ମମତା ବାନାର୍ଜୀଙ୍କ ଫଟୋ ମର୍ଫି ମାମଲା, ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫଟୋକୁ ମର୍ଫି କରିଥିବା ମାମଲାରେ ଜେଲ୍‌ ଯାଇଥିବା ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ଜେଲରୁ ଛାଡିବାରେ କାହିଁକି ବିଳମ୍ୱ କଲ? ଏ ପ୍ରଶ୍ନ ପଚାରି ପଶ୍ଚିମବଙ୍ଗ ସରକାରଙ୍କ ପାଖରୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଫୋଟ ମର୍ଫି ମାମଲାରେ ମେ ୧୪ ତାରିଖରେ ମାମଲାର ଶୁଣାଣି କରି କୋର୍ଟ ବିଜେପି ନେତ୍ରୀଙ୍କୁ ଜାମିନ ମଞ୍ଜୁର କରିଥିଲେ। ଏଥିସହ ତାଙ୍କୁ ଜେଲ୍‌ରୁ ତୁରନ୍ତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜେଲ୍ କର୍ତ୍ତୃପକ୍ଷ […]

mamata

mamata

Subhransu Sekhar
  • Published: Monday, 01 July 2019
  • Updated: 01 July 2019, 02:36 PM IST

Sports

Latest News

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫଟୋକୁ ମର୍ଫି କରିଥିବା ମାମଲାରେ ଜେଲ୍‌ ଯାଇଥିବା ବିଜେପି ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ଜେଲରୁ ଛାଡିବାରେ କାହିଁକି ବିଳମ୍ୱ କଲ? ଏ ପ୍ରଶ୍ନ ପଚାରି ପଶ୍ଚିମବଙ୍ଗ ସରକାରଙ୍କ ପାଖରୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଫୋଟ ମର୍ଫି ମାମଲାରେ ମେ ୧୪ ତାରିଖରେ ମାମଲାର ଶୁଣାଣି କରି କୋର୍ଟ ବିଜେପି ନେତ୍ରୀଙ୍କୁ ଜାମିନ ମଞ୍ଜୁର କରିଥିଲେ। ଏଥିସହ ତାଙ୍କୁ ଜେଲ୍‌ରୁ ତୁରନ୍ତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜେଲ୍ କର୍ତ୍ତୃପକ୍ଷ ୧୮ ଘଣ୍ଚା ପରେ ପ୍ରିୟଙ୍କା ଛାଡ଼ିଥିଲେ।priyanka-sharma

ଖାଲି ଏତିକି ନୁହଁ ପ୍ରିୟଙ୍କା ଜେଲରୁ ମୁକୁଳିବା ବେଳେ ଜେଲ କର୍ମଚାରୀ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ସତ୍ୟପାଠରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଯାହକି ମାନବାଧିକାର କ୍ଷୁର୍ଣ୍ଣ ଏବଂ ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ବୋଲି ସେ ଦର୍ଶାଇଥିଲେ। ଏହାକୁ ନେଇ ବିଜେପି ନେତ୍ରୀଙ୍କ ଓକିଲ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସୁପ୍ରିମକୋର୍ଟରେ। କାହିଁକି ସୁପ୍ରିମକୋର୍ଟଙ୍କ ଆଦେଶ ପରେ ବି ପ୍ରିୟଙ୍କାଙ୍କୁ ଜେଲରୁ ଛାଡ଼ିବାରେ ବିଳମ୍ୱ ହେଲା ସେ ନେଇ ପଶ୍ଚିମବଙ୍ଗ ପୁଲିସକୁ ଜବାବ ମାଗିବା ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ବିଜେପି ନେତ୍ରୀଙ୍କ ଓକିଲ।

ସେତେବେଳେ ଗ୍ରୀଷ୍ମକାଳୀନ ଛୁଟି ପଡ଼ୁଥିବାରୁ କୋର୍ଟ ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ। ପରେ ଆଜି ସୁପ୍ରିମକୋର୍ଟ ଖୋଲିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏହି ମାମଲାର ଶୁଣାଣି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story