ଦ୍ଵିତୀୟ ଦିନରେ ବି ଭଦ୍ରାଙ୍କୁ ଇଡିର ମାରାଥନ ଜେରା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସିଥିବା ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ତଥା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଆଜି ଦ୍ୱିତୀୟ ଦିନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାରାଥନ ଜେରା କରିଛି। ଆଜି ସକାଳ ପ୍ରାୟ ୧୧.୩୦ରେ ଭଦ୍ରା ଜେରା ହେବା ପାଇଁ ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ଇଡି ତାଙ୍କୁ ଦୀର୍ଘ ୨ ଘଣ୍ଟାକାଳ ଜେରା କରିଥିଲା। ଏହାପରେ ସେ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ। ସେ ମଧ୍ୟାହ୍ନ ଭୋଜନରୁ […]

ra

ra

Hemant Lenka
  • Published: Thursday, 07 February 2019
  • Updated: 07 February 2019, 09:03 PM IST

Sports

Latest News

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଫସିଥିବା ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ତଥା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଆଜି ଦ୍ୱିତୀୟ ଦିନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାରାଥନ ଜେରା କରିଛି। ଆଜି ସକାଳ ପ୍ରାୟ ୧୧.୩୦ରେ ଭଦ୍ରା ଜେରା ହେବା ପାଇଁ ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ଇଡି ତାଙ୍କୁ ଦୀର୍ଘ ୨ ଘଣ୍ଟାକାଳ ଜେରା କରିଥିଲା।

ଏହାପରେ ସେ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ। ସେ ମଧ୍ୟାହ୍ନ ଭୋଜନରୁ ଫେରିବା ପରେ ଇଡି ପୁଣି ଜେରା ଆରମ୍ଭ କରିଥିଲା। ବିଳମ୍ବିତ ରାତି ଯାଏ ଏହି ଜେରା ପ୍ରକ୍ରିୟା ଜାରି ରହିଥିଲା।

ଗତକାଲି ମଧ୍ୟ ଇଡି ଲଣ୍ଡନରେ ବେଆଇନ୍‌ ସମ୍ପତ୍ତି ଠୁଳ କରିବା ମାମଲାରେ ଶ୍ରୀ ଭଦ୍ରାକୁ ୫ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା। ଏହି ସମୟରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ୪୨ଟି ପ୍ରଶ୍ନ ପଚରାଯାଇଥିବା ଜଣାପଡ଼ିଛି। ଆଜି ମଧ୍ୟ ତାଙ୍କ ଏକାଧିକ ପ୍ରଶ୍ନ କରାଯାଇଛି। ଲଣ୍ଡନରେ ଶ୍ରୀ ଭଦ୍ରାଙ୍କର ୮ରୁ ୯ଟି ବେଆଇନ୍‌ ସମ୍ପତ୍ତି ଥିବା ଜଣାପଡ଼ିଛି।

ଏପରି କି କିଛି ରୋଚକ ଇ-ମେଲ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଭଦ୍ରା ନିଜ କୋଠାର ମରାମତି, ପୁନର୍ନିର୍ମାଣ ଓ ସାଜସଜ୍ଜା ବିଷୟରେ ଲଣ୍ଡନର ଜଣେ ବ୍ୟକ୍ତିଙ୍କ ସହ ଇମେଲ ଜରିଆରେ ଆଲୋଚନା କରୁଥିବାର ପ୍ରମାଣ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story