ମାର୍ଚ୍ଚ ୩୧ ତାରିଖରେ ବହୁମତ ସାବ୍ୟସ୍ତ କରିବାକୁ ହରିଶ ରାୱତଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ଦେଖାଯାଇଥିବା ରାଜନୈତିକ ଅସ୍ଥିରତାରେ ମଙ୍ଗଳବାର ଏକ ନୂଆ ମୋଡ଼ ଆସିଛି। ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ବିତାଡ଼ିତ ହରିଶ ରାୱତ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ଫଳରେ କେନ୍ଦ୍ର ସରକାରଙ୍କୁ ଏକ ଶକ୍ତ ଝଟକା ଲାଗିଛି। କେନ୍ଦ୍ର ସରକାର ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାର ଦୁଇ ଦିନ ପରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଜଷ୍ଟିସ‌ ୟୁ.ସି ଧ୍ୟାନି ଏହି ନିର୍ଦ୍ଦେଶ ଦେବା ସହିତ […]

harish-ravat

harish-ravat

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 04:15 PM IST

Sports

Latest News

ଡେରାଡୁନ୍‌: ଉତ୍ତରାଖଣ୍ଡରେ ଦେଖାଯାଇଥିବା ରାଜନୈତିକ ଅସ୍ଥିରତାରେ ମଙ୍ଗଳବାର ଏକ ନୂଆ ମୋଡ଼ ଆସିଛି। ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ବିତାଡ଼ିତ ହରିଶ ରାୱତ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ। ଫଳରେ କେନ୍ଦ୍ର ସରକାରଙ୍କୁ ଏକ ଶକ୍ତ ଝଟକା ଲାଗିଛି। କେନ୍ଦ୍ର ସରକାର ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାର ଦୁଇ ଦିନ ପରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି।

ଜଷ୍ଟିସ‌ ୟୁ.ସି ଧ୍ୟାନି ଏହି ନିର୍ଦ୍ଦେଶ ଦେବା ସହିତ ଅଯୋଗ୍ୟ ଘୋଷିତ ୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଆସ୍ଥା ଭୋଟ‌ରେ ମତଦାନ କରିବାକୁ ଅନୁମତି ଦେଇଛନ୍ତି। ତେବେ ସେମାନଙ୍କ ଭୋଟ୍‌ ଗୁଡ଼ିକୁ ପୃଥକ ଭାବେ ରଖାଯିବ। ଫଳାଫଳ ବାହାରି ସାରିବା ପରେ ସେମାନଙ୍କ ଭୋଟ୍‌ ଗୁଡ଼ିକୁ ମିଶା ଯିବ।

ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନକୁ ସ୍ଥଗିତ ରଖିବା ନେଇ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ କିଛି ସ୍ପଷ୍ଟ କରି ନାହାନ୍ତି। ସେହିଭଳି ହରିଶ ରାୱତଙ୍କ ସରକାରକୁ ନିଲମ୍ୱନକୁ ପ୍ରତ୍ୟାହାର କରି ନିଆଯିବା ନେଇ ମଧ୍ୟ କୋର୍ଟ କିଛି ସ୍ପଷ୍ଟ କରି ନାହାନ୍ତି। ହାଇକୋର୍ଟଙ୍କ ଏହି ରାୟକୁ ଆସନ୍ତାକାଲି କେନ୍ଦ୍ର ସରକାର ହାଇକୋର୍ଟଙ୍କ ଡିଭିଜନ‌ ବେଞ୍ଚ ନିକଟରେ ଅପିଲ‌ କରି ପାରନ୍ତି। ସେହିଭଳି ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ନେଇ କଂଗ୍ରେସ ପକ୍ଷରୁ ମଧ୍ୟ ହାଇକୋର୍ଟଙ୍କ ଡିଭିଜନ‌ ବେଞ୍ଚ ନିକଟରେ ଆବେଦନ କରାଯିବ ବୋଲି ଜଣାପଡ଼ିଛି।

ହରିଶ ରାୱତଙ୍କ ପକ୍ଷରୁ ଆଜି ଅଭିଷେକ ମନୁ ସିଂଘଭି ହାଇକୋର୍ଟରେ ମାମଲା ଲଢ଼ିଥିଲେ। ସେ ଉତ୍ତରାଖଣ୍ଡରେ ଜାରି ରାଷ୍ଟ୍ରପତି ଶାସନକୁ ବେଆଇନ‌ କହିବା ସହିତ ଏହାକୁ ତୁରନ୍ତ ଉଠାଇ ନେବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ।

ହାଇକୋର୍ଟଙ୍କ ରାୟକୁ ହରିଶ ରାୱତ ସ୍ୱାଗତ କରିଛନ୍ତି। ହାଇକୋର୍ଟଙ୍କ ଏହି ରାୟ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଅସ୍ଥିରତା ସୃଷ୍ଟି କରିବା ଉଦ୍ୟମରୁ ବିଜେପିକୁ କ୍ଷାନ୍ତ ରଖିବ ବୋଲି ସେ ଆଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story