୫.୮%କୁ କମିଲା ଜିଡିପି, ୫ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷର ଜାନୁଆରୀ-ମାର୍ଚ୍ଚ କ୍ୱାର୍ଟର ବା ତ୍ରୟମାସିକରେ ଭାରତର ଅର୍ଥନୀତିକ ଅଭିବୃଦ୍ଧି ହାର ୫ ବର୍ଷରେ ସର୍ବନିମ୍ନ ସ୍ତର ୫.୮%କୁ ଖସିଆସିଛି। କୃଷି ଏବଂ ଉତ୍ପାଦନ ଆଦି କ୍ଷେତ୍ରରେ ନିମ୍ନମାନର ପ୍ରଦର୍ଶନ କାରଣରୁ ଏପରି ହୋଇଥିବା କୁହାଯାଉଛି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ୨୦୧୮-୧୯ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୮% ଥିଲା, ଯାହାକି ଗତ ଆର୍ଥିକ ବର୍ଷର ୭.୨% ଠାରୁ କମ୍‌। ଏହି ଜିଡିପି ହାର ୨୦୧୪-୧୫ ପରଠାରୁ […]

gdp

gdp

Subrat Kumar Nayak
  • Published: Friday, 31 May 2019
  • Updated: 31 May 2019, 07:20 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷର ଜାନୁଆରୀ-ମାର୍ଚ୍ଚ କ୍ୱାର୍ଟର ବା ତ୍ରୟମାସିକରେ ଭାରତର ଅର୍ଥନୀତିକ ଅଭିବୃଦ୍ଧି ହାର ୫ ବର୍ଷରେ ସର୍ବନିମ୍ନ ସ୍ତର ୫.୮%କୁ ଖସିଆସିଛି। କୃଷି ଏବଂ ଉତ୍ପାଦନ ଆଦି କ୍ଷେତ୍ରରେ ନିମ୍ନମାନର ପ୍ରଦର୍ଶନ କାରଣରୁ ଏପରି ହୋଇଥିବା କୁହାଯାଉଛି। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ୨୦୧୮-୧୯ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୮% ଥିଲା, ଯାହାକି ଗତ ଆର୍ଥିକ ବର୍ଷର ୭.୨% ଠାରୁ କମ୍‌।

ଏହି ଜିଡିପି ହାର ୨୦୧୪-୧୫ ପରଠାରୁ ସବୁଠାରୁ କମ୍‌। ଏହାପୂର୍ବରୁ ସର୍ବନିମ୍ନ ରେକର୍ଡ ୨୦୧୩-୧୪ରେ ୬.୪% ଥିଲା। ଚତୁର୍ଥ କ୍ୱାର୍ଟରରେ ଅଭିବୃଦ୍ଧି ହାର ଚାଇନାର ୬.୪%ଠାରୁ ମଧ୍ୟ କମ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story