ବର୍ଷାରେ ବେହାଲ ମାୟାନଗରୀ, ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍

ମୁମ୍ୱାଇ: ଗତକାଲି ପରେ ଆଜି ମଧ୍ୟ ମାୟାନଗରୀ ମୁମ୍ୱାଇ ବର୍ଷାରେ ଉବୁଟୁବୁ ହୋଇଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଅପରାହ୍ନ ଯାଏ ଆହୁରି ବର୍ଷିବ। ପ୍ରବଳ ବର୍ଷା କାରଣରୁ ଜନ ଜୀବନ ପ୍ରଭାବିତ ହୋଇଛି। ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଅନେକ ଟ୍ରେନ ଲାଇନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟରେ ଏକ ମାଲବାହୀ ଟ୍ରେନ୍ ରେଳ ଧାରଣାରୁ ଖସି ଯାଇଛି। ମଧ୍ୟ ରେଲଓ୍ୱେର ଡାଉନ ଲାଇନରେ ଜବୁଙ୍ଗ ଏବଂ ଠାକୁରବାଡି ମଧ୍ୟରେ ଥିବା ରେଳ […]

Mumbai-rains

Mumbai-rains

Subhransu Sekhar
  • Published: Monday, 01 July 2019
  • Updated: 01 July 2019, 12:00 PM IST

Sports

Latest News

ମୁମ୍ୱାଇ: ଗତକାଲି ପରେ ଆଜି ମଧ୍ୟ ମାୟାନଗରୀ ମୁମ୍ୱାଇ ବର୍ଷାରେ ଉବୁଟୁବୁ ହୋଇଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଅପରାହ୍ନ ଯାଏ ଆହୁରି ବର୍ଷିବ। ପ୍ରବଳ ବର୍ଷା କାରଣରୁ ଜନ ଜୀବନ ପ୍ରଭାବିତ ହୋଇଛି।

ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଅନେକ ଟ୍ରେନ ଲାଇନରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟରେ ଏକ ମାଲବାହୀ ଟ୍ରେନ୍ ରେଳ ଧାରଣାରୁ ଖସି ଯାଇଛି। ମଧ୍ୟ ରେଲଓ୍ୱେର ଡାଉନ ଲାଇନରେ ଜବୁଙ୍ଗ ଏବଂ ଠାକୁରବାଡି ମଧ୍ୟରେ ଥିବା ରେଳ ଧାରଣାରେ ମାଲବାହୀ ଟ୍ରେନ ଓହରି ଯାଇଛି। ଘଟଣା ସ୍ଥଳରେ ରେଲଓ୍ୱେ ପ୍ରଶାସନ ପହଞ୍ଚି ମରାମତି କରୁଛନ୍ତି। ତେବେ ମାଲଗାଡ଼ି ଲାଇନଚ୍ୟୁତ ହେବା ପଛର କାରଣ ଜଣାପଡ଼ି ନାହିଁ। ଏଥିପାଇଁ ଅନେକ ଟ୍ରେନ ବିଳମ୍ୱିତ ହୋଇଥିବା ବେଳେ ଏକ୍ସପ୍ରେସ ଟ୍ରେନ ଗୁଡିକ ଅନ୍ୟ ରୁଟରେ ଦିଗ ପରିବର୍ତ୍ତନ କରିଦିଆଯାଇଛି।

ସେହିପରି ବିମାନ ଚଳାଚଳ ଚାଲୁ ରହିଛି। ଅନ୍ୟପକ୍ଷରେ ଠିକ ଭାବେ ଜଳ ନିଷ୍କାସିତ ହୋଇ ପାରୁ ନଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ପାଣି ପଶିଥିବାର ଖବର ମିଳିଛି। ବର୍ଷା ଆସିବା ପୂର୍ବରୁ ବିଏମସି ଜଳ ନିଷ୍କାସନ ପାଇଁ ଏକାଧିକ ପଦକ୍ଷେପ ନେଇଥିଲେ ହେଁ ତାହା ଯେ ଯଥେଷ୍ଟ ନୁହେଁ, ସେକଥା ସ୍ପଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story