କରୋନା ପାଇଁ ମୁଲତବୀ ଘୋଷଣା ହେଲା ଲୋକସଭା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ଆଜି ଲୋକସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଏକାଧିକ ସଦସ୍ୟ କରୋନା ପାଇଁ ଲୋକସଭାର ବଜେଟ ଅଧିବେଶନକୁ ବନ୍ଦ କରିବାକୁ ଦାବି କରିଥିଲେ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଓମ ବିର୍ଲା ବିଭିନ୍ନ ଦଳର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହ ଚାଲିବା ସମୟରେ ଫାଇନାନ୍ସ ବିଲ-୨୦୨୦ ଆଗତ ହୋଇଥିଲା। ତେବେ ଏହା ଉପରେ କୌଣସି […]

d

d

Hemant Lenka
  • Published: Monday, 23 March 2020
  • Updated: 23 March 2020, 04:06 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ଆଜି ଲୋକସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଏକାଧିକ ସଦସ୍ୟ କରୋନା ପାଇଁ ଲୋକସଭାର ବଜେଟ ଅଧିବେଶନକୁ ବନ୍ଦ କରିବାକୁ ଦାବି କରିଥିଲେ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଓମ ବିର୍ଲା ବିଭିନ୍ନ ଦଳର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା।

ଗୃହ ଚାଲିବା ସମୟରେ ଫାଇନାନ୍ସ ବିଲ-୨୦୨୦ ଆଗତ ହୋଇଥିଲା। ତେବେ ଏହା ଉପରେ କୌଣସି ବିତର୍କ ହୋଇ ନଥିଲା। ବାଚନିକ ଭୋଟ ମାଧ୍ୟମରେ ଏହି ବିଲ୍‌କୁ ପାସ କରାଯାଇଥିଲା। ଏହି ବିଲ୍‌ ପାସ ହେବା ପରେ ବାଚସ୍ପତି ବିର୍ଲା ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ। ଚଳିତ ବଜେଟ ଅଧିବେଶନ ଏପ୍ରିଲ ୩ରେ ଶେଷ ହେବାର ଥିଲା। କିନ୍ତୁ କରୋନା ପାଇଁ ଏହାକୁ ଆଗୁଆ ବନ୍ଦ କରିଦିଆଯାଇଛି।

ରାଜ୍ୟସଭା ମଧ୍ୟ ଆଜି ସନ୍ଧ୍ୟାରେ ମୁଲତବୀ ଘୋଷଣା ହେବ। ଏଥିପାଇଁ ଆଜି ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ଗୃହକୁ ବନ୍ଦ କରିବାକୁ ଦାବି ହୋଇଥିଲା। ଶେଷରେ ଆଜିର ଗୃହ କାର୍ଯ୍ୟ ପରେ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯିବ ବୋଲି ଅଧ୍ୟକ୍ଷ ନାଇଡୁ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story