ମମତାଙ୍କ ସରକାର ସବୁ ପୂଜା କମିଟିକୁ ଦେବେ ୧୦ ହଜାର ଟଙ୍କା, ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗର ସମସ୍ତ ପୂଜା କମିଟିକୁ ୧୦ ହଜାର ଟଙ୍କା ଲେଖାଏ ଦେବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଆଜି ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଏବେ ପଶ୍ଚିମବଙ୍ଗ ସରକାର କୋଲକାତାର ୩ ହଜାର ପୂଜା କମିଟି ଏବଂ ବିଭିନ୍ନ ଜିଲ୍ଲାରେ ଥିବା ୨୫ ହଜାର ଦୁର୍ଗା ମଣ୍ଡପକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏ ଦାନ ଦିଆଯିବ। କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ ହେଁ ଆସନ୍ତା […]

f

f

Hemant Lenka
  • Published: Friday, 12 October 2018
  • Updated: 12 October 2018, 08:23 PM IST

Sports

Latest News

ନୂଆଦିଲ୍ଲୀ: ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗର ସମସ୍ତ ପୂଜା କମିଟିକୁ ୧୦ ହଜାର ଟଙ୍କା ଲେଖାଏ ଦେବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଆଜି ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଏବେ ପଶ୍ଚିମବଙ୍ଗ ସରକାର କୋଲକାତାର ୩ ହଜାର ପୂଜା କମିଟି ଏବଂ ବିଭିନ୍ନ ଜିଲ୍ଲାରେ ଥିବା ୨୫ ହଜାର ଦୁର୍ଗା ମଣ୍ଡପକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏ ଦାନ ଦିଆଯିବ।

କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ ହେଁ ଆସନ୍ତା ୬ ସପ୍ତାହ ମଧ୍ୟରେ କାହିଁକି କମିଟି ଗୁଡ଼ିକୁ ୧୦ ହଜାର ଟଙ୍କା ଲେଖାଏ ଦିଆଯାଉଛି, ତା’ର ବିସ୍ତୃତ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଦାନ ପୂଜା କମିଟି ଗୁଡ଼ିକୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଏକ ନିର୍ଦ୍ଦିଷ୍ଟ ଧର୍ମର ପୂଜାପର୍ବ ପାଇଁ ଲୋକଙ୍କ ଅର୍ଥ ଖର୍ଚ୍ଚ କରାଯିବା ଠିକ୍‌ ନୁହେଁ ଏବଂ ଏଭଳି କରି ରାଜ୍ୟ ସରକାର ଭାରତରେ ପ୍ରଚଳିତ ଧର୍ମନିରପେକ୍ଷ ନୀତି ପ୍ରତି କୁଠାରାଘାତ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା।

ପ୍ରଥମେ ଏହା ବିରୋଧରେ କ୍ୟାଲକାଟା ହାଇକୋର୍ଟରେ ଆବେଦନ ହୋଇଥିଲେ ହେଁ କୋର୍ଟ ଏହାକୁ ଗ୍ରହଣ କରିନଥିଲେ। ଆବେଦନକାରୀ ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story