ଦେଶର ଆର୍ଥିକ ବିକାଶ ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ: ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଗସ୍ତରେ ଯାଇ ଏନ୍‌ଆଇଏସ୍‌ଏମ୍‌ର ନୂଆ କ୍ୟାମ୍ପସ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଅର୍ଥବ୍ୟବସ୍ଥା ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ଦେଶର ଆର୍ଥିକ ବିକାଶ ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରିବେ। ଏହି ସରକାର ରାଜନୀତିର ଲାଭ ପାଇଁ ଦେଶର ଅର୍ଥବ୍ୟବସ୍ଥା ସହିତ କୌଣସି ପ୍ରକାର ବୁଝାମଣା କରିବ ନାହିଁ। ବିମୁଦ୍ରାକରଣ ମଧ୍ୟ ଏଭଳି ଏକ ପଦକ୍ଷେପ। ବିମୁଦ୍ରାକରଣ ପରେ ଅନେକ ଅସୁବିଧା ହୋଇଛି […]

-modi_nism

-modi_nism

Rakesh Mallick
  • Published: Saturday, 24 December 2016
  • Updated: 24 December 2016, 02:30 PM IST

Sports

Latest News

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଗସ୍ତରେ ଯାଇ ଏନ୍‌ଆଇଏସ୍‌ଏମ୍‌ର ନୂଆ କ୍ୟାମ୍ପସ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଅର୍ଥବ୍ୟବସ୍ଥା ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି।

ଦେଶର ଆର୍ଥିକ ବିକାଶ ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରିବେ। ଏହି ସରକାର ରାଜନୀତିର ଲାଭ ପାଇଁ ଦେଶର ଅର୍ଥବ୍ୟବସ୍ଥା ସହିତ କୌଣସି ପ୍ରକାର ବୁଝାମଣା କରିବ ନାହିଁ। ବିମୁଦ୍ରାକରଣ ମଧ୍ୟ ଏଭଳି ଏକ ପଦକ୍ଷେପ। ବିମୁଦ୍ରାକରଣ ପରେ ଅନେକ ଅସୁବିଧା ହୋଇଛି କିନ୍ତୁ ଭବିଷ୍ୟତ ପାଇଁ ଏହା ଲାଭଦାୟକ ବୋଲି ନରେନ୍ଦ୍ର ମୋଦି କହିଛନ୍ତି।

ବିମୁଦ୍ରାକରଣ ଭଳି ପଦକ୍ଷେପକୁ ସମାଲୋଚକମାନେ ମଧ୍ୟ ପ୍ରଶଂସା କରିଥିବା ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story