ମହିଳା ମନ୍ତ୍ରୀଙ୍କୁ ଆଇଟମ କହିବା ପ୍ରସଙ୍ଗ: ଉପବାସ ସହ ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ

ଭୋପାଲ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ରଜ୍ୟର ମନ୍ତ୍ରୀ ଇମରିତ ଦେବୀଙ୍କୁ ‘ଆଇଟମ୍‌’ ବୋଲି କହିଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଜଣେ ମହିଳା ମନ୍ତ୍ରୀଙ୍କୁ ଏଭଳି ଆଇଟମ କହିବା ଘଟଣାକୁ କ୍ଷମତାସୀନ ବିଜେପି ତୀବ୍ର ବିରୋଧ କରିଛି। ଏହା ବିରୋଧରେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସାଂସଦ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଅନ୍ୟ ବିଜେପି ନେତାମାନେ ଆଜି ଦୀର୍ଘ ୨ ଘଣ୍ଟା କାଳ ଉପବାସ କରି ଧାରଣା ଦେଇଥିଲେ। […]

ff

ff

Hemant Lenka
  • Published: Monday, 19 October 2020
  • Updated: 19 October 2020, 03:50 PM IST

Sports

Latest News

ଭୋପାଲ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ରଜ୍ୟର ମନ୍ତ୍ରୀ ଇମରିତ ଦେବୀଙ୍କୁ ‘ଆଇଟମ୍‌’ ବୋଲି କହିଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ଜଣେ ମହିଳା ମନ୍ତ୍ରୀଙ୍କୁ ଏଭଳି ଆଇଟମ କହିବା ଘଟଣାକୁ କ୍ଷମତାସୀନ ବିଜେପି ତୀବ୍ର ବିରୋଧ କରିଛି। ଏହା ବିରୋଧରେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସାଂସଦ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଅନ୍ୟ ବିଜେପି ନେତାମାନେ ଆଜି ଦୀର୍ଘ ୨ ଘଣ୍ଟା କାଳ ଉପବାସ କରି ଧାରଣା ଦେଇଥିଲେ।

ଆଜି ଚୌହାନଙ୍କ ସହ ରାଜ୍ୟର ମନ୍ତ୍ରୀ ନରତ୍ତୋମ ମିଶ୍ର, ଭୂପେନ୍ଦ୍ର ସିଂହ, ବିଶ୍ୱାସ ସାରଙ୍ଗ ଓ ବିଜେପିର କିଛି ମହିଳା ଦିନ ୧୦ଟାରୁ ଭୋପାଳରେ ଥିବା ମିଣ୍ଟୋ ହଲ୍‌ରେ ମୌନବ୍ରତ ଆରମ୍ଭ କରିଥିଲେ। ସେହିପରି ଇନ୍ଦୋରର ରେଗାଲ ଛକରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଆଗରେ ମଧ୍ୟ ବିଜେପି ସାଂସଦ ଶଙ୍କର ଲାଲୱାନି ନିଜ ସମର୍ଥକଙ୍କ ସହ ଧାରଣା ଦେଇଛନ୍ତି।

ନଭେମ୍ବର ୩ ଉପ ନିର୍ବାଚନ ପାଇଁ କମଲନାଥ ରବିବାର ରାଲି କରୁଥିଲେ। ଏହି ସମୟରେ ସେ କହିଥିଲେ, କଂଗ୍ରେସର ପ୍ରାର୍ଥୀ ହୋଇଥିବା ନେତା ଜଣଙ୍କ ବେଶ ସାଧାସିଧା। କଂଗ୍ରେସ ପ୍ରାର୍ଥୀ ଜଣଙ୍କ ତାଙ୍କ ବିପକ୍ଷ ଦଳର ନେତାଙ୍କ ଭଳି ଆଇଟମ ନୁହନ୍ତି। ଏହାକୁ ନେଇ ବିବାଦ ଦେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story