କର୍ଣ୍ଣାଟକ ବିଧାନସଭା ପାଇଁ ମତଦାନ ଆରମ୍ଭ, କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟି ସିଟ୍‌ରେ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ଟା ଯାଏଁ ଏହା ଚାଲିବ। ରାଜ୍ୟର ପ୍ରାୟ  ୩ହଜାର ୩୭୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫ କୋଟି ଭୋଟର।  ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ସମ୍ବେଦନଶୀଳ ବୁଥ୍‌ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଅବାଧ ଓ […]

bhagya

bhagya

Rakesh Mallick
  • Published: Saturday, 12 May 2018
  • Updated: 12 May 2018, 09:55 AM IST

Sports

Latest News

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟି ସିଟ୍‌ରେ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ଟା ଯାଏଁ ଏହା ଚାଲିବ।

ରାଜ୍ୟର ପ୍ରାୟ  ୩ହଜାର ୩୭୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫ କୋଟି ଭୋଟର।  ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ସମ୍ବେଦନଶୀଳ ବୁଥ୍‌ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ୮୨ହଜାର ୧୫୭ଜଣ ସୁରକ୍ଷାକର୍ମୀଙ୍କ ସହ ୫୮୫ ପାରାମିଲିଟାରୀ କମ୍ପାନୀ ମୁତୟନ ହୋଇଛି।

ଏଥର କର୍ଣ୍ଣାଟକରେ ମୁଖ୍ୟତଃ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।  ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଗାଦିଚ୍ୟୁତ କରିବା ଲାଗି ପୁରା ଦମ୍ ଲଗାଇଛି ବିଜେପି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ।  ମାତ୍ର କିଛି ରାଜ୍ୟରେ କ୍ଷମତା ବଜାୟ ରଖିବାରେ ସଫଳ କଂଗ୍ରେସ ଲାଗି କର୍ଣ୍ଣାଟକ ବିଜୟ ମହୋଷଧୀ ସାବ୍ୟସ୍ତ ହୋଇପାରେ। ସେପଟେ ଦକ୍ଷିଣ ଭାରତରେ ପୁଣି ସ୍ଥିତି ଜାହିର କରିବା ଲାଗି ବିଜେପି ପାଇଁ ଏହା ଆଉ ଏକ ସୁଯୋଗ। କର୍ଣ୍ଣାଟକ ଜିତି ମୋଦିଙ୍କ ଜନପ୍ରିୟତାକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ରହିଛି ବିଜେପି । କଂଗ୍ରେସ- ବିଜେପି ଲଢେଇ ମଧ୍ୟରେ ଆଞ୍ଚଳିକ ପାର୍ଟି ଦେବେଗୌଡ଼ାଙ୍କ ଜେଡିଏସ୍‌କୁ ଉପେକ୍ଷା କରିହେବ ନାହିଁ। କିଙ୍ଗ୍‌ ମେକର ସିଟ୍‌ରେ ଜେଡିଏସ୍ ରହିବ ବୋଲି ପୂର୍ବରୁ ହୋଇଥିବା ଜନମତ ସର୍ଭେରେ ଆକଳନ କରାଯାଇଛି। ଆସନ୍ତା ୧୫ ତାରିଖରେ ଭୋଟ୍ ଗଣତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story