୩୬ହଜାର କୋଟି ଟଙ୍କାରେ ତିଆରି ହେବାକୁ ଥିବା ଶିବାଜୀ ସ୍ମାରକୀର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଶିବାଜୀ ମହାରାଜଙ୍କ ଭବ୍ୟ ସ୍ମାରକୀର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଆରବ ସାଗରର ମୁମ୍ବାଇ ଉପକୂଳରେ ତିଆରି ହେବାକୁ ଥିବା ୧୯୨ ମିଟର ଲମ୍ବର ଏହି ସ୍ମାରକୀ ପାଇଁ ୩୬କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି। ଏହି ସ୍ମାରକ କେବଳ ଦେଶର ନୁହେଁ ବରଂ ବିଶ୍ୱର ସବୁଠୁ ଲମ୍ବା ସ୍ମାରକୀ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌। ଏହି […]

shivaji-memorial

shivaji-memorial

Rakesh Mallick
  • Published: Saturday, 24 December 2016
  • Updated: 24 December 2016, 05:29 PM IST

Sports

Latest News

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଶିବାଜୀ ମହାରାଜଙ୍କ ଭବ୍ୟ ସ୍ମାରକୀର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଆରବ ସାଗରର ମୁମ୍ବାଇ ଉପକୂଳରେ ତିଆରି ହେବାକୁ ଥିବା ୧୯୨ ମିଟର ଲମ୍ବର ଏହି ସ୍ମାରକୀ ପାଇଁ ୩୬କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି।

ଏହି ସ୍ମାରକ କେବଳ ଦେଶର ନୁହେଁ ବରଂ ବିଶ୍ୱର ସବୁଠୁ ଲମ୍ବା ସ୍ମାରକୀ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌। ଏହି ଅବସରରେ ମଞ୍ଚରେ ନରେନ୍ଦ୍ର ମୋଦିଙ୍କ ସମେତ ଶିବସେନାର ଉଦ୍ଧବ ଠାକରେ, ନିତୀଶ ଗଡ଼କରି ଏବଂ ସୁରେଶ ପ୍ରଭୁ ଉପସ୍ଥିତ ରହିଥିଲେ। ୩୨ ଏକର ଜାଗା ଉପରେ ତିଆରି ହେବାକୁ ଥିବା ଏହି ସ୍ମାରକୀକୁ ଏକା ସହ ୧୦ ହଜାର ଲୋକ ଦେଖିପାରିବେ। ଏହି ମୂର୍ତ୍ତି ତିଆରି ଦାୟିତ୍ୱ ଖ୍ୟାତାନାମା ଶିଳ୍ପୀ ଏବଂ ପଦ୍ମଭୂଷଣରେ ସମ୍ମାନିତ ରାମ ସୁତାରଙ୍କୁ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story