କଥା ରଖିଲେ ମୋଦି, ଜଳଶକ୍ତି ଓ ମତ୍ସ୍ୟ ପାଳନ ମନ୍ତ୍ରଣାଳୟ ଗଠିତ

ନୂଆଦିଲ୍ଲୀ: ‘‘ପୁଣି କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିଲେ ଆମେ ଜଳଶକ୍ତି ବିଭାଗ ଗଠନ କରିବୁ। ଏହି ମନ୍ତ୍ରଣାଳୟ ଦେଶରେ ଜଳ ସମସ୍ୟା ଦୂର କରିବ।” ଏପ୍ରିଲ ୧୩ରେ ତାମିଲନାଡୁଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ଏକଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହି ପ୍ରତିଶ୍ରୁତି ରକ୍ଷା କରି ଗୁରୁବାର ମୋଦି-୨ ସରକାର ଶପଥ ନେବା କ୍ଷଣି ଜଳଶକ୍ତି ବିଭାଗ ଗଠନ ହୋଇଛି। ଆଜି ଏହି ନୂଆ ଜଳଶକ୍ତି ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ […]

saqa

saqa

Hemant Lenka
  • Published: Friday, 31 May 2019
  • Updated: 31 May 2019, 04:49 PM IST

Sports

Latest News

ନୂଆଦିଲ୍ଲୀ: ‘‘ପୁଣି କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିଲେ ଆମେ ଜଳଶକ୍ତି ବିଭାଗ ଗଠନ କରିବୁ। ଏହି ମନ୍ତ୍ରଣାଳୟ ଦେଶରେ ଜଳ ସମସ୍ୟା ଦୂର କରିବ।” ଏପ୍ରିଲ ୧୩ରେ ତାମିଲନାଡୁଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ଏକଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହି ପ୍ରତିଶ୍ରୁତି ରକ୍ଷା କରି ଗୁରୁବାର ମୋଦି-୨ ସରକାର ଶପଥ ନେବା କ୍ଷଣି ଜଳଶକ୍ତି ବିଭାଗ ଗଠନ ହୋଇଛି।

ଆଜି ଏହି ନୂଆ ଜଳଶକ୍ତି ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି। ଶେଖାୱତ ମୋଦି-୧ ସରକାରରେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଭାବେ କାର୍ଯ୍ୟ କରୁଥିଲେ। ହେଲେ ଚଳିତ ନିର୍ବାଚନରେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅଙ୍କୁ ଯୋଧପୁର ଆସନରୁ ପରାସ୍ତ କରିଥିଲେ। ଖାସ୍‌ ଏହି କାରଣ ପାଇଁ ମୋଦି ସରକାରରେ ତାଙ୍କୁ ପୁରସ୍କାର ସ୍ୱରୂପ କ୍ୟାବିନେଟ୍‌ ମନ୍ତ୍ରୀ କରିଛନ୍ତି। ସେହିପରି ରତନ ଲାଲ କଟାରିଆଙ୍କୁ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କରାଯାଇଛି।

ଅନ୍ୟପକ୍ଷରେ, ଫେବୃଆରୀ ୧ରେ ମୋଦି ସରକାର କାମଚଳା ବଜେଟ୍‌ ଉପସ୍ଥାପନ କରିଥିଲେ। ଏହି ସମୟରେ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ନୂଆ ମତ୍ସ୍ୟପାଳନ ମନ୍ତ୍ରଣାଳୟ ଗଠନ ହେବ ବୋଲି କହିଥିଲେ। ଏହାକୁ ମଧ୍ୟ ମୋଦି-୨ ସରକାର ପାଳନ କରିଛନ୍ତି। ମୋଦି-୨ ସରକାରରେ ଗିରିରାଜ ସିଂହଙ୍କୁ ମତ୍ସ୍ୟପାଳନ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ କରାଯାଇଛି। ସେହିପରି ସଞ୍ଜିବ କୁମାର ବାଲ୍ୟାନ ଏବଂ ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀଙ୍କୁ ମତ୍ସ୍ୟପାଳନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ପ୍ରତାପଙ୍କୁ ଏହା ବାଦ୍‌ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପଶୁପାଳନ, ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ମଧ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story