଆଜି ସାମ୍ବାଦିକ ସମ୍ମିଳନୀ କରି ଉତ୍ପଳ ପାରିକର କହିଛନ୍ତି, “ଦୀର୍ଘ ଦୁଇ ଦଶନ୍ଧି ଧରି ମନୋହର ପାରିକର ପାଣାଜୀରୁ ନିର୍ବାଚନ ଲଢ଼ିଥିଲେ। ପାଣାଜୀ ସହ ତାଙ୍କର ନିବିଡ଼ତା ରହିଥିଲା। ମୁଁ ମଧ୍ୟ ପାଣାଜୀବାସୀଙ୍କ ସହ ଜଡ଼ିତ। ତେଣୁ ଏଠାରୁ ମୁଁ ନିର୍ବାଚନ ଲଢ଼ିବି।”

ବିଜେପିର ପ୍ରାର୍ଥୀ ତାଲିକାରୁ ଉତ୍ପଳ ବାଦ ପଡ଼ିବା ପରେ ଆପ୍‌ର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ନିଜ ଦଳକୁ ସ୍ୱାଗତ କରିଥିଲେ। ଏହାପୂର୍ବରୁ ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ଉତ୍ପଳ ସ୍ୱାଧୀନ ଭାବେ ଲଢ଼ିଲେ ବିରୋଧୀ ପ୍ରାର୍ଥୀ ଦେବେ ନାହିଁ ବୋଲି କହିଥିଲେ। ଏସବୁ ଭିତରେ ଉତ୍ପଳ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ମୁଁ ମୋ ଦଳକୁ ବୁଝାଇବାକୁ ଚେଷ୍ଟା କରିଥିଲି। ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା କହିଥିଲି। ଏହା ସତ୍ତ୍ୱେ ମୋତେ ପ୍ରାର୍ଥୀ କରାଗଲା ନାହିଁ। ବିଜେପି କିମ୍ବା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ମୋ ପାଖରେ ଦୁଇଟି ବିକଳ୍ପ ଥିଲା। ତେଣୁ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।”

ଫେବୃଆରୀ ୧୪ରେ ଗୋଆର ସମସ୍ତ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ। ମାର୍ଚ୍ଚ ୧୦ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ୨୦୧୭ରେ ମଧ୍ୟ ଗୋଆରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହୋଇଥିଲା। ଗୋଆ ମୋଟ ୪୦ ଆସନ ବିଶିଷ୍ଟ ବିଧାନସଭାରୁ ୧୭ଟିରେ ଜିତି ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଥିଲା।

ବିଜେପି ୧୩ଟି ଆସନ ପାଇଥିଲା। କିନ୍ତୁ ଅନ୍ୟ କିଛି ଦଳଙ୍କ ସହ ହାତ ମିଳାଇ ବିଜେପି ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। ଗୋଆରେ କ୍ଷମତାସୀନ ବିଜେପିକୁ ଏଥର କଂଗ୍ରେସ ବ୍ୟତୀତ ଟିଏମସି ଓ ଆପ ମଧ୍ୟ ଚ୍ୟାଲେଞ୍ଜ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story