ମୁଖ୍ୟମନ୍ତ୍ରୀଙ୍କ ଧମକ: ବିଜେପି ନେତାଙ୍କ ଜିଭକୁ ଚାରିଖଣ୍ଡ କରିଦେବେ !

ନୂଆଦିଲ୍ଲୀ: ବିଜେପି ନେତାଙ୍କୁ ଧମକ ଦେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । କହିଲେ ଜିଭ କାଟି ଚାରି ଖଣ୍ଡ କରିଦେବେ। ତେଲେଙ୍ଗାନା ବିଜେପି ମୁଖ୍ୟ ବାନ୍ଦି ସଞ୍ଜୟଙ୍କୁ ଏମିତି ଧମକ ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି।  ସଞ୍ଜୟ ଏଭଳି ସଂଘାତିକ୍‌  ଅଭିଯୋଗ ଆଣିବା ପରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଗଣମାଧ୍ୟମକୁ ସୂଚନା ଦେଇ କେ.ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ବିଜେପି ନେତା ବାନ୍ଦି ସଞ୍ଜୟ ଚାଷୀମାନଙ୍କୁ ଭୁଆଁ ବୋଲାଉ […]

TELENGANA CHIEF MINISTER KCR

TELENGANA CHIEF MINISTER KCR

Tapas Behera
  • Published: Monday, 08 November 2021
  • Updated: 08 November 2021, 06:26 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ନେତାଙ୍କୁ ଧମକ ଦେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । କହିଲେ ଜିଭ କାଟି ଚାରି ଖଣ୍ଡ କରିଦେବେ। ତେଲେଙ୍ଗାନା ବିଜେପି ମୁଖ୍ୟ ବାନ୍ଦି ସଞ୍ଜୟଙ୍କୁ ଏମିତି ଧମକ ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି।  ସଞ୍ଜୟ ଏଭଳି ସଂଘାତିକ୍‌  ଅଭିଯୋଗ ଆଣିବା ପରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି।

ଗଣମାଧ୍ୟମକୁ ସୂଚନା ଦେଇ କେ.ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ବିଜେପି ନେତା ବାନ୍ଦି ସଞ୍ଜୟ ଚାଷୀମାନଙ୍କୁ ଭୁଆଁ ବୋଲାଉ ଥିଲେ । ଚାଷୀମାନଙ୍କୁ  ଚାଷ କରିବାକୁ କହି ବିଜେପି ଆମଦାନୀ ବ୍ୟବସ୍ଥା କରିବ ବୋଲି ମିଛ କଥା କୁହାଯାଇଥିଲା। କିନ୍ତୁ କେନ୍ଦ୍ର ପକ୍ଷରୁ ଶଷ୍ୟ କିଣାଯାଉ ନାହିଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। ତେଣୁ କ୍ଷତିରୁ ବର୍ତ୍ତିବା ପାଇଁ ଅଲଗା ଅଲଗା ଚାଷ କରିବା ପାଇଁ କୃଷିମନ୍ତ୍ରୀ ଚାଷୀମାନଙ୍କୁ କହିଥିଲେ। ଚାଷ ପ୍ରସଙ୍ଗରେ  ସରକାର ଦାୟିତ୍ୱହୀନ ଭାବେ ଆଚରଣ କରୁଛନ୍ତି ବୋଲି  କେ.ଚନ୍ଦ୍ରଶେଖର ରାଓ କହିଛନ୍ତି।

ମୁଁ ଏନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଥିଲି। ବଏଲଡ୍‌ ରାଇସ୍‌ ନେବା ପାଇଁ ମୁଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲି। ଜବାବରେ ସେ କହିଥିଲେ ଯେ, ଏବାବଦରେ ନିଷ୍ପତ୍ତି ନେଇ ତାଙ୍କୁ ଜଣାଇବେ।  ଗତ ବର୍ଷ ତେଲେଙ୍ଗାନା ରାଜ୍ୟରେ ୫ ଲକ୍ଷ ଟନ୍‌ ଶଷ୍ୟ ଅମଳ କରାଯାଇଛି। ହେଲେ କେନ୍ଦ୍ର ପକ୍ଷରୁ ଏହାକୁ କିଣାଯାଉ ନାହିଁ।

ଏଭଳି କ୍ଷେତ୍ରରେ ସ୍ଥାନୀୟ ବିଜେପି ନେତା ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କେସିଆର କହିଛନ୍ତି। କେନ୍ଦ୍ର କହୁଛି ସେମାନେ ଶଷ୍ୟ କିଣିବେ ନାହିଁ। ହେଲେ ରାଜ୍ୟ ବିଜେପି କହୁଛି ଆମେ କିଣିବୁ। ତେଣୁ ବିଜେପି ନେତାମାନେ ଶସ୍ତା ଓ ହୀନ ମନ୍ତବ୍ୟ ଦେଉଛନ୍ତି। ଏଭଳି ଅନାବଶ୍ୟକ ମନ୍ତବ୍ୟ ଦେଲେ ଆମେ ଜିଭ କାଟି ଦେବୁ ବୋଲି ମନ୍ତବ୍ୟ ଦେଇଥିବା କେସିଆର କହିଛନ୍ତି । ସେପଟେ ତାଙ୍କୁ ଛୁଇଁବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି ସଞ୍ଜୟ। ଅନ୍ୟପଟେ ଅରୁଣାଚଳ ପ୍ରଦେଶରେ ଚାଇନାର ଦାଦାଗିରିକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କେସିଆର।  କହିଛନ୍ତି ଚାଇନା ଆମ ଉପରେ ଆକ୍ରମଣ କରୁଛି । ହେଲେ କେନ୍ଦ୍ର କୌଣସି ପଦକ୍ଷେପ ନେଇ ପାରୁନି।  ଆମେ ଏ ପର୍ଯ୍ୟନ୍ତ ବି ନିରବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story