ଜେଡିୟୁକୁ ଶକ୍ତ ଝଟକା: ବିଜେପିରେ ମିଶିଲେ ୬ ବିଧାୟକ

ଇଟାନଗର: ବିଜେପି ସହ ମିଶି ବିହାରରେ ସରକାର ଗଠନ କରିଥିବା ଜେଡିୟୁକୁ ଶକ୍ତ ଝଟକା ଲାଗିଛି। ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ ଜଣ ବିଧାୟକ ଆଜି ଦଳ ଛାଡ଼ି କ୍ଷମତାସୀନ ବିଜେପିରେ ସାମିଲ ହୋଇଛନ୍ତି। ଅରୁଣାଚଳ ପ୍ରଦେଶରେ ଜେଡିୟୁର ୭ ଜଣ ବିଧାୟକ ଥିଲେ। ହେଲେ ଏବେ ୬ ଜଣ ବିଧାୟକ ପଦ୍ମ ଧରିଥିବା ବିଧାନସଭା ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି। ସେହିପରି ପିପୁଲ୍ସ ପାର୍ଟି ଅଫ ଅରୁଣାଚଳ(ପିପିଏ)ର ଏକମାତ୍ର ବିଧାୟକ କାରଡୋ ନୟିଗୋୟର ମଧ୍ୟ ଆଜି […]

re

re

Hemant Lenka
  • Published: Friday, 25 December 2020
  • Updated: 25 December 2020, 01:05 PM IST

Sports

Latest News

ଇଟାନଗର: ବିଜେପି ସହ ମିଶି ବିହାରରେ ସରକାର ଗଠନ କରିଥିବା ଜେଡିୟୁକୁ ଶକ୍ତ ଝଟକା ଲାଗିଛି। ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ ଜଣ ବିଧାୟକ ଆଜି ଦଳ ଛାଡ଼ି କ୍ଷମତାସୀନ ବିଜେପିରେ ସାମିଲ ହୋଇଛନ୍ତି। ଅରୁଣାଚଳ ପ୍ରଦେଶରେ ଜେଡିୟୁର ୭ ଜଣ ବିଧାୟକ ଥିଲେ। ହେଲେ ଏବେ ୬ ଜଣ ବିଧାୟକ ପଦ୍ମ ଧରିଥିବା ବିଧାନସଭା ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି।

ସେହିପରି ପିପୁଲ୍ସ ପାର୍ଟି ଅଫ ଅରୁଣାଚଳ(ପିପିଏ)ର ଏକମାତ୍ର ବିଧାୟକ କାରଡୋ ନୟିଗୋୟର ମଧ୍ୟ ଆଜି ବିଜେପିରେ ମିଶିଛନ୍ତି। ଆଗକୁ ଅରୁଣାଚଳ ପ୍ରଦେଶରେ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ ହେବ। ଏହାପୂର୍ବରୁ ରାଜ୍ୟରେ ବିଜେପି ନିଜର ଶକ୍ତି ବୃଦ୍ଧି କରିବାରେ ସମର୍ଥ ହୋଇଛି।

ନଭେମ୍ବର ୨୬ରେ ଜେଡିୟୁ ପକ୍ଷରୁ ୩ ଜଣ ବିଧାୟକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ଓ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଦଳର ୭ ବିଧାୟକ ବରିଷ୍ଠ ନେତା ବିନା ଅନୁମତିରେ ତଲେମ ତବହୋଙ୍କୁ ବିଧାନସଭାରେ ଜେଡିୟୁ ନେତା ଭାବେ ନିର୍ବାଚିତ କରିଥିଲେ। ସେହିପରି ପିପିଏର ବିଧାୟକଙ୍କୁ ମଧ୍ୟ ଦଳ ନିଲମ୍ବିତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story