ସୀମାରେ ପ୍ରବଳ ଗୁଳିବର୍ଷା, ତୋପର ବ୍ୟବହାର କରୁଛି ପାକିସ୍ତାନ

ଶ୍ରୀନଗର: ଭାରତ ଓ ପାକିସ୍ତାନ ସୀମାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାର ଏକାଧିକ ସ୍ଥାନରେ ପାକିସ୍ତାନ ପକ୍ଷରୁ ଭାରତୀୟ ଆଉଟ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରାଯାଇଛି। ପାକିସ୍ତାନ ସେନା ପକ୍ଷରୁ ତୋପର ମଧ୍ୟ ବ୍ୟବହାର କରାଯାଉଛି। ତୋପ ଦ୍ୱାରା ପାକିସ୍ତାନ ସେନା ଭାରତୀୟ ପୋଷ୍ଟକୁ ଗୁଳିମାଡ଼ କରିଛି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଉଛି। ଏହି କାରଣରୁ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ କେରନ ଓ ମାଚ୍ଛଲ ସେକ୍ଟରରେ […]

nb

nb

Hemant Lenka
  • Published: Thursday, 01 October 2020
  • Updated: 01 October 2020, 09:27 PM IST

Sports

Latest News

ଶ୍ରୀନଗର: ଭାରତ ଓ ପାକିସ୍ତାନ ସୀମାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାର ଏକାଧିକ ସ୍ଥାନରେ ପାକିସ୍ତାନ ପକ୍ଷରୁ ଭାରତୀୟ ଆଉଟ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରାଯାଇଛି। ପାକିସ୍ତାନ ସେନା ପକ୍ଷରୁ ତୋପର ମଧ୍ୟ ବ୍ୟବହାର କରାଯାଉଛି। ତୋପ ଦ୍ୱାରା ପାକିସ୍ତାନ ସେନା ଭାରତୀୟ ପୋଷ୍ଟକୁ ଗୁଳିମାଡ଼ କରିଛି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଉଛି। ଏହି କାରଣରୁ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ କେରନ ଓ ମାଚ୍ଛଲ ସେକ୍ଟରରେ ଏଭଳି ଆକ୍ରମଣ ଆରମ୍ଭ କରିଛି।

ଏହାପୂର୍ବରୁ ନୌସେରା ଓ ପୁଞ୍ଚରେ ପାକିସ୍ତାନ ପ୍ରବଳ ଶେଲିଂ କରିଥିଲା। ଏଥିରେ ୩ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଗତକାଲି ରାତିରୁ ପାକିସ୍ତାନ ପକ୍ଷରୁ ମାନକୋଟ ଓ କ୍ରୀଷ୍ଣାଘାଟି ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଏହା ଏବେ ଚରମ ସୀମାରେ ପହଞ୍ଚି ଯାଇଥିବା ଜଣାପଡ଼ିଛି। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story