ଲକଡାଉନ କରୋନା ଭାଇରସକୁ ହରାଇପାରିବ ନାହିଁ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ମହାମାରୀ କରୋନାକୁ ଲକଡାଉନ ଜାରି କରି ଆମେ ପରାସ୍ତ କରିପାରିବା ନାହିଁ। ସରକାର ମାତ୍ରାଧିକ ପରୀକ୍ଷା କରିବା ଦରକାର। ଯୋଜାବଦ୍ଧ ଓ ମିଳିତ ଭାବେ ଲଢ଼େଇ କଲେ ଆମେ ନିଶ୍ଚିତ କରୋନା ଭାଇରସକୁ ପରାସ୍ତ କରିପାରିବା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି। ଦେଶରେ ଜାରି ଲକଡାଉନ ଓ କରୋନା ସଂକ୍ରମଣକୁ ନେଇ ଆଜି ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ଦ୍ୱାରା ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଛନ୍ତି, “କୌଣସି ବି ପରିସ୍ଥିତିରେ ଲକଡାଉନ […]

yg

yg

Hemant Lenka
  • Published: Thursday, 16 April 2020
  • Updated: 16 April 2020, 02:38 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାକୁ ଲକଡାଉନ ଜାରି କରି ଆମେ ପରାସ୍ତ କରିପାରିବା ନାହିଁ। ସରକାର ମାତ୍ରାଧିକ ପରୀକ୍ଷା କରିବା ଦରକାର। ଯୋଜାବଦ୍ଧ ଓ ମିଳିତ ଭାବେ ଲଢ଼େଇ କଲେ ଆମେ ନିଶ୍ଚିତ କରୋନା ଭାଇରସକୁ ପରାସ୍ତ କରିପାରିବା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି। ଦେଶରେ ଜାରି ଲକଡାଉନ ଓ କରୋନା ସଂକ୍ରମଣକୁ ନେଇ ଆଜି ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ଦ୍ୱାରା ସାମ୍ବାଦିକ ସମ୍ମିଳନୀ କରିଥିଲେ।

ସେ କହିଛନ୍ତି, “କୌଣସି ବି ପରିସ୍ଥିତିରେ ଲକଡାଉନ କରୋନାକୁ ପରାସ୍ତ କରିପାରିବ ନାହିଁ। ଏହା କେବଳ ଭାଇରସକୁ କିଛି କ୍ଷଣ ପାଇଁ ଅଟକାଇ ଦେଇପାରିବ। ଭାଇରସକୁ ହରାଇବାକୁ ହେଲେ ଆମକୁ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡ଼ିବ। ଏବେ ସରକାର କେବଳ ଭାଇରସ ପଛରେ ଦଉଡ଼ିଛନ୍ତି। ତେଣୁ ବିନା ପରୀକ୍ଷାରେ ଭାରତରେ ମହାମାରୀ କରୋନା ସ୍ଥିତି କ’ଣ ସେକଥା ଜାଣିବା କଷ୍ଟକର। ଏବେ ପରୀକ୍ଷା ବହୁତ କମ ହେଉଛି। ତେଣୁ ଟେଷ୍ଟିଂ ପ୍ରକ୍ରିୟାକୁ ବଢ଼ାଇବାକୁ ପ୍ରସ୍ତାବ ଦେଉଛି। ଏହାଦ୍ୱାରା ଆମେ କରୋନା ସ୍ଥିତି ଜାଣିବା ସହ ଏହାକୁ ପରାସ୍ତ କରିପାରିବା।”

ରାହୁଲ ଆହୁରି କହିଛନ୍ତି, “ସରକାର ଏକ ଫାଇନାନସିଆଲ ନେଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆପଣ ନ୍ୟାୟ ସ୍କିମ କୁହନ୍ତୁ ନାହିଁ। ଶ୍ରମିକ ଓ ଗରିବ ଲୋକଙ୍କୁ ଖାଇବାକୁ ଦେବା ସହ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାନ୍ତୁ। ଏହାକୁ ଆପଣ ସମାଲୋଚନା ଭାବେ ଗ୍ରହଣ କରନ୍ତୁ ନାହିଁ।

ମୁଁ ପୂର୍ବକୁ ଫେରିବାକୁ ଚାହୁଁନାହିଁ। ଆମକୁ ଏବେ ଏକାଠି ଲଢ଼େଇ କରିବାକୁ ପଡ଼ିବ। କାଦୁଅ ପିଙ୍ଗାରେ କିଛି ବି ଲାଭ ନାହିଁ। ଆମ ପାଖରେ ଥିବା ସମ୍ବଳକୁ ସତର୍କତାର ସହ ବ୍ୟବହାର କରିବା ଉଚିତ। ରାଜ୍ୟ ଓ ଜିଲ୍ଲାମାନଙ୍କୁ ଅଧିକ ଅନୁଦାନ ଦେଲେ ଲଢ଼େଇ ଜୋରଦାର ହୋଇପାରିବ।

ଆମେ କେବେ ହେଲେ ଡରିବା ନାହିଁ। ଲଢ଼େଇ କରି ଜିତିଲେ, ଆମ ଦେଶ ଉଚ୍ଚକୁ ଯାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିବ। ଗୋଟିଏ ପଟେ ଜୀବନ ଓ ଆଉ ଗୋଟିଏ ପଟେ ଅର୍ଥନୀତି। ଜୀବନ ରକ୍ଷା କରିବାକୁ ଯାଇ ଅର୍ଥନୀତି ଯେମିତି ସଂପୂର୍ଣ୍ଣ ରୂପ ଭୁଶୁଡ଼ି ନ ପଡ଼ିବ, ସେକଥାକୁ ମଧ୍ୟ ଗୁରୁତ୍ୱ ଦେବାକୁ ହେବ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story