ତୃତୀୟ ସାମ୍ମୁଖ୍ୟ ପାଇଁ ସୋମବାର କେସିଆର-ଷ୍ଟାଲିନ୍‌ ଭେଟ୍‌!

ନୂଆଦିଲ୍ଲୀ: ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ଦେଶରେ ଆଉ ଗୋଟିଏ ରାଉଣ୍ଡ ନିର୍ବାଚନ ବାକି ରହିଥିବା ବେଳେ ଆସନ୍ତାକାଲି କେସିଆର ତାମିଲନାଡୁର ବିରୋଧୀ ଦଳ ଡିଏମକେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି। ଏଥିପାଇଁ କେସିଆର ଷ୍ଟାଲିନ୍‌ଙ୍କୁ ସମୟ ମାଗିଥିବା ଜଣାପଡ଼ିଛି। ପୂର୍ବରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଷ୍ଟାଲିନ୍‌ଙ୍କୁ ଭେଟି ଅଣ ବିଜେପି […]

w

w

Hemant Lenka
  • Published: Sunday, 12 May 2019
  • Updated: 12 May 2019, 05:38 PM IST

Sports

Latest News

ନୂଆଦିଲ୍ଲୀ: ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ଦେଶରେ ଆଉ ଗୋଟିଏ ରାଉଣ୍ଡ ନିର୍ବାଚନ ବାକି ରହିଥିବା ବେଳେ ଆସନ୍ତାକାଲି କେସିଆର ତାମିଲନାଡୁର ବିରୋଧୀ ଦଳ ଡିଏମକେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି। ଏଥିପାଇଁ କେସିଆର ଷ୍ଟାଲିନ୍‌ଙ୍କୁ ସମୟ ମାଗିଥିବା ଜଣାପଡ଼ିଛି।

ପୂର୍ବରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଷ୍ଟାଲିନ୍‌ଙ୍କୁ ଭେଟି ଅଣ ବିଜେପି ଓ ଅଣ କଂଗ୍ରେସ ମେଣ୍ଟ ସମ୍ପର୍କରେ ଆଲୋଚନା କରିବାକୁ ଚାହିଁଥିଲେ। ହେଲେ ଷ୍ଟାଲିନ୍‌ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିଛନ୍ତି। ଏଥିସହ ସେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବାରୁ ନାଇଡୁଙ୍କୁ ଭେଟି ପାରିନଥିଲେ।

ଏବେ ତୃତୀୟ ସାମ୍ମୁଖ୍ୟ ପାଇଁ କେସିଆର ଯୋଜନା ଆରମ୍ଭ କରିଛନ୍ତି। ଗତ ସପ୍ତାହରେ ଏଥିପାଇଁ ସେ କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କୁ ସାକ୍ଷାତ କରିଥିଲେ। ହେଲେ ବିଜୟନଙ୍କ ପକ୍ଷରୁ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳି ନଥିଲା। ବିଜୟନ ମେ’ ୨୩ ଭୋଟ ଫଳାଫଳ ପରେ ତାଙ୍କ ନିଷ୍ପତ୍ତି ଜଣାଇବେ ବୋଲି କହିଥିଲେ।

ଅନ୍ୟପକ୍ଷରେ କେସିଆରଙ୍କ ନେତୃତ୍ୱରେ ୨୧ଟି ଅଣ ବିଜେପି ଦଳ ମେ’ ୨୧ରେ ଭେଟି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଯୋଜନା କରୁଛନ୍ତି। ହେଲେ ଏହାର ନେତୃତ୍ୱ କେସିଆର ନେବେ ନା କଂଗ୍ରେସ ନା ଚନ୍ଦ୍ରବାବୁ ନାଇଡୁ ନେବେ, ତା’କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story