୨୫କୋଟିରୁ ଅଧିକ ପୁରୁଣା ନୋଟ୍‌ ବଦଳାଇବା ଅଭିଯୋଗରେ ପାରସମଲ ଲୋଧା ହେଲେ ଗିରଫ

ନୂଆଦିଲ୍ଲୀ: କର୍ଣ୍ଣାଟକର ଚର୍ଚ୍ଚିତ ବ୍ୟବସାୟୀ ଶେଖର ରେଡ୍ଡୀ ଏବଂ ଦିଲ୍ଲୀର ଓକିଲ ରୋହିତ୍‌ ଟଣ୍ଡନ୍‌ଙ୍କ ପୁରୁଣା ଟଙ୍କା ବଦଳାଇବା ଅଭିଯୋଗରେ କୋଲକାତାର ପ୍ରତିଷ୍ଠିତ ବ୍ୟବସାୟୀ ପାରସମଲ ଲୋଧାଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ପାରସମଲଙ୍କୁ ମୁମ୍ବାଇ ବିମାନ ବନ୍ଦରରୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ୨୫କୋଟିରୁ ଅଧିକ ପୁରୁଣା ନୋଟ୍‌ ବଦଳାଇବାର ଅଭିଯୋଗ ରହିଥିଲା। ଏହା ନେଇ ଇଡି ତରଫରୁ ତାଙ୍କ ଉପରେ ଲଗାତାର ନଜର ରଖାଯାଇଥିଲା। ଗିରଫ ଭୟରେ ସେ ବିଦେଶ ଖସି ପଳାଇବା […]

-oldcurrency

-oldcurrency

Rakesh Mallick
  • Published: Thursday, 22 December 2016
  • Updated: 22 December 2016, 01:50 PM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକର ଚର୍ଚ୍ଚିତ ବ୍ୟବସାୟୀ ଶେଖର ରେଡ୍ଡୀ ଏବଂ ଦିଲ୍ଲୀର ଓକିଲ ରୋହିତ୍‌ ଟଣ୍ଡନ୍‌ଙ୍କ ପୁରୁଣା ଟଙ୍କା ବଦଳାଇବା ଅଭିଯୋଗରେ କୋଲକାତାର ପ୍ରତିଷ୍ଠିତ ବ୍ୟବସାୟୀ ପାରସମଲ ଲୋଧାଙ୍କୁ ଗିରଫ କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ପାରସମଲଙ୍କୁ ମୁମ୍ବାଇ ବିମାନ ବନ୍ଦରରୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ୨୫କୋଟିରୁ ଅଧିକ ପୁରୁଣା ନୋଟ୍‌ ବଦଳାଇବାର ଅଭିଯୋଗ ରହିଥିଲା। ଏହା ନେଇ ଇଡି ତରଫରୁ ତାଙ୍କ ଉପରେ ଲଗାତାର ନଜର ରଖାଯାଇଥିଲା। ଗିରଫ ଭୟରେ ସେ ବିଦେଶ ଖସି ପଳାଇବା ଯୋଜନାରେ ଥିଲେ।

ଖବର ମୁତାବକ ଲୋଧାକଙ୍କୁ ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀ ଅଣାଯାଇଛି ଏବଂ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଏହାପରେ ଇଡି ଟିମ୍‌ ତାଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ପାଇଁ ପଚରାଉଚରା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story